Search Results for ପୂର୍ଣ୍ଣଚନ୍ଦ୍ର ଭାଷାକୋଷ

ହୋଲି

~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି । ଏହି ପର୍ବରେ ଅନେକ ପ୍ରକାରର ରଙ୍ଗକୁ ନେଇ ଜାତି, ଧର୍ମ, ସବୁ ଭୁଲି ଆମେ ସମସ୍ତେ ଏହି ପର୍ବକୁ ପାଳନ କରିଥାଉ, ସମସ୍ତ ଶତ୍ରୁତାକୁ ଭୁଲି ଭାଇଚାରର ସମ୍ପର୍କ ଆମେ ସୃଷ୍ଟି କରିଥାଉ…

କାଇ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ କାଇମାଟି, କାଇମାଟିଆ, କାଇପଡ଼ା, କାଇପଦର ଓ ପିଙ୍ଗୁଆ ଗ୍ରାମର ନାମକରଣ ପ୍ରସଙ୍ଗ ~ ଢେଙ୍କାନାଳରୁ କପିଳାସ ଆଡକୁ ଗଲାଵେଳେ ଗୋଟାଏ ସ୍ଥାନ ଆସେ କାଇମାଟି । ଏହି ଅଞ୍ଚଳଟି ଢେଙ୍କାନାଳ କପିଳାସ ସଡ଼କର ପୂର୍ଵ ପଟେ ଅଵସ୍ଥିତ । ଏହି ଅଞ୍ଚଳର ନାମକରଣ ବଡ଼ କୌତୁହଳପ୍ରଦ…

ବଣିଆପଡ଼ାର ଧୀରସାମନ୍ତ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଢେଙ୍କାନାଳର କଥା: ବଣିଆପଡ଼ାର ଧୀରସାମନ୍ତ ~ ଢେଙ୍କାନାଳରେ କରମୂଳ ଅଞ୍ଚଳରେ “ଦା” ଯୁକ୍ତ ଛଅଗୋଟି ଗାଆଁ ରହିଛି । ସେଗୁଡି଼କ ହେଲା, ଏଣଦା, କୁଶିଦା, ବରଦା, ଝାରଦା, ଆଙ୍କୁର୍ଦା ଓ କୋକୀଦା । ଢେଙ୍କାନାଳ ନିଵାସୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କ “ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି”…

ହାଣ୍ଡିଧୁଡୁ଼କା

ଲେଖା: ଶିଶିର ମନୋଜ ସାହୁ ~ ହଜିଯାଉଛି ଆମ ପରମ୍ପରା: ହାଣ୍ଡିଧୁଡୁ଼କା~ ଆମ ଅଞ୍ଚଳରେ ଵିଵାହୋତ୍ସଵ ଅଵସରରେ ହାଣ୍ଡିଧୁଡୁ଼କା ବୋଲି ଏକ ପରମ୍ପରା ପୂର୍ଵେ ଵିଶେଷ ଭାବରେ ପ୍ରଚଳିତ ଥିଲା । ହାଣ୍ଡିଧୁଡୁ଼କା ଵିଵାହ ଚତୁର୍ଥୀ ପରଦିନ କରାଯାଇଥାଏ । ଏହିଦିନ ବରର ଭଉଣୀ ଵା ଭାଉଜ ଗୋଟାଏ ହାଣ୍ଡିରେ ଖପରା ଓ ପାଉଁଶ ରଖି…

ବୁଢ଼

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ  ~ ବୁଢ଼ : ହଜିଯାଇଥିଵା ଏକ ଓଡ଼ିଆ ଶବ୍ଦ ~ ଓଡ଼ିଶାରେ ଲୋକଵାଣୀ ଅଛି, “ବୁଢ଼ ଗାଈ ବ୍ରାହ୍ମଣକୁ ଦାନ !” ବ୍ରାହ୍ମଣଙ୍କୁ ବୁଢୀ଼ଗାଈ ଦାନ ଯେମିତି ନିଷ୍ଫଳ ସେହିପରି କୌଣସି ଆଡ଼ମ୍ବରପୂର୍ଣ୍ଣ କଷ୍ଟସାଧ୍ୟ କାର୍ଯ୍ୟ ନିଷ୍ଫଳ ହେଵା କ୍ଷେତ୍ରରେ ସମ୍ଭଵତଃ ଏହି ଢଗଟି ପ୍ରୟୋଗ କରାଯାଏ…

କ୍ଷୀରିପିଠା

ଲେଖା: ଶିଶିର ମନୋଜ ସାହୁ “କେଵଳ କ୍ଷୀରି ଓ ପିଠା ନୁହେଁ; ଆମ ଲୁପ୍ତ ପରମ୍ପରାର ଅନ୍ୟନାମ କ୍ଷୀରିପିଠା ! କ୍ଷିରୀ ଓ ପିଠା ଏହି ଦୁଇଟି ଖାଦ୍ୟ ଦରଵ ଓଡ଼ିଆ ଜାତିର ଅତି ପ୍ରିୟ । ଏମିତି କେହି ଓଡ଼ିଆ ନଥିଵ ଯିଏ କ୍ଷିରୀ ଆଉ ପିଠା ଖାଇଵାକୁ ଅମଙ୍ଗ କରିଵ । ସେଥିପାଇଁ…

ଦୋଳ

ଲେଖା: ଶିଶିର ସାହୁ ମନୋଜ ~ ଓଡ଼ିଶାରେ ହୋଲିକା ଦହନ, ହୋଲି, ଚାଚେରୀ ଓ ଦୋଳ ପୂର୍ଣ୍ଣିମା ~ ଆଗେ ଓଡ଼ିଶାରେ ହୋଲିକା ଦହନ ନଥିଲା କିନ୍ତୁ ପଶ୍ଚିମ ଭାରତର ହୋଲିକା ଦହନ ଓଡ଼ିଶାରେ ତଥା ଭାରତର ଅନ୍ୟ କେତେକ ରାଜ୍ୟରେ ପ୍ରଚଳନ ହେଵାରୁ ଏହାକୁ ଉପଲକ୍ଷ୍ୟ କରି ଗୋଟିଏ ନ୍ୟାୟ ସୃଷ୍ଟି ହୋଇଛି ତାହା…

ମୃଗତୃଷ୍ଣା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ମୃଗତୃଷ୍ଣା ଶବ୍ଦ ଓ ଓଡ଼ିଆ ଭାଷା~  ମୃଗତୃଷ୍ଣା ଶବ୍ଦଟି ଓଡ଼ିଶାର ଅନେକ ଲୋକେ ଜାଣି ନଥାଇ ପାରନ୍ତି କିନ୍ତୁ ଯେଉଁମାନେ ସାହିତ୍ୟିକ ଵା ସାହିତ୍ୟ ସମ୍ବନ୍ଧରେ ଜ୍ଞାନ ରଖନ୍ତି ସେମାନେ ଏ ଶବ୍ଦକୁ ନିଶ୍ଚିତ ଭାବରେ ଜାଣିଥିବେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ମୃଗତୃଷ୍ଣା ଶବ୍ଦଟି…

କୁଆ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ କୁଆ ଓ ତତ୍ ସମ୍ବନ୍ଧୀୟ ଅନ୍ୟ ଓଡ଼ିଆ ଶବ୍ଦ ~ କାକ ଵା କାଉର ଆଉ ଏକ ଓଡ଼ିଆ ପ୍ରତିଶବ୍ଦ କୁଆ । ପୁଣି ଲକ୍ଷଣାର୍ଥ କୁଆ ପରି ଗୋଳମାଳ ଗଣ୍ଡଗୋଳ ହୋହଲ୍ଲା କରିଵା ଵ୍ୟକ୍ତିକୁ ମଧ୍ୟ କୁଆ କୁହାଯାଏ । ଯେଉଁମାନେ ଅଇଁଠା ଓ ଅମେଧ୍ଯ…

ଦୀପାଵଳି

ଲେଖା: ଶିଶିର ମନୋଜ ସାହୁ ଦୀପାଵଳି ଆସିଲେ ଗୋଟିଏ ପ୍ରଶ୍ନ ବହୁତ ଲୋକ ପଚାରନ୍ତି ଯେ ଦୀପାଵଳିର ଠିକ୍ ବନାନଟି କ’ଣ ! ୧. ଦୀପାବଳୀ ୨. ଦୀପାବଳି ୩. ଦିପାବଳୀ ୪. ଦିପାବଳି ୫. ଦୀପାୱଳୀ ୬. ଦୀପାୱଳି ପ୍ରଥମତଃ ଏଠାରେ ଯେତେ ଶବ୍ଦ ଲେଖା ହୋଇଛି ସେ ସମସ୍ତ ଶତକଡ଼ା ଶହେ ଠିକ୍…