Search Results for ବୌଦ୍ଧ

କଲଣ ଗ୍ରାମରେ ଐତିହାସିକ ପ୍ରାଚୀନ ବୌଦ୍ଧକୀର୍ତ୍ତି ଆବିଷ୍କୃତ

~ କଲଣ ଗ୍ରାମରେ ଐତିହାସିକ ପ୍ରାଚୀନ ବୌଦ୍ଧକୀର୍ତ୍ତି ଆବିଷ୍କୃତ ~ ୧ ଏପ୍ରିଲ ୨୦୨୫: ଆଜି ପବିତ୍ର #ଉତ୍କଳ_ଦିବସ ଅବସରରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ #କଲଣ ଗ୍ରାମ ସ୍ଥିତ ଲିଟିଲ୍ ଟୁଇଙ୍କିଲ୍ ଇଂରାଜୀ ବିଦ୍ୟାଳୟର ଜମିରେ କିଛି ପୁରାତନ ପ୍ରସ୍ତରର ସ୍ତମ୍ଭ ଓ ଶିଳାଲେଖ ବାହାରିଛି। ଲିଟିଲ୍ ଟୁଇଙ୍କିଲ୍ ଇଂରାଜୀ ବିଦ୍ୟାଳୟର ପ୍ରତିଷ୍ଠାତା…

ଐତିହାସିକ ସହର ବୌଦ୍ଧ

ଲେଖା: ଶ୍ରୀକାନ୍ତ ସିଂହ ଅତୁଳନୀୟ ପ୍ରାକୃତିକ ବିଭବରେ ଭରା ବୌଦ୍ଧ ଅଞ୍ଚଳ l ଘନ ଜଙ୍ଗଲର ସୁନ୍ଦର ସବୁଜିମା ସହ ଶାଳ, ପିଆଶାଳ ଓ ମହୁଲ ଫୁଲର ମହୁଲି ବାସ୍ନା, ମହାନଦୀର ସ୍ୱଚ୍ଛ ଜଳରାଶି, ଅନେକ ବୌଦ୍ଧ କୀର୍ତ୍ତିରାଜୀ, ପ୍ରାଚୀନ ମନ୍ଦିର, ମୂର୍ତ୍ତି ଓ ରାଜବାଟୀକୁ ନେଇ ସୁସମୃଦ୍ଧ ଏକ ଛୋଟିଆ ଐତିହାସିକ ସହର ବୌଦ୍ଧ…

ଖଣ୍ଡପଡ଼ାର ଯୋଗୀଯୋଗିଆଣି ବୌଦ୍ଧପୀଠ

ଲେଖା: ରବୀନ୍ଦ୍ର କୁମାର ରଣା ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ କୋଶକା ପଞ୍ଚାୟତର ଅଁଳାପଟା ଗ୍ରାମରେ ରହିଛି ନବମ ଶତାବ୍ଦୀର ପ୍ରସିଦ୍ଧ ଯୋଗୀ  ଯୋଗିଆଣି ବୌଦ୍ଧପୀଠ । ପାହାଡ଼ ଜଙ୍ଗଲ ଘେରା ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶରେ ଏହି ବୌଦ୍ଧ ପୀଠଟି ଅବସ୍ଥିତ । ଗୋଟିଏ ଛୋଟିଆ ଆସ୍ଥାନ ଉପରେ ବିଭିନ୍ନ ମୁଦ୍ରାରେ ବସିଥିବା…

ଓଡି଼ଶାର ବୌଦ୍ଧତନ୍ତ୍ର ଓ ରାଜା ଇନ୍ଦ୍ରଭୂତି

ଲେଖା: ସୁଶାନ୍ତ ସାହୁ ତିବ୍ବତୀୟ ଲାମା ତାରାନାଥ ପାଗ୍ ସାମ୍ ଜୋନ୍ ଜାଙ୍ଗ୍ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି ଯେ, ତାନ୍ତ୍ରିକ ବୌଦ୍ଧଧର୍ମ ସର୍ବପ୍ରଥମେ ଉଡ୍ଡୀୟାନ ନାମକ ସ୍ଥାନରେ ବିକଶିତ ହୋଇଥିଲା। ଉଡ୍ଡୀୟାନକୁ ଐତିହାସିକମାନେ ଆଧୁନିକ ଓଡି଼ଶା ବୋଲି ଚିହ୍ନିତ କରିଛନ୍ତି। ଖ୍ରୀଷ୍ଟୀୟ ୭ମ ଶତାବ୍ଦୀର ଶେଷ ବେଳକୁ ବୌଦ୍ଧତନ୍ତ୍ରର ତିନୋଟି ପଦ୍ଧତି ଯଥା : ବଜ୍ରଯାନ,…

