Search Results for ଭୀମଭୋଇ

ଭୀମଭୋଇ ଓ ଗୋପବନ୍ଧୁ

~ ଭୀମଭୋଇ ଓ ଗୋପବନ୍ଧୁ: ଦୁଇ କବିମନୀଷୀଙ୍କ ଦୃଷ୍ଟି ଓ ଦର୍ଶନ ~ ଲେଖା: ଅଧ୍ୟାପକ ବିଶ୍ଵରଞ୍ଜନ ଓଡ଼ିଶାର ମାଟିରେ ଏଭଳି ଦୁଇ କବି ମନୀଷୀଙ୍କର ଆବିର୍ଭାବ ଘଟିଥିଲା, ଯେଉଁମାନଙ୍କର ବ୍ୟକ୍ତି ଜୀବନ ଉତ୍ତରିତ ହୋଇଥିଲା ବିଶ୍ଵଜୀବନକୁ । ଏହି ଦୁଇ ମହାତ୍ମା ନିଜର ଦୃଷ୍ଟି ଓ ସୃଷ୍ଟି ମାଧ୍ୟମରେ ମାନବିକତାର ଯେଉଁ ମହାମନ୍ତ୍ର ଗାନ କରିଥିଲେ,…

ଉତ୍କଳର ପ୍ରଣିପତ୍ୟ ସନ୍ଥକବି ଭୀମଭୋଇ

"ଏ ଜଗତ ଜନ ହତ ହୋଇଗଲେ କାହିଁ ପ୍ରଚରିବି ମୁହିଁ ?" ଜଗତଜନ ଶାନ୍ତ, ସ୍ନେହ, ସମତା, ମମତାରେ ବାନ୍ଧି ହୋଇ ରହିଲେ ବ୍ୟକ୍ତିର ଜୀବନ ମଧୁମୟ ହୁଏ । ଜଙ୍ଗଲ ପୋଡ଼ିଗଲେ ଗଛର ଅସ୍ତିତ୍ବ ରହେନା । ବ୍ରହ୍ମାଣ୍ଡ ସୁରକ୍ଷିତ ହେଲେ ପିଣ୍ଡ ପଲ୍ଲବିତ ହୁଏ । ତେଣୁ ଭୀମ ଚିନ୍ତାକଲେ, ଅନ୍ୟାୟ ଅତ୍ୟାଚାରର ଗରଳ ସେ ପିଇଯିବେ । ଶୋଷଣ କଷଣର ବିଷରେ ସେ ପାରିହେବେ, ନର୍କଗାମୀ ହେବେ, କେବଳ ଏଇଥିପାଇଁ ଯେ ଜଗତ ଉଦ୍ଧାର ପାଉ, ବିଶ୍ୱବାସୀ ରକ୍ଷା ପାଆନ୍ତୁ ଭେଦ, ବାଦ, ଛଳରୁ . . । ତାଙ୍କରି କଣ୍ଠରେ ପ୍ରତିଧ୍ୱନିତ ହୁଏ ସେଇ କାଳଜୟୀ କାରୁଣ୍ୟର ବାଣୀ ଓ ଆତ୍ମୋତ୍ସର୍ଗର ମନ୍ତ୍ର . . 

ଭୀମଭୋଇଙ୍କ ସମାଧୀପୀଠ

ଲେଖା: ଶିବାଶିଷ ମହାପାତ୍ର “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ ।” ଏପରି କାଳଜୟୀ ଗୀତ ରଚନା କରି ଆଜି ଅମର ହୋଇଯାଇଛନ୍ତି ସନ୍ଥକବି ଭୀମଭୋଇ । କଳାସଂସ୍କୃତି ପରମ୍ପରାରେ ପରିପୂର୍ଣ୍ଣ ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲିର ଶୋଭା ମଣ୍ଡନ କରୁଅଛି ସନ୍ଥକବି…

ସାରଦା ପ୍ରସନ୍ନ ନାୟକ

~ ସାରଦା ପ୍ରସନ୍ନ ନାୟକ ~ ଲେଖା: ଅମୃତେଶ ଖଟୁଆ “ସଞ୍ଜ ସକାଳେ ତୁମ ଛବି ଖୋଜେ ନୀରଭିଜା ନୟନରେ, ଜଗତର ନାଥ ଆହେ ଜଗନ୍ନାଥ ଆକୁଳ ଅନ୍ତରେ ଖୋଜେ . .” “ମନେ ଭରି ଅଭିମାନ ଯାଏ ଛାଡି ବୃନ୍ଦାବନ ରୁଷିଛି ରାଇ ପରାଣ ଝୁରେ ପାଷାଣ . .” “ଆଉ ଚାନ୍ଦ ଲାଗି…

ଅଭିରାମ ପରମହଂସ

ଲେଖା: ଅମ୍ବିକା ପଟ୍ଟନାୟକ  ~ ଉତ୍କଳେ ପ୍ରଣିପତ୍ୟ ସନ୍ଥ ଅଭିରାମ ପରମହଂସ ~ ପାଞ୍ଚ ମନଟି ଯାକୁ କହି l ପଞ୍ଚମ ଜର୍ଜ ସେ ଅଟଇ l ଗୋରା ପଲଟନଟି ଯେହି l ପଚିଶ ପ୍ରକୃତି ଅଟଇ l ଏହିଟି ବିଦେଶୀ ଅଟନ୍ତି l ସ୍ୱରାଜ୍ୟ ଉଜାଡିଣ ଦ୍ୟନ୍ତି l ଯେହୁ ଅଟେ ମହତ ଆତ୍ମା…

