Search Results for ବାରବାଟୀ

ଦୁର୍ଗ ବାରବାଟୀ

ଲେଖା: ତେଜସ୍ୱ ତ୍ରିପାଠୀ ~ ବାହୁନୁଛି ଦୁର୍ଗ ବାରବାଟୀ ~ ବାରବାଟୀ ଷ୍ଟାଡିୟମର ଆଗରେ ଥିବା ଖୋଲା ପଡ଼ିଆରେ ଥରେ ବୁଲୁଥିଲା ମନ୍ଦମଳୟର ସ୍ପର୍ଶରେ ମନ ଆନ୍ଦୋଳିତ ହେଉଥାଏ l ହଠାତ ଶୁଣାଗଲା ପବନରେ ଏକ ଅସ୍ପଷ୍ଟ କାନ୍ଦଣାର ସ୍ୱର l ସତେ ଅବା ଗୁମୁରି ଗୁମୁରି କିଏ କାନ୍ଦୁଚି l ମାତ୍ର କିଏ ସେ…

ବାରବାଟୀ ଦୁର୍ଗ

ଲେଖା: ତେଜସ୍ବ ତ୍ରିପାଠୀ ~ ବାରବାଟୀ ~ “ବାରବାଟୀ” ଏ ନାମ ହିଁ ଯଥେଷ୍ଟ l ଏ ନାମ ନିଜେ ହିଁ ନିଜର ପରିଚୟ l ଏ ନାମ ଉଚ୍ଚାରଣ ମାତ୍ରେ ପ୍ରତି ଉତ୍କଳୀୟ ଧମନୀର ପ୍ରତି ରକ୍ତ ବିନ୍ଦୁରେ ଦେଶପ୍ରୀତି ଜାଗ୍ରତ ହୁଏ l ଆଉ ଶତ୍ରୁ ବୁକୁରେ ଖେଳିଯାଏ ଅଜଣା ଭୟର ଆତଙ୍କ…

ବାରବାଟୀ

ଲେଖା: ଦେଵ ତ୍ରିପାଠୀ ୧୮୦୩ ମସିହା, ସେପ୍ଟେମ୍ବର ୮ ତାରିଖ । ଗଞ୍ଜାମ ମାଟିରୁ ଏକ ବିଶାଳ ସୈନ୍ୟବାହିନୀ ପ୍ରସ୍ତୁତ ହେଉଥିଲେ ଏକ ବହୁପ୍ରତୀକ୍ଷିତ ଯୁଦ୍ଧାଭିଯାନ ପାଇଁ ! ବ୍ରିଟିଶ ସେନାର #କର୍ଣ୍ଣେଲ_ହାରକୋଟ୍ ଙ୍କ ନେତୃତ୍ବରେ !  ଆଜି କର୍ଣ୍ଣେଲଙ୍କ ମନ ଉଚ୍ଚାଟ ! ଦୀର୍ଘ ଦିନର ଇପ୍ସିତ ଏ ଯାତ୍ରା ! ଏ ଅଭିଯାନ…

ବାରବାଟୀ ରାଫେଲ

ଲେଖା: ଶଶାଙ୍କ ତରାଇ କିଛି ଇତିହାସ ଏମିତି ରଚାଯାଇଛି ଯାହା ଆଜି ଯାଏଁ ଜୀବିତ, ତାହାରି ଭିତରୁ ଗୋଟିଏ ଇତିହାସ ହେଉଛି କଟକ ବାରବାଟୀ ଷ୍ଟାଡିୟମର ଇତିହାସ । ତେବେ ଏଥିରେ କଣ ଇତିହାସ ଅଛି ? ବାରବାଟୀ ଷ୍ଟାଡିୟମ୍’କୁ ତ ସମସ୍ତ ଜାଣନ୍ତି ଏବଂ ତାହାରି ପାଇଁ ଓଡ଼ିଶାରେ କଟକ କ୍ରୀଡା ରାଜଧାନୀ ହୋଇଥିଲା…

ଗଜପତି କପିଳେନ୍ଦ୍ର ଦେବଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି

~ କଟକରେ ଗଜପତି କପିଳେନ୍ଦ୍ର ଦେବଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି ~ ୨୯ ଜୁନ ୨୦୨୪ : “ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ-ଉତ୍କଳ କଳବର୍ଗେଶ୍ୱର, ଅଭୟତି ଭୂତଭୈରବ, ଦୁଃସହ ଦୁଃଶାସନ, ଅନିନରଣେ ରାଉତରାଏ, ଅତୁଳବଳୀ ପରାକ୍ରମ ସଂଗ୍ରାମେ ସହସ୍ରବାହୁ, କ୍ଷତ୍ରିୟକୁଳ ଧୂମକେତୁ, ବୀରାଧିବୀରବର ମହାପ୍ରତାପୀ ଶ୍ରୀ ଶ୍ରୀ ଶ୍ରୀ ଗଜପତି କପିଳେନ୍ଦ୍ର ଦେବଙ୍କର ଜୟ…

