Physical Address
Sai Samarpanam, Satya Vihar, Bhubaneswar

ଉପସ୍ଥାପନା: #ଶ୍ରୀକ୍ଷେତ୍ର_ଇତିହାସ କୁହାଯାଏ ଶ୍ରୀପୁରୁଷୋତ୍ତମର ତୃତୀୟ ପ୍ରାଚୀନ ବରଗଛ ନିକୁମ୍ଭିଲାବଟ। ଏହାର ସ୍ଥିତି ହେଲା ଶ୍ରୀମହେଶ୍ଵର ମହାଦେବଙ୍କ ପୀଠରେ । ପୁରାଣ ପ୍ରସିଦ୍ଧ ଏହି ବଟ, ମହର୍ଷି କଣ୍ଡୁଙ୍କ ସମୟରୁ ରହିଛି । ନିକୁମ୍ଭିଲାବଟ ପୁରୀର ସାହିଯାତ୍ରା ସହ ସମ୍ବନ୍ଧିତ ! ନିକୁମ୍ଭିଲାବଟ ଶ୍ରୀଲଙ୍କାରେ ରହିଛି। ରାବଣ ଯେଉଁଠି ବସି ଦୁର୍ବାର ସାଧନା କରିଥିଲା, ସେହିଠାରେ…

ଲେଖା: ଉତ୍ପଳ ପତି ~ ସପ୍ତବଟ ~ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ହେଉଛନ୍ତି କ୍ଷେତ୍ରର କେନ୍ଦ୍ର ଓ ମୁଖ୍ୟ। ଏହି କ୍ଷେତ୍ରରେ ଆଠଗୋଟି ଶିବମନ୍ଦିର ବା ଅଷ୍ଟଶମ୍ଭୁ, ଦେବୀ ମନ୍ଦିର ବା ଅଷ୍ଟଦେବୀ, ପୁରାଣବର୍ଣିତ ପାଞ୍ଚଗୋଟି ତୀର୍ଥ ବା ପଞ୍ଚତୀର୍ଥ ଓ ସାତଗୋଟି ବଟବୃକ୍ଷ ବା ‘ସପ୍ତବଟ’ ବିଶେଷ ଭାବେ ପୂଜା ପାଇଥାନ୍ତି। ବଟବୃକ୍ଷ ଆମ…