Search Results for ବୁଧେଇ ଓଷା

ବୁଧେଇ ଓଷା (Budhei Osha)

ଲେଖା: ବନ୍ଧନ ଦଳାଇ ଓଡିଆଙ୍କ ଘରେ “ବାରମାସରେ ତେରପର୍ବ” ଭାଦ୍ରବ ମାସରେ ପାଳନୀୟ ଅନେକ ଓଷାବ୍ରତ ମଧ୍ୟରୁ ‘ବୁଧେଇଓଷା‘ ଅନ୍ୟତମ। ଭାଦ୍ରବ ମାସର ପ୍ରଥମ ବୁଧବାର ଦିନ ପାଳନ ହୁଏ ଏହି ଓଷା। ଏହାକୁ ‘ବୁଧିବାମନ ଓଷା‘ ମଧ୍ୟ କୁହନ୍ତି। ନବଗ୍ରହଙ୍କ ମଧ୍ୟରୁ ବୁଧଙ୍କୁ ରାଜାକୁମାର ରୁପେ ବରଣ କରାଯାଏ । ଏହିବାରରେ ଏହା ଅନୁଷ୍ଠିତ…

ବୁଧେଇ ଓଷା

ଲେଖା: ଦେଵ ତ୍ରିପାଠୀ ଛିଣ୍ଡା ଛିଣ୍ଡା ମେଘର ପଲଟଣରେ ଭୋଦୁଅ ଆକାଶ ଭରି ରହିଛି I ଏଇ ଝରିବ ଝରିବ ହୋଇ ଭାସିଯାଏ ବଉଦର ବୋଇତ — ଆଉ କେଉଁ ମୁଲକରେ ତା’ର ବରଷଣ ମୂଲଚାଲ କରିବ I ତେବେ ଆମ ମୁଲକରେ ସିଏ ଫୁଟାଇଛି କାଶତଣ୍ଡୀ, ଗାଡ଼ିଆରେ ନୀଳକଇଁ, ଅରଣ୍ୟରେ ଶ୍ୟାମଳ ଢେଉ, ପବନରେ…

ମୁଆଁ

~ ମୁଆଁ ~ ଲେଖା: ଅମୃତେଶ ଖଟୁଆ ଶ୍ରୀକ୍ଷେତ୍ର ପୁରୀରେ ଏକଦା ପହଞ୍ଚିଛନ୍ତି ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର । ନିଜ କର୍ମଭୂମି ନୟାଗଡ଼ରେ ତାଙ୍କ ବିଦ୍‍ବତ୍ତା ଓ ପ୍ରତ୍ୟୁତ୍ପନ୍ନମତିତାର ଯଶ ବିସ୍ତାର ହେଇ ସାରିଥିଲା । ନୟାଗଡ଼ ରାଜା ବିନାୟକ ସିଂହ ମାନଧାତାଙ୍କ ରାଜ ଉଆସରେ ରାଜକବିଙ୍କ ଅଦ୍ୱିତୀୟ ଅଧିକାର ଲାଭ କରିଥିବା ଉତ୍କଳଘଣ୍ଟ ନିଜ…

ଖଇ

ଲେଖା: ଡ. ଜୟଶ୍ରୀ ନନ୍ଦ ~ ଆମ ପାରମ୍ପରିକ ଖାଦ୍ୟ ଖଇ ~ କୋଟି ଓଡ଼ିଆଙ୍କ ମଉଡମଣି ଶ୍ରୀଜଗନ୍ନାଥ ହେଉଛନ୍ତି ଭୋଜନ ପ୍ରିୟ। ଆମ ମହାପ୍ରଭୁ ଯେମିତି ଭୋଜନ ପ୍ରିୟ ଆମେ ଓଡ଼ିଆ ଲୋକମାନେ ସେମିତି ଭୋଜନ ପ୍ରିୟ । ଆମର ସବୁ ପାରମ୍ପରିକ ଖାଦ୍ୟ ସୁଷମ ଓ ସ୍ବାସ୍ଥ୍ୟକର । କେଉଁ ଯୁଗ ଯୁଗରୁ…

ଝୋଟିଚିତା

ଲେଖା: ଦେଵ ତ୍ରିପାଠୀ ଇଏ କୋଉ ଅସିଆ କାଳର ମସିଆ କଥା । ବାହାଘର ହବ । ଗାଁ ଟା ଯାକ ଲୋକଙ୍କ ଖୁସି କାହିଁରେ କ’ଣ ! ମୁରବିମାନେ ଲାଗିପଡିଥିବେ ଯେଝା କାମରେ । ଘର ଗୋଟାକ ନୂଆ ଦୁଶୁଥିବ ! ବରକନ୍ୟାଙ୍କ ମଙ୍ଗୁଳାଘରେ ମଙ୍ଗନକୃତ୍ୟ ଦିନ ବିବାହ ବିଷୟକ ଚିତ୍ରସବୁ ଅଙ୍କାଯିବ !…

ଶୀଳ ଶୀଳପୁଆ ପୂଜା

ଲେଖା: ମିହିର ପଟ୍ଟନାୟକ ଓଡ଼ିଆ ଘରେ ଅନେକ ପର୍ବରେ ଶୀଳ ଶୀଳପୁଆ ପୂଜା ହେବାର ପରମ୍ପରା ରହିଛି। ବିଶେଷ କରି ଷଠିଓଷା ଓ ବୁଧେଇଓଷା ପାଳନ ବେଳେ ଏହି ଦୁଇ ପାରମ୍ପରିକ ଶୀଳ ଶୀଳପୁଆ ପୂଜା ହୋଇଥାଏ। ଏପରିକି ଶ୍ରୀମନ୍ଦିରରେ ଶ୍ରୀ ଜୀଉମାନଙ୍କ ଜନ୍ମ ଉତ୍ସବ ବେଳେ ଷଷ୍ଠୀମାର୍କଣ୍ଡପୂଜା ମଧ୍ୟ ଅନୁଷ୍ଠିତ ହୋଇଥାଏ। କେବେ ଭାବିଛନ୍ତି…