Physical Address
Sai Samarpanam, Satya Vihar, Bhubaneswar

~ ଗଙ୍ଗାମାଧବ ~ ଲେଖା: ଶ୍ରୀକାନ୍ତ ସିଂହ ଗଙ୍ଗାମାଧବ ! କୁରାଙ୍ଗ ଶାସନ ପଞ୍ଚାୟତର ଗଙ୍ଗେଶ୍ୱର ଗ୍ରାମରେ ଥିବା ଭଗବାନ ଶ୍ରୀକୃଷ୍ଣଙ୍କ ଅତୀବ କମନୀୟ ତଥା କାରୁକାର୍ଯ୍ୟପୂର୍ଣ୍ଣ ଖୁବ ସୁନ୍ଦର ପ୍ରତିମାଟିଏ ! ଏହି ପ୍ରତିମାଟିର ସୁକ୍ଷ୍ମ ତଥା ନିଖୁଣ କାରୁକାର୍ଯ୍ୟକୁ ଯେତେ ପ୍ରଶଂସା କଲେ ବି ତାହା କମ ହେବ l ସେ କାଳର…

~ ପ୍ରାଚୀ ଅଧିତ୍ୟକାରେ ଶିଶିରାବସର: ନିଆଳି ମାଧବ ~ ଲେଖା: ଅମୃତେଶ ଖଟୁଆ ସେଦିନ ପ୍ରଥମାଷ୍ଟମୀ । ମଗୁଶିର ବାର ପାହାନ୍ତି କାଳ ଆଗତ । ଶୀତାଭ ଋତୁର ଶ୍ୟାମାୟିତ ସ୍ପର୍ଶ ତଳେ ଖରାର କୋପ ଅନୁଭବଯୋଗ୍ୟ ମନେ ହୁଏନାହିଁ । ସେ ଯେ କାକର ଭିଜା ହରିତ ପଲ୍ଲବଦୋଳରେ ଆପଣା ବିଚ୍ଛୁରିତ ଶୋଭାକୁ ଲୋଟାଇ…

ଲେଖା: ରବୀନ