Search Results for ବ୍ରଜସୁନ୍ଦର ଦାସ

ବ୍ରଜସୁନ୍ଦର ଦାସ 

~ ବ୍ରଜସୁନ୍ଦର ଦାସ ~ ଲେଖା: ଅମୃତେଶ ଖଟୁଆ “ଅଶରୀରୀ, ସଞ୍ଜ ପବନ ବଂଶଧାରା ନଈ ସେପାରିରୁ ବହି ଆଣୁଛି ତୁମରି ବାଣୀ – ‘ବାବା ସରି ନାହିଁ ତ।’ ନିର୍ଜନ ଏହି ଦି’ ତାଲାର କୋଠରୀ। କାହାର ଏ ସ୍ଵର? ପୁଣି ବାଜୁଛି କାନରେ, ‘ବାବା ସରିନାହିଁ ତ।’ ତୁମେ ତେବେ ଅଛ? କାଲିପରି…

ମୁକ୍ତ୍ଯାର ରାମଚନ୍ଦ୍ର ଦାସ

~ ମୁକ୍ତ୍ଯାର ରାମଚନ୍ଦ୍ର ଦାସ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ମାଟିରେ ଯେଉଁ ମହାପୁରୁଷଙ୍କ ଆବିର୍ଭାବ ଘଟିଛି, ସେମାନଙ୍କ କୀର୍ତ୍ତିପୂତ ଜୀବନୀ ଆମ ପାଇଁ ସଦା ପାଥେୟ। ତେବେ ସେହିମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଉତ୍କଳମଣି ଗୋପବନ୍ଧୁଙ୍କ ଅନ୍ୟତମ ଆଦର୍ଶ ତଥା ଦିଗଦ୍ରଷ୍ଟା ମୁକ୍ତ୍ଯାର ରାମଚନ୍ଦ୍ର ଦାସ। “ଈପ୍ସିତଂ ତଦବଜ୍ଞାନାଦ୍ଵିଦ୍ଧି ସାର୍ଗଳମାତ୍ମନଃ। ପ୍ରତିବଦ୍ଧ୍ନାତି ହି…

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ “ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି (ଉଠୁ) ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।” ସେ ସମୟ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ! ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ,…

ଗୋପାଳ ଛୋଟରାୟ

ଲେଖା: ଦେଵ ତ୍ରିପାଠୀ ଓଡ଼ିଶାର ମଞ୍ଚ, ବେତାର, ଦୂରଦର୍ଶନ ନାଟକ, ଗୀତିନାଟ୍ୟ ଓ ଚିତ୍ରନାଟ୍ୟ ପ୍ରସ୍ତୁତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା ଅନନ୍ୟ ସ୍ରଷ୍ଟା ଗୋପାଳ ଛୋଟରାୟ । ୧୯୪୨-୪୩ ମସିହା । ଦ୍ଵିତୀୟ ବିଶ୍ଵଯୁଦ୍ଧର ଚୁଡାନ୍ତ ପର୍ଯ୍ୟାୟ ! ଯେ କୌଣସି ସମୟରେ ଭାରତକୁ ଜାପାନ ଆକ୍ରମଣ କରିପାରେ ! ଭାରତ ସରକାର…

ଦୟାନିଧି ମିଶ୍ର

~ ଦୟାନିଧି ମିଶ୍ର ~ ଲେଖା: ଅମୃତେଶ ଖଟୁଆ “ବୀର ଦରଶନ ମାତ୍ରେ ପ୍ରେମର ପ୍ରବାହେ ଭାସି ଦିବାରାତ୍ର, ସତୀ, ବୀର ପାଦପଦ୍ମେ, ସମର୍ପିଛ ମନପ୍ରାଣ, ଉନ୍ମାଦିନୀ ପ୍ରାୟେ ସ୍ଥାପିଅଛ ବୀରମୂର୍ତ୍ତି ପୂତ ହୃଦସଦ୍ମେ। ×        ×          ×     ହୃଦ-ଉପବନେ ପ୍ରେମ ମାରୁତ ମଳୟ, ସ୍ଵର୍ଗେ ପ୍ରେମ, ପ୍ରେମ ପୁଣି ତ୍ରିଦଶ-ଆଳୟ। (କବିତା – “ସୁଭଦ୍ରା”)…