ଶୂନ୍ୟ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ “ଶୂନ୍ୟ ‘୦’ ସଂଖ୍ୟା” ~ ଆଜଟେକ୍ସ, ଇନକା ଓ ଇଜିପ୍ଟର ପ୍ରାଚୀନ ମାନଵ ସଭ୍ୟତାରେ ମଧ୍ୟ ଶୂନ୍ୟ ଆକାରର ଵିଭିନ୍ନ ଚିହ୍ନ ଆଵିଷ୍କାର ହୋଇଥିଲା । ପ୍ରାଚୀନ ଇଜିପ୍ଟରେ nfr (?) ବୋଲି ଏକ ଚିହ୍ନ ଵ୍ୟଵହାର ହେଉଥିଲା । ପ୍ରାଚୀନ ଇଜିପ୍ଟରେ ଏହାକୁ Nefertiti,…

ଅଲେଖ ମହିମା

ଲେଖା: ଅକ୍ଷୟ ଓଝା ଉତ୍କଳୀୟ ପରମ୍ପରାରେ ଅଲେଖ ମହିମାଧର୍ମ ଏକ ସବିଶେଷ ଅଙ୍ଗ । ଧର୍ମଧାରଣାରେ ହିନ୍ଦୁ ସମ୍ପ୍ରଦାୟ ଅଲେଖ ଧର୍ମକୁ ବହୁତ ସମ୍ମାନ ଦେଇ ଆସିଛି । ରେଢ଼ାଖୋଲର ସନ୍ଥ ଭୀମଭୋଇ ଆବିର୍ଭାବ ହେବା ପରେ ଅଲେଖ ଧର୍ମ ପରମ୍ପରା ପୁରା ଓଡ଼ିଶା ମାଟିରେ ବିସ୍ତାର ଲାଭ କରିଥିଲା । ଲୋକେ ଅଲେଖ ଧର୍ମାବଲମ୍ବୀ…

ଦାରୁ

ଲେଖା: ଶିଶିର ସାହୁ ମନୋଜ “ଦାରୁ” ଭାରୋପୀୟ ଭାଷାପରିଵାରର ଶବ୍ଦ ନା ଏକ ଆଷ୍ଟ୍ରୋଏସୀୟ ଶବ୍ଦ ? ଖଡି଼ଆ, ମୁଣ୍ଡା ଓ ହୋ ଆଦି ଜନଜାତୀୟ ଭାଷାରେ ଗଛକୁ ଦାରୁ କୁହାଯାଏ ବୋଲି କିଛି ଲୋକ ଭାଵନ୍ତି ଏହି ଦାରୁ ଶବ୍ଦଟି ଜନଜାତୀୟ ମୂଳର ଶବ୍ଦ ହୋଇଥିଵ । ତେବେ ଋକଵେଦ ଓ ମହାଭାରତ ଇତ୍ଯାଦି…

ସ୍ତୁତି ଚିନ୍ତାମଣି 

ଉପସ୍ଥାପନା: ସୁକାନ୍ତି ସାହୁ ସନ୍ଥକବି ଭୀମଭୋଇଙ୍କ ‘ସ୍ତୁତି ଚିନ୍ତାମଣି’ ଓଡ଼ିଆ ସାହିତ୍ୟରେ ଏକ ଅନବଦ୍ୟ ସୃଷ୍ଟି। ଈଶ୍ୱର ବିଶ୍ବାସୀ, ଶୂନ୍ୟ ସିଦ୍ଧାନ୍ତ ତଥା ମହିମା ଧର୍ମର ପ୍ରାଣପ୍ରତିଷ୍ଠାତା ଭୀମଭୋଇଙ୍କ ଭକ୍ତିରସାତ୍ମକ ଭଜନ, ଜଣାଣ ଗୁଡ଼ିକ ଯେତିକି ଭାବପୂର୍ଣ୍ଣ ସେତିକି ଦାର୍ଶନିକ ଚିନ୍ତା ଓ ଚେତନାର ପରିପ୍ରକାଶ। ଈଶ୍ବରଙ୍କ ପାଦପଦ୍ମରେ ନିଜକୁ ସମର୍ପିତ କରି ସେ ଉଦ୍ଦାମ…

ମହିମା ଧର୍ମ

~ ମହିମା ଧର୍ମ ~ ଉପସ୍ଥାପନା: ଅମୃତେଶ ଖଟୁଆ “ସତ୍ୟରେ ମରିବି ସତ୍ୟରେ ତରିବି, ଏହି ଆଜ୍ଞା ମତେ ହେଉ। କହେ ଭୀମଭୋଇ ଏ ମର୍ତ୍ତ୍ୟମଣ୍ଡଳେ, ଯଶ ଅପଯଶ ରହୁ।।” ( ସ୍ତୁତି ଚିନ୍ତାମଣି, ସନ୍ଥକବି ଭୀମଭୋଇ ) “ଜଗତ ଭଗତ ଜନ ଆସ ଲୋଡ଼ିବା ପ୍ରଭୁଙ୍କୁ ଶ୍ରୀପୁରୁଷୋତ୍ତମେ ଜାଣ, ଥିଲେ ଯେଉଁ ନାରାୟଣ ସେ…