Physical Address
Sai Samarpanam, Satya Vihar, Bhubaneswar

ଲେଖା: ଗୋକୁଳାନନ୍ଦ ସାହୁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ନିଳକଣ୍ଠପୁର । ବ୍ରାହ୍ମଣୀ ନଦୀକୂଳରେ ଥିବା ଛୋଟ ଗାଁଟିଏ । ସେହି ଗାଁରେ ଗୋଟିଏ ଗରିବ ପରିବାରରେ ଜନ୍ମ ହୋଇଥିଲେ ଭାରତର ସର୍ବକନିଷ୍ଠ କିଶୋର ବିପ୍ଳବୀ “ବାଜି ରାଉତ“। ଈଂରେଜ ଅମଳର କଥା । ବାଜିଙ୍କ ଜନ୍ମ ପରେ ତାଙ୍କ ବାପା ଅସୁସ୍ଥ ଅବସ୍ଥାରେ ଆରପାରିକୁ…

ଲେଖା: ବିଜୟ ସାହୁ ବିଶ୍ୱ ଇତିହାସରେ ସଂକଳିତ ସର୍ବକନିଷ୍ଠ ସହୀଦ ବାଜି ରାଉତ ୧୯୩୮ ମସିହା ଅକ୍ଟୋବର ୧୦ ତାରିଖରେ ଢେଙ୍କାନାଳ ଜିଲ୍ଲାର ଭୁବନ ନିକଟସ୍ଥ ନୀଳକଣ୍ଠପୁର ବ୍ରାହ୍ମଣୀ କୂଳ ଘାଟରେ ବ୍ରିଟିଶ ଫଉଜ ଗୁଳିରେ ପ୍ରାଣ ହରାଇଥିଲେ ! ଯାହାଙ୍କ ଚିତା ପାଖରେ ବସି ବିପ୍ଲବୀକବି ସଚି ରାଉତରାୟ ଏହି ସହୀଦକୁ ଲେଖନୀରୁ ଅମର…

ଲେଖା: ଦେଵ ତ୍ରିପାଠୀ ୧୯୩୮ ମସିହା ଅକ୍ଟୋବର ଦଶ ତାରିଖ I ଇଷ୍ଟର୍ଣ୍ଣ ଷ୍ଟେଟ୍ ଏଜେନ୍ସିର ଫୌଜମାନେ ଭୁବନ ଗାଁରେ ଆତଙ୍କ ସୃଷ୍ଟି କରି ଢେଙ୍କାନାଳ ଫେରନ୍ତା ବାଟରେ ବ୍ରାହ୍ମଣୀ ନଦୀକୂଳ ନୀଳକଣ୍ଠପୁର ଗାଁ ଘାଟରେ ଗଡ଼ଜାତ ଆନ୍ଦୋଳନର ସଂଗ୍ରାମୀମାନଙ୍କର ସମ୍ମୁଖୀନ ହେଲେ I ବିପ୍ଳବୀମାନେ ସିପାହୀମାନଙ୍କୁ ନଈପାରି କରିଦେବା ପାଇଁ ଅଡ଼ି ବସିଲେ, ଫଳତଃ…

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା ପ୍ରବାହିତ ହେଉଥିଲା ତାର ମୁଖ୍ୟ ସୂତ୍ରଧର ଥିଲେ ଶ୍ରୀଚୈତନ୍ୟ ମହାପ୍ରଭୁ l ରାଧାକୃଷ୍ଣ ତତ୍ତ୍ୱର ପ୍ରମୁଖ ପ୍ରବକ୍ତା ଆଉ “ହରେକୃଷ୍ଣ ମହାମନ୍ତ୍ର”ର ପ୍ରମୁଖ ଉଦ୍ୟୋକ୍ତା ବି ଶ୍ରୀଚୈତନ୍ୟ l ବିଶ୍ୱମ୍ଭର ବା ନିମାଇଁ ଭାବେ…

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ ପୃଷ୍ଠାରେ ଅନେକ ଵୀରତ୍ୱ ଓ ଵଳିଦାନର କାହାଣୀ ଲିପିବଦ୍ଧ ରହିଛି, ମାତ୍ର ଵିଂଶ ଶତାବ୍ଦୀର ବହୁ ପୂର୍ଵରୁ ଓଡ଼ିଶା ମାଟିରେ ଵିଦେଶୀ ଶାସକଙ୍କ ଵିରୋଧରେ ଯେଉଁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥିଲା, ତାହା ସମଗ୍ର ଭାରତଵର୍ଷରେ…

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା ସ୍ୱାଧୀନତା ସଂଗ୍ରାମର ଗୀତର ସଂଗ୍ରହ ନୁହେଁ। ଏହା ଓଡ଼ିଆ ଜାତିର ଆତ୍ମପରିଚୟ, ମାତୃଭାଷାର ସୁରକ୍ଷା, ବିଚ୍ଛିନ୍ନ ଓଡ଼ିଆ ଭୂଖଣ୍ଡର ଏକତ୍ରୀକରଣ, ବ୍ରିଟିଶ ଶାସନରୁ ମୁକ୍ତି ଏବଂ ସ୍ୱାଧୀନ ଭାରତର ମାନବୀୟ ମୂଲ୍ୟବୋଧର ଏକ ଦୀର୍ଘ…

ଲୋକସେବକ ନବକୃଷ୍ଣ ଚୌଧୁରୀ ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ ଛାତ୍ରାବାସର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାବରେ ମୁଖ୍ୟ ଅତିଥି । ଛାତ୍ର ନେତାମାନେ ଖବର ପାଇଲେ ଦିଲ୍ଲୀରେ ସୀମା କମିଶନ ସୁପାରିଶକୁ ନିଖିଳ ଭାରତ କଂଗ୍ରେସ କମିଟି ଗ୍ରହଣ କରି ନେବାକୁ ଯାଉଛି ।ଭାରତର…

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ ଖେଳିବେ ଅବିର ପ୍ରାଣସଖି ରାଧିକା ସହ, ପୁର ପରିକ୍ରମା କରି ଭକ୍ତମାନଙ୍କୁ ଦର୍ଶନ ଦେବେ। କୀର୍ତ୍ତନ ହେବ, ନାଚିବେ ଭକ୍ତବୃନ୍ଦ। ସ୍ବଜାତି ଗୋପାଳ ଭାଇମାନଙ୍କ କାନ୍ଧରେ ବିମାନରେ ବସି ଘରକୁ ଘର ଯାଇ ଭୋଗ…

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ “ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି (ଉଠୁ) ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।” ସେ ସମୟ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ! ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ,…

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ ସେ ଦୁର୍ବାସା । ନ୍ୟାୟ ଓ ଶାନ୍ତି ପାଇଁ ସେ ଯୋଗେଶ୍ୱର କୃଷ୍ଣ, ଖଟିଖିଆ, କୃଷକ ପାଇଁ ସେ ଲେନିନ୍, ସ୍ଵାଧୀନତା ପାଇଁ ସେ ଗାନ୍ଧୀବାଦୀ ! ସେ ଗୌରାଙ୍ଗ ଦାସ, ଅତି ଶ୍ରଦ୍ଧାରେ,…