ରଘୁନାଥ ମଠ

~ ରଘୁନାଥ ମଠ ~ ଲେଖା: ଶ୍ରୀକାନ୍ତ ସିଂହ ମହା ଐତିହ୍ୟକ୍ଷେତ୍ର କଟକ ସହରରେ ଯେଉଁ କେତୋଟି ପ୍ରାଚୀନ ମଠ ରହିଛି ତନ୍ମଧ୍ୟରେ ତୁଳସୀପୁର ମଠସାହିରେ ଥିବା ‘ରଘୁନାଥ ମଠ’ ହେଉଛି ଅନ୍ୟତମ। ଏହି ମଠର ଅବସ୍ଥିତିକୁ ନେଇ ସାହିର ନାମ ମଠସାହି ଏବଂ ସନ୍ଥ ତୁଳସୀଦାସଙ୍କ ଦ୍ୱାରା ମଠଟି ପ୍ରତିଷ୍ଠା ହୋଇ ଥିବାରୁ ଏହି…

ଲଙ୍ଗୁଳୀ ମଠ

~ ଲଙ୍ଗୁଳୀ ମଠ ~ ଲେଖା: ଶ୍ରୀକାନ୍ତ ସିଂହ ଭାରତର ସର୍ବକାଳୀନ ପ୍ରାଚୀନ ସହରମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛି ଆମର ଏଇ କଟକ ନଗର । ମହାନଦୀ କୂଳ କଟକର ଏହି ଅଞ୍ଚଳରେ ମାନବ ସଭ୍ୟତାର ଅଭ୍ୟୁଦୟ କେବେ ହୋଇଥିଲା, ଏହି ପ୍ରଶ୍ନର ଯୁକ୍ତିଯୁକ୍ତ ଓ ଯଥାର୍ଥ ଉତ୍ତର କାହାରି ପାଖରେ ନାହିଁ; ଏ ସମ୍ପର୍କରେ…

ବାଇମୁଣ୍ଡି

ବାଇମୁଣ୍ଡି ଲେଖା: ନିରଞ୍ଜନ ସାହୁ ସୋମବଂଶୀ ରାଜା ଜନ୍ମେଜୟ ଚୌଦ୍ଵାର ପର୍ଯ୍ୟନ୍ତ ଅଧିକାର ପୂର୍ବକ ଆଗ୍ରାହାଟ ଠାରେ ଯଜ୍ଞାନୁଷ୍ଠାନ କରିଥିଲେ। ତାଙ୍କ ପରେ ପ୍ରଥମ ଯଯାତି ଓ ଧର୍ମରଥ ମଧ୍ୟ ଏହି ଅଞ୍ଚଳରେ ଶାସନ କରିଥିଲେ। ଚୌଦ୍ଵାରରେ ସୋମବଂଶୀମାନେ ଚାରିଗୋଟି ଦ୍ଵାର ବିଶିଷ୍ଟ ରାଜଧାନୀ ସ୍ଥାପନ କରିଥିବାରୁ ଏହି ସ୍ଥାନର ନାମ ଚୌଦ୍ଵାର ହୋଇଥିଲା। ସୂଚନାଯୋଗ୍ୟ…

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ପଶ୍ଚିମ ଦିଗରେ ଅବସ୍ଥିତ ଚିତ୍ରକାରିଣୀ ମନ୍ଦିର ସମୂହ l ଲିଙ୍ଗରାଜ ମନ୍ଦିର କର୍ଜନ ସ୍ତମ୍ଭ ରାସ୍ତା ଦେଇ ପଶ୍ଚିମକୁ ଆଗେଇ ଚାଲିଲେ ଚିତ୍ରକାରିଣୀ ମନ୍ଦିର l ତେବେ ମନ୍ଦିର ଆଗରୁ…

Dhyanchand at Barabati

Dipak Samantarai ~ Dhyanchand at Barabati ~ The younger generation will find it difficult to believe that the Hockey Wizard spent around a couple of years in Cuttack.  The chief architect of Barabati stadium, Bhairab Chandra Mahanty was a visionary. …