Physical Address
Sai Samarpanam, Satya Vihar, Bhubaneswar

ଲେଖା: ମିହିର ପଟ୍ଟନାୟକ ପଦ୍ମଫୁଲ ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କ ଖୁବ ନିବିଡ। କେବଳ ସେଇଥି ପାଇଁ ମହାପ୍ରଭୁଙ୍କ ବିଭିନ୍ନ ଅଙ୍ଗକୁ ପଦ୍ମ ସହ ତୁଳନା କରାଯାଏ । ଫୁଲମାନଙ୍କ ଭିତରେ କମଳ ବା ପଦ୍ମ ଶ୍ରେଷ୍ଠ ହୋଇଥିବାରୁ ପ୍ରଭୁଙ୍କୁ ବର୍ଷକୁ ଗୋଟିଏ ଥର ପଦ୍ମବେଶରେ ସଜ୍ଜିତ କରାଯାଏ। ସେଇ ରାତିରେ କାଳିଆ ଠାକୁରଙ୍କ ନିତ୍ୟ…

ଲେଖା: ବିଶ୍ୱରଞ୍ଜନ ମହାପାତ୍ର ~ ଶ୍ରୀଜିଉଙ୍କର ନବାଙ୍କବେଶ ~ ମକର ସଂକ୍ରାନ୍ତି ପୂର୍ବଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହୁଏ । ଉକ୍ତ ଦିନ ସନ୍ଧ୍ୟା ଆଳତି ବେଶରେ ମାଳଚୂଳମାନ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ ଠାକୁରମାନଙ୍କୁ ଲାଗି କରାଯାଇଥାଏ । ଉକ୍ତ ଦିନ…

~ ଚିତୋଉ ପିଠା ~ ଲେଖା: ଅମୃତେଶ ଖଟୁଆ ସିନ୍ଦୂରା ଫାଟିବା ସହିତ ଫୁଟି ଉଠିବ ଶୂନ୍ୟ ତରା । ନବ ଊଷସୀର ଦେଦୀପ୍ୟ ଆଲୁଅ ପସରା ଦିଗବିଦିଗ ବିଛୁରି ଯିବ । ସତେ ଅବା ସେ ବିପୁଳ ରଶ୍ମିରାଶିରେ ନୁଆଁଣିଆ ଆକାଶରେ କେତେ ପୁଲକ, କେତେ ଉତ୍ସାହ । ସେହି ଆଲୁଅରେ ଆଲୋକିତ ଆଜି…

~ କହଇ ଜଗନ୍ନାଥ ଦାସ ~ ଲେଖା: ଅମୃତେଶ ଖଟୁଆ “ତୋଷ ନୁହଁଇ ମୋର ଚିତ୍ତ, କହଇ ଦାସ ଜଗନ୍ନାଥ” II ଭାରତବର୍ଷର ଉତ୍ତର ଦକ୍ଷିଣ ସଂସ୍କୃତିକୁ ପୂର୍ବ ଏସିଆ ମହାଦେଶର ଅନୁଭାଗ ସହିତ ସାମୁଦ୍ରିକ ସମ୍ପର୍କ ଘେନି ଯୋଡୁଥିବା ଏକ ଭୂମିର ପ୍ରାଚୀନ ଅବତାରଣା ― ସେ ଉତ୍କଳ, ସେ କଳିଙ୍ଗ ଓ ଉଡ୍ର…

ସେହି ଯୁବକ ବ୍ରାହ୍ମଣ ଜୟଦେବଙ୍କ ଭିତରେ ତମେ କ'ଣ ଦେଖିଥିଲ ନିଜକୁ ! ସେଇଥିପାଇଁ ହେ ବିଦ୍ଗଧ ମାଧବ, ଆପଣେଇ ନେଇଥିଲ କି ପଦ୍ମାବତୀଙ୍କୁ ? ରାଧାରାଣୀ ପଦ୍ମାବତୀ ରୂପେ ଏବଂ ଶ୍ରୀକୃଷ୍ଣ ଜୟଦେବ ରୂପରେ ସତରେ ତେବେ କ'ଣ ଧରାବତରଣ ହୋଇଥିଲେ ନିଜର ଲୀଳା ପ୍ରଚାର ସହ ଅନୁପମ ଶ୍ରୀଗୀତଗୋବିନ୍ଦ ରଚନା କରିବାକୁ ?

ଲେଖା: ଦେଵ ତ୍ରିପାଠୀ “ତଟିନୀବଳୟିତ ତରୁକୁଳପୁଲକିତ ବାଳ ମହୀଧରବାସିନ୍, ଜୟ ଜୟ ଶଙ୍କର ସର୍ବଶୁଭଙ୍କର ଭକ୍ତ ବିପତ୍ତିବିନାଶିନ୍ II” (କବିବର ରାଧାନାଥ ରାୟ) ମା’ କଟକଚଣ୍ଡୀ, ଗଡଚଣ୍ଡୀ ପରି ପ୍ରାଚୀନ ଶକ୍ତିପୀଠ ପାଇଁ କଟକ ମହାନଗର ଶକ୍ତିପୀଠ ଭାବେ ଖ୍ୟାତିମାନ ହୋଇଥିଲେ ମଧ୍ୟ ନଗର ମଧ୍ୟରେ ପ୍ରତିଷ୍ଠିତ ଅମରେଶ୍ୱର ମନ୍ଦିର ତଥା ମହାନଗର ସୀମାସଂଲଗ୍ନ ଭାବରେ…

ଲେଖା: ଦେଵ ତ୍ରିପାଠୀ ~ ଦିବ୍ୟନୀତି ୧ ~ ~ ମଙ୍ଗଳ ଆରତୀ ~ ସେବକମାନେ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିବା ପରେ ଦିଅଁ ଶୟନ କରିଥିବା ଖଟଶେଯ ଇତ୍ୟାଦିକୁ ‘ଖଟଶେଯ ମେକାପ’ ସେବକ ଶେଯଘରକୁ ନେଇଯା’ନ୍ତି । ଦିଅଁମାନଙ୍କର ଶଯ୍ୟାତ୍ୟାଗ ପରେ ହୁଏ ମଙ୍ଗଳ ଆଳତି । ମଙ୍ଗଳ ଆଳତିରେ ତିନୋଟି ରୂପାଥାଳିରେ କର୍ପୁର,…

~ ପ୍ରାଚୀ ଅଧିତ୍ୟକାରେ ଶିଶିରାବସର: ନିଆଳି ମାଧବ ~ ଲେଖା: ଅମୃତେଶ ଖଟୁଆ ସେଦିନ ପ୍ରଥମାଷ୍ଟମୀ । ମଗୁଶିର ବାର ପାହାନ୍ତି କାଳ ଆଗତ । ଶୀତାଭ ଋତୁର ଶ୍ୟାମାୟିତ ସ୍ପର୍ଶ ତଳେ ଖରାର କୋପ ଅନୁଭବଯୋଗ୍ୟ ମନେ ହୁଏନାହିଁ । ସେ ଯେ କାକର ଭିଜା ହରିତ ପଲ୍ଲବଦୋଳରେ ଆପଣା ବିଚ୍ଛୁରିତ ଶୋଭାକୁ ଲୋଟାଇ…

ଲେଖା: ଦେଵ ତ୍ରିପାଠୀ “ମହୋଦଧି ତଟେ ଦେବୀ ହରଚଣ୍ଡୀ ମହୋତ୍କଟା, ମହାନଦୀ ତଟେ ତଦ୍ଦତ୍ ଚର୍ଚ୍ଚିକା ଚଣ୍ଡରୂପିଣୀ ଭଟ୍ଟାରିକା ମହାମାୟା ମହାପର୍ବତ ବାସିନୀ ମଙ୍ଗଳା ସର୍ବଶୁଭଦା ପ୍ରାଚୀନଦୀ ତଟେସ୍ଥିତା, ଋଷିକୁଲ୍ୟା ତୀରେ ଦେବୀ ତାରିଣୀଂ ଭୟହାରିଣୀ ବାଣନଗ୍ରେ ଭଗବତୀ ଚୋଗ୍ରାଚୈତ୍ର ତଥୈବଂ ଚ ଚନ୍ଦ୍ରଭାଗା ତଟେ ସାକ୍ଷାତ ରାମଚଣ୍ଡୀ ଶୁଭାନାନା ଭାବନ୍ୟଷ୍ଟ ମହାକାଳୀ ରୂପିଣୀ କ୍ଷେତ୍ରପାଳିକା”…

ଲେଖା: ଦେଵ ତ୍ରିପାଠୀ ‘‘ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ’’ ଭକ୍ତ ସାଲବେଗଙ୍କ ଏ ଭଜନ ସହିତ ଅଜସ୍ର ବ୍ୟଥାକ୍ଳିଷ୍ଟ ଓଡ଼ିଆ ପ୍ରାଣର ଅଦମନୀୟ ଉତ୍ସରୂପେ ପ୍ରତ୍ୟହ ସନ୍ଧ୍ୟାଦୀପ ଓ ଆରତୀର ନୈବେଦ୍ୟ ଭିତରେ ଯେଉଁଠି ଓଡ଼ିଶାର ମଉଡ଼ମଣି ମହାବାହୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭକ୍ତିର ଅର୍ଘ୍ୟ ଉଠେ, ସେ ସ୍ଥାନ କିନ୍ତୁ ଉପକୂଳ ଓଡ଼ିଶାର…