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ ପ୍ରଦେଶରେ ରହିଥିବା ପ୍ରମୁଖ ଶକ୍ତିପୀଠ ଏବଂ ଦଶମହାବିଦ୍ୟା ତଥା ଅଷ୍ଟକାଳୀଙ୍କ ମଧ୍ୟରେ ମା’ ଚର୍ଚ୍ଚିକା ଦେବୀ ହେଉଛନ୍ତି ଅନ୍ୟତମା ତଥା ଶ୍ରେଷ୍ଠଦେବୀ | ପୁରୀ ଶ୍ରୀଜଗନ୍ନାଥଙ୍କ କେତକ ପର୍ବପର୍ବାଣି ନୀତିକାନ୍ତି ସହ ଏହି ଦେବୀ…

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର। ଏହା କେବଳ ଏକ ପର୍ଯ୍ୟଟନସ୍ଥଳୀ ନୁହେଁ; ବରଂ ପ୍ରାଚୀନ କଳିଙ୍ଗର ସାଂସ୍କୃତିକ, ଧାର୍ମିକ ଓ କଳାତ୍ମକ ଐତିହ୍ୟର ଏକ ଅମୂଲ୍ୟ ଭଣ୍ଡାର। ଏଠାର ଶୈଳଚିତ୍ର, ଶିଳାଲିପି, ଗୁମ୍ଫା, ପ୍ରସ୍ତରମୂର୍ତ୍ତି, ଭଗ୍ନାବଶେଷ ଏବଂ ସ୍ଥାନୀୟ ଲୋକବିଶ୍ୱାସ…

ସାହିତ୍ୟ ଭାସ୍କର ମାୟାଧର ମାନସିଂହ

ସାହିତ୍ୟ ଭାସ୍କର ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି (୧୯୨୩–୧୯୭୩) ଲେଖନୀ ଚାଳନା ହିଁ ମାନସିଂହଙ୍କ ସମସ୍ତ ରଚନାର ପରିପ୍ରକାଶ। ଅଠର ବର୍ଷ ବୟସରେ ପ୍ରଥମ କବିତା ସୃଷ୍ଟି ହୋଇଥିଲେ ମଧ୍ୟ ତାହା ପ୍ରକାଶିତ ହୋଇଥିଲା ୧୯୨୮ ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାର ବୈଶାଖ…

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ “ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ ନିସଂଗତା ପ୍ରତ୍ୟେକ ଜୀବନରେ ଆସେ — ଏହା ପ୍ରାୟ ସାର୍ବଜନୀନ । ତେବେ ପିତୃ-ମାତୃ-ଭ୍ରାତୃହୀନ ଏକ ନିସଂଗ ତରୁଣକୁ ଯେଉଁମାନେ ସଖ୍ୟ ଦାନ କରି ତାକୁ ଅନୁଗୃହୀତ କଲେ, ତାଙ୍କର ମହିମ୍ନ ସ୍ତବ ଗାଇବା…

ନବଘନ କହଁର

ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି ହଳଦୀର ରଙ୍ଗ ଗାଢ଼ ହେବ ବୋଲି । କିନ୍ତୁ ଏହିଁ ବଳି ହଳଦୀ କିଆରି ପାଇଁ ଭାବିବା ହିଁ ମୁର୍ଖତା ବୋଲି ବହୁ ଗବେଷକ ମତ ଦିଅନ୍ତି । କାରଣ କନ୍ଧମାନଙ୍କର ମେରିଆ ବଳି…

ଉତ୍କଳ ସାହିତ୍ୟ ସମାଜ

~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ ଜୀବନ ଅବହେଳା ଓ ଅବସାଦ ଜନିତ ବ୍ୟର୍ଥତାରେ ପାଣ୍ଡୁର । ନଅଙ୍କ ଦୁର୍ଭିକ୍ଷର ଚପେଟାଘାତ ଫଳରେ ଅର୍ଦ୍ଧାଧିକ ଓଡ଼ିଶା ଶ୍ମଶାନିତ । ଶତାବ୍ଦୀର ଶେଷାଂଶରେ ଓଡ଼ିଆ ଜାତି ମୋହନିଦ୍ରାରୁ ଉତ୍ଥିତ, ଆତ୍ମଚେତନା ଉଦବୁଦ୍ଧ, ଆତ୍ମଗଠନରେ…