ମାଆ ମାଆ ବୋଲି ଡାକୁଛ କି ମୋତେ 

ସୌରଭିତ ସୃଷ୍ଟି: ବ୍ରଜସୁନ୍ଦର ଦାସ ମୁକୁର, ଓଡ଼ିଆଭାଷାରେ ପ୍ରକାଶିତ ଆଦ୍ୟ ସାହିତ୍ୟ ପତ୍ରିକା ମଧ୍ୟରେ ଅନ୍ୟତମ । ଏହା ଏକ ମାସିକ ପତ୍ରିକା ଥିଲା ଏବଂ ଏହାର ପ୍ରକାଶନ ୧୩୧୩ ଉତ୍କଳୀୟ ଵର୍ଷ ବୈଶାଖ ମାସଠାରୁ ଅର୍ଥାତ୍ ଇଂରାଜୀ ୧୯୦୫ ଖ୍ରୀଷ୍ଟାବ୍ଦ ଏପ୍ରିଲ ମାସଠାରୁ ଆରମ୍ଭ ହୋଇଥିଲା । ଏହାର ସମ୍ପାଦକ ଥିଲେ ଵିଶିଷ୍ଟ କଵି…

ରାୟବାହାଦୁର ଲକ୍ଷ୍ମୀଧର ମହାନ୍ତି (Laxmidhara Mohanty)

ଲେଖା: ଅମୃତେଶ ଖଟୁଆ ରାୟବାହାଦୁର ଲକ୍ଷ୍ମୀଧର ମହାନ୍ତି ଥିଲେ ଉତ୍କଳ ସମ୍ମିଳନୀର ଅନ୍ୟତମ ନେତା ତଥା ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣର ବିଶିଷ୍ଟ ପ୍ରବକ୍ତା । କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଥାନାର ବାଙ୍କେଶ୍ଵର ଗ୍ରାମରେ ୧୮୮୪ ମସିହା ମେ ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ଲକ୍ଷ୍ମୀଧର ମହାନ୍ତି। ପିତା ଥିଲେ ନିଶାମଣି ପଟ୍ଟନାୟକ। ଆବାଲ୍ୟ ପ୍ରତିଭାଧର…

କବି ଅନନ୍ତ ପଟ୍ଟନାୟକ 

~ କବି ଅନନ୍ତ ପଟ୍ଟନାୟକ ~ ଲେଖା: ଅମୃତେଶ ଖଟୁଆ “ମୁଁ ଏଇ ଜନ୍ମିଲି ଆରେ, ଉତ୍ସବରେ ବନ୍ଧୁକ କ୍ରୀଡାରେ, ନବତମ ଯାତ୍ରୀ ମୁହିଁ, ବାପା ମୋର ଭାଇ ମୋର, ଏ ନିଅ ମଥା ମୋର ଆଜି।” ** ** ** ** ** **  ଆସିଛି ମୁଁ ଆସିଛି, ଯାଚଜ୍ଞାର ଅର୍ଜିସ୍ତୂପ ଠେଲି ମୁଁ…

ମୃତ୍ୟୁଞ୍ଜୟ ରଥ 

~ ମୃତ୍ୟୁଞ୍ଜୟ ରଥ ~ ଲେଖା: ଅମୃତେଶ ଖଟୁଆ ~ କାବ୍ୟତୀର୍ଥ ବାଣୀଭୂଷଣ : ମୃତ୍ୟୁଞ୍ଜୟ ରଥ ~ କରିଛ ତୁମ୍ଭେ ନବ ସ୍ବର୍ଗ-ପ୍ରବାସ,  ଅନୁସରନ୍ତି ସୁଖେ ଅଛି କି ଆଶ ! ମାତ୍ର ଏ ଜନେ ସିନା ଭୁଞ୍ଜିବେ ଦୁଃଖ, ତୁମ୍ଭ ଆୟତ୍ତ ଯେଣୁ ସବୁରି ସୁଖ।” (କୁମ୍ଭାରସମ୍ଭବମ୍, ଚତୁର୍ଥ ସର୍ଗ : ଅନୂଦିତ…

ଗୋଦାବରୀଶ ମହାପାତ୍ର

ଉପସ୍ଥାପନା: ନିରଞ୍ଜନ ସାହୁ ପିଲାଦିନେ ସେ ଥିଲେ ଚଞ୍ଚଳ ପ୍ରକୃତିର। ପାଠ ପଢ଼ାରେ ମନ ଊଣା। ଚାଟଶାଳୀରେ ଅବଧାନଙ୍କ ପାଖରେ ବସି ରହି, ପାଠ ମୁଖସ୍ଥ କରିବାକୁ ଆଗ୍ରହ ଏକରକମ ଶୂନ୍ୟ। ଚାହାଳୀରୁ ଲୁଚି ପଳାଇବା ବେଳେ ଅବଧାନ ପଠାଉଥିଲେ ଅନ୍ୟ ବଡ଼ ପିଲାଙ୍କୁ ଧରି ଆଣିବା ପାଇଁ। ସେ କିନ୍ତୁ ବିଜୁଳି ବେଗରେ ଧାଇଁ…