Physical Address
Sai Samarpanam, Satya Vihar, Bhubaneswar

ଲେଖା: ବିଷ୍ଣୁମୋହନ ଅଧିକାରୀ ଗଜପତିଙ୍କ ଗଡ଼ରେ ବୈଷ୍ଣବ ଧର୍ମର ପ୍ରଚାର ପ୍ରସାର ପ୍ରଥମେ ହୁଏ ଶ୍ରୀ ସମ୍ପ୍ରଦାୟ ଦ୍ଵାରା। ଭାରତୀୟ ଚାରି ସମ୍ପ୍ରଦାୟ ହେଲା ଶ୍ରୀ, ବ୍ରହ୍ମ, ସନକ ଓ ରୁଦ୍ର। ମୂଳତଃ ଖେମୁଣ୍ଡି ଅଞ୍ଚଳରେ ବ୍ରହ୍ମ ଓ ଶ୍ରୀ ସମ୍ପ୍ରଦାୟ ଦୁଇଟିର ମଠ ବହୁଳ ଦେଖାଯାଏ। ଏହାର ଆଚାର୍ଯ୍ୟ ହେଲେ ଶ୍ରୀ ରମାନୁଜାଚାର୍ଯ୍ୟ ଓ…

ଉପସ୍ଥାପନା: ଇଂ ବିଷ୍ଣୁ ମୋହନ ଅଧିକାରୀ ନିଗାଡ଼ିଯେ ଏ ଜାତିର ଏ ଦେଶର ଅନ୍ଧ ରନ୍ଧ୍ରକୂପେ ଭରିଦେଲା ଆଲୋକର ଉଛ୍ୱlସ ପ୍ଲାବନ ସ୍ତରେ ସ୍ତରେ ।। ସହଜାତ ମୁକୁଟ ଓହ୍ଲାଇ ମାଥୁ ଯେ ଶିରେ ସାଦରେ ।। ଜନତାର ଶିରସ୍ତ୍ରାଣ ପିନ୍ଧି ଚଳାଇଲା ଜାତି ଚୈତ୍ର ରଥ ବିରଗର୍ଭା ବସୁନ୍ଧରା ଗର୍ଭେ ଆଜି ଏଠି ସେ…

~ ଉଦବୋଧନ ~ ଲେଖା: ଅମୃତେଶ ଖଟୁଆ ସ୍ଵଭାବକବି ଗଙ୍ଗାଧର ମେହେର ନିଜ ମଧ୍ୟରେ ଜଣେ ଐଶୀପ୍ରେରଣାର ସ୍ଵତଃ ନିଃସୃତ ହୋଇଥିବା ଉତ୍ସ ସଦୃଶ ଅନିବାର ଓଡ଼ିଆ ସାହିତ୍ୟର ବିଭୋର ସାଗରରେ ଅବଗାହନ କରି ସେ ସଂଗ୍ରହ କରି ଆମ୍ଭମାନଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି ଅସଂଖ୍ୟ ଚରିତ୍ରମାନଙ୍କ ରୂପରେ ଆମ ଜାତୀୟ ଐଶ୍ଵର୍ଯ୍ୟ । ସର୍ବଦା…

~ ସୋମେଶ୍ୱର ତୀର୍ଥ ଓ ମୁଦ୍ଗଳ ମାଧବ ~ ଲେଖା: ଅମୃତେଶ ଖଟୁଆ କାକଟପୁର-କୋଣାର୍କ ରାସ୍ତାରେ ଗଲା ବେଳକୁ ଦକ୍ଷିଣପୂର୍ବ ଦିଗକୁ ପ୍ରାୟ ଛଅ କିଲୋମିଟର ପରେ ପଡ଼ିବ ବାଜପୁର ଛକ । ମା’ ମଙ୍ଗଳାଙ୍କ ପୀଠରୁ ସଳଖ ପୂର୍ବ ଦିଗ ଅଭିମୁଖେ ଗସ୍ତ କରିଲେ ଆଗକୁ ସବ୍-ରେଜିଷ୍ଟ୍ରି କାର୍ଯ୍ୟାଳୟ ଓ ରାସ୍ତାର ବିପରୀତ ପଟେ…

~ ଶ୍ରୀବତ୍ସ ପଣ୍ଡା ~ ଲେଖା: ଅମୃତେଶ ଖଟୁଆ “ଅଜ୍ଞ ସାଧାରଣ ନିନ୍ଦାକୁ ନ ଡ଼ରି, ପାଆନ୍ତୁ ସଂସ୍କାର କରି ସତ୍ବର, କେହି ମୂଢ଼ମତି କଲେ ହେଁ ଆପତ୍ତି ଅବଶ୍ୟ ସହାୟ ହେବେ ଈଶ୍ୱର।” ସେଦିନ ମହୋଦୟ ଆନ୍ଧ୍ରପ୍ରଦେଶର ସବରେଜିଷ୍ଟ୍ରାର ଥିବାବେଳେ ସେଠି ଜଣେ ଉତ୍କଳୀୟ ବ୍ରାହ୍ମଣ ବାଳବିଧବାର ପୁନର୍ବିବାହ କରାଇଥିଲେ । ଏଥି ସକାଶେ…

~ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ~ ଲେଖା: ଅମୃତେଶ ଖଟୁଆ ଜଣେ ଅଜସ୍ରସ୍ରାବୀ ସଦାଧ୍ୟାୟୀ ପ୍ରାବନ୍ଧିକ ଓ ସାହିତ୍ୟିକ ରୂପେ ତାଙ୍କର ସର୍ଜନଶୀଳତା ଅପରିମିତ। ସ୍ଵାଧୀନୋତ୍ତର ଓଡିଶାରେ ଓଡିଶାର ସଂସ୍କୃତି ଓ ଇତିହାସ ସମେତ ଜଗନ୍ନାଥ ତତ୍ତ୍ଵ, ଜୀବନୀ ସାହିତ୍ୟରେ ସୁପ୍ରଚୁର କୃତୀତ୍ଵ ଛାଡି ଯାଇଥିଲେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ। ଏକାଧାରରେ ସେ ଥିଲେ ଜଣେ…

ଲେଖା: ସୁଦର୍ଶନ ଆଚାର୍ଯ୍ୟ ~ ଗୋପାଳଚନ୍ଦ୍ର ପ୍ରହରାଜ ବ୍ୟକ୍ତି ଓ ବ୍ୟକ୍ତିତ୍ଵ ~ ପାରଳାଖେମୁଣ୍ଡିର ଅଦ୍ଭୁତକର୍ମା ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ରଚନାବଳୀ ସଂଗ୍ରହ ଅବସରରେ ଦିନେ କୌତୂହଳବଶତଃ କଟକ ଫେରିବା ରାସ୍ତାରେ ବାଣପୁରର ସ୍ୱନାମଧନ୍ୟ ସ୍ୱର୍ଗତ ଡାକ୍ତର ରାଧାଚରଣ ପଣ୍ଡାଙ୍କ ଘରେ ଯାଇ ପହଞ୍ଚିଲି । ସେ ଥିଲେ ପଣ୍ଡିତ ନନ୍ଦଶର୍ମାଙ୍କ ପ୍ରିୟ ଛାତ୍ର ।…

ଲେଖା: ଅମ୍ବିକା ପଟ୍ଟନାୟକ ~ କବିସୂର୍ଯ୍ୟ ବଳଦେବ ରଥ ରାୟଗୁରୁ ମହାପାତ୍ର ~ 1. ସରସ ଶ୍ରୀହର୍ଷାଦି ମହାକବି ମାନେ ବିହରିଲେ ମହୋନ୍ନତ କବନ ବିମାନେ, ସେ ବିମାନେ ତେଜି ସେ ବିମାନ ଅନାତପ କଲି ଚନ୍ଦ୍ରକଳା ଗ୍ରନ୍ଥାରମ୍ଭ ସଙ୍କଳପ (ନମ୍ରତା ଓ ଶାଳୀନତାର ପରିଚୟ) 2. ରଞ୍ଜି ନାୟକ ରଙ୍ଗେ ଚୋପଦାର ଖଞ୍ଜିଲେ ହେଲେ…

ଲେଖା: ଦେଵ ତ୍ରିପାଠୀ ~ ଜାତୀୟକବି ବୀରକିଶୋର ଦାସ ~ ୧୯୨୧ ମସିହା । #କଟକ । ଲୋକଙ୍କ ମନରୁ ଲିଭିନି #ଜାଲିଆନାୱାଲାବାଗ ର ଅନିର୍ବଚନୀୟ କରାଳ ଯଜ୍ଞର ଦୃଶ୍ୟ ! କଟକଠାରୁ କେତେ ହଜାର କିଲୋମିଟର ଦୂରର ସେଇ ହୃଦୟଥରା ଦୃଶ୍ୟରେ ଓଡ଼ିଆଙ୍କ ହୃଦୟ ମଧ୍ୟ ହୋଇଥିଲା ବହୁଧା ବିଦୀର୍ଣ୍ଣ ! ସେଭଳି ସନ୍ଧିକ୍ଷଣରେ…

ଲେଖା: ଅମ୍ବିକା ପଟ୍ଟନାୟକ ଅବିସ୍ମରଣୀୟ ବ୍ୟକ୍ତିତ୍ୱ : ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ! “ନାମରେ ପ୍ରୟାସ ନାହିଁ, ଅର୍ଥରେ ପିପାସା ନାହିଁ, ନିନ୍ଦାସ୍ତୁତି ପ୍ରତି ଭୃକ୍ଷେପ ନାହିଁ l ଅନନ୍ୟ ଚିତ୍ତରେ କେବଳ ସାହିତ୍ୟ ନିମନ୍ତେ ସାହିତ୍ୟର ଅନୁଶୀଳନ ନନ୍ଦ ମହାଶୟଙ୍କ ବ୍ରତ l ଏହି କବି ମୂଳଗ୍ରନ୍ଥର ଅନୁବାଦ କରିନାହାନ୍ତି କିମ୍ବା ଅବିକଳାନୁକରଣରେ ମଧ୍ୟ…