Search Results for ବଉଳା ଗାଈ

ବଉଳା ଗାଈ

ସୌରଭିତ ସୃଷ୍ଟି: ବଳରାମ ଦାସ କବି ବାଲ୍ମୀକି ପ୍ରଭୁ ରାମଚନ୍ଦ୍ରଙ୍କର ଜୀବନ କାହାଣୀକୁ ନେଇ ସଂସ୍କୃତରେ ସାତଖଣ୍ଡ ରାମାୟଣ ଲେଖିଲେ। ଏହି ସଂସ୍କୃତ କାହାଣୀକୁ ପଢି ବୁଝି ଜଗନ୍ନାଥ ଦାସଙ୍କ ସାଙ୍ଗ ବଳରାମ ଦାସ ଓଡ଼ିଆମାନଙ୍କ ପାଇଁ ଓଡ଼ିଆ ଭାଷାରେ ଲେଖିଦେଲେ ରାମଚନ୍ଦ୍ରଙ୍କର ଜୀବନ କଥା। ଲେଖୁ ଲେଖୁ କିଛି ନୂଆ କଥା ବି ଖଞ୍ଜିଦେଲେ।ତାହା ହିଁ ତାଙ୍କର ମୌଳିକତା…

କୁମାରୀ ବିବାହ

ଲେଖା: ସୋନାଲି ସୁଚିସ୍ମିତା ପରିଡା ~ କୁମାରୀ ବିବାହ ଓ କୁମାର ପୂର୍ଣ୍ଣିମା ~ ଭାଗବତ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମା ଠାରୁ କୁମାର ପୂର୍ଣ୍ଣିମା ଯାଏଁ କୁମାରୀ ଝିଅ ମାନଙ୍କର ଜହ୍ନି ଓଷା ସହ ଖେଳ ଓ ମଉଜ ଚାଲେ। ଓଡ଼ିଶାର କିଛି ଅଞ୍ଚଳରେ କୁମାରୀ ବିବାହ ପରମ୍ପରା ରହି ଆସିଛି, ଯାହା କେବଳ…

ବାଘ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଓଡ଼ିଶା, ଓଡ଼ିଆ ଓ ବାଘ ~  ପରଜା ଉପନ୍ୟାସରେ ଗୋପୀନାଥ ମହାନ୍ତି ‘ବାଘଡୁମ୍ମା’ ବୋଲି ଏକ ଶବ୍ଦ ଵ୍ୟଵହାର କରି ଲେଖିଛନ୍ତି, ❛❛ଦି ପହରେ ବାଘଡୁମ୍ମା ବୁଲେ । ଯେତେ ଲୋକଙ୍କୁ ବାଘ ଖାଇଥାଏ, ତାଙ୍କରି ପ୍ରେତ ସେ । ପିଲାପରି ଚେହେରା, ମାଈ ଅଣ୍ଡିରା…

ଆମ ଲୋକସାହିତ୍ୟ

ଲେଖା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ ~ “ସାଧୁସନ୍ଥ ଜନଙ୍କର ପରମ କାରଣ ଦୁଷ୍ଟ ଜନଙ୍କର ଗର୍ବର ଗଞ୍ଜନ, ସନ୍ଥ ପ୍ରାଣୀଙ୍କର ଆରତ ତରୁଥିବ ରାମ ରାମ ବାଇଲେ କି ଛାଡିଯିବ ପାପ ଏ ଘଟରୁ ମୁକ୍ତ କର ହେ ପ୍ରଭୁ ରାମ ସଦା ତୁଣ୍ଡେ ନେଉ ଅଛି ତୁମ୍ଭରି ହେ ନାମ ।”…

ଚିଠିପତ୍ର

ଲେଖା: ଅକ୍ଷୟ ଓଝା ଦୂର ସମ୍ପର୍କକୁ ଚିଠି ମାଧ୍ୟମରେ ନିକଟ କରିବାର ମଣିଷ ସମାଜରେ ଚଳି ଆସୁଥିବା ଚଳନୀ ଆଉ ନାହିଁ । ଚିଠି, ଡାକଘର, ପୋଷ୍ଟକାର୍ଡ, ଲଫାପା, ତାର, ଅନ୍ତର୍ଦେଶୀୟ ପତ୍ର, ପୋଷ୍ଟ ପିଅନ ସବୁ ଯେମିତି ଅତୀତର ଗର୍ଭରେ ଲୁପ୍ତ ପାଇ ଗଲାଣି । ସମୟ ଥିଲା ମଣିଷ ଜୀବନର ସବୁଠୁ ଆବଶ୍ୟକ…