Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ “ଜୀବନର ଚଲାପଥ”ରେ ସେ ପଢିଥିଲେ ଅସଂଖ୍ୟ ସାହିତ୍ୟିକଙ୍କୁ, ପରଖିଥିଲେ ସେମାନଙ୍କ କୃତିକୁ, ପରଖି ଦେଖୁ ଦେଖୁ ସେ ବନିଯାଇଥିଲେ ଗବେଷକ, ଓଡ଼ିଆ ଗବେଷଣା ସାହିତ୍ୟ ଜଗତର କିମ୍ୱଦନ୍ତୀ ପୁରୁଷ; “ଜୀବନର ଚଲାପଥ”ରେ ସେ ମଧ୍ୟ ଦିଗ ଦର୍ଶାଇ ଥିଲେ ଅସଂଖ୍ୟ ସାହିତ୍ୟିକଙ୍କୁ, ସେ ଓଡ଼ିଆ ଗବେଷଣା ସାହିତ୍ୟ ଜଗତର ଭୀଷ୍ମ ପିତାମହ…

ଲେଖା: ନିରଞ୍ଜନ ସାହୁ ପାଲା ! ଓଡ଼ିଶାର ନିଜସ୍ଵ ଲୋକସଂସ୍କୃତି ! ସଂସ୍କୃତି ଏକ ବେଗଗାମୀ ସ୍ରୋତସ୍ଵିନୀ । ଏହା ଚିର ପ୍ରବହମାନ । ଉନ୍ନତ ଚିନ୍ତା, ମାର୍ଜିତ ରୁଚି, ଶାଳୀନତା ଯୁକ୍ତ ପରମ୍ପରା – ଏ ସବୁକୁ ନେଇ ପ୍ରକାଶିତ ହୁଏ ସଂସ୍କୃତି । ପର୍ବତ କନ୍ଦରରୁ କଳକଳ ନାଦ କରି ବହି ଆସୁଥିବା…

ଲେଖା: ନିରଞ୍ଜନ ସାହୁ ~ ମାଦଳାପାଞ୍ଜିର ରଚନାକାଳ ~ ବିଭିନ୍ନ ସମାଲୋଚକଗଣ ସେମାନଙ୍କ ସନ୍ଦର୍ଭ ମାନଙ୍କରେ ପ୍ରମାଣିତ କରି ସାରିଛନ୍ତି ଯେ, ମାଦଳାପାଞ୍ଜି ଏକ ପର୍ଯ୍ୟାୟକ୍ରମିକ ରଚନା । ସେଥିପାଇଁ ଓଡ଼ିଶାରେ ପ୍ରଚଳିତ ବିଭିନ୍ନ ଶବ୍ଦମାନଙ୍କର ବ୍ୟବହାର (ସମୟକ୍ରମେ) ଏଥିରେ ଦେଖିବାକୁ ମିଳିଥାଏ । ତେବେ ଏହା ନିଶ୍ଚିତ ଯେ, ଏହା ଏକ ପ୍ରାଚୀନତମ ଗଦ୍ୟ…

ଗବେଷଣା ଓ ଉପସ୍ଥାପନା: ଡ. ସୁରେନ୍ଦ୍ର କୁମାର ମହାରଣା ~ ଆମ ଲୋକସାହିତ୍ୟ ~ (ଭାଗ ୨) ଆମେ ଜାଣୁ ଆମ ଲୋକସାହିତ୍ୟ ଅବା ଲୋକଗୀତର ରଚୟିତା ଜଣେ ନୁହେଁ, ଅଗଣିତ । ପୁଣି ଏହା କୌଣସି ଏକ ନିର୍ଦ୍ଦିଷ୍ଟ ଦଳ ବା ସମ୍ପ୍ରଦାୟର ନୁହେଁ । ଏହା ଅନେକ ଗ୍ରାମ୍ୟ ଅଶିକ୍ଷିତ ଜନତାଙ୍କ ବିଚକ୍ଷଣ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓ ସନ୍ତୋଷ ପଟ୍ଟନାୟକ ଢୁମ୍ପା ସଙ୍ଗୀତ ଗଞ୍ଜାମର ପ୍ରସିଦ୍ଧ ଲୋକକଳା । ଢୁମ୍ପା ସଙ୍ଗୀତର ଇତିହାସ ଜାଣିବାକୁ ହେଲେ ଆମକୁ ଅଷ୍ଟାଦଶ ଶତାବ୍ଦୀକୁ ଯିବା ପାଇଁ ପଡିବ। ଗଞ୍ଜାମର ବଡଖେମୁଣ୍ଡିରେ ୧୭୮୯ ମସିହାରେ ଜନ୍ମଗ୍ରହଣ କରିଥିଲେ ବାଣୀ ବରପୁତ୍ର କବିସୂର୍ଯ୍ଯ ବଳଦେବ ରଥ। ୧୮୪୫ ମସିହାରେ ତାଙ୍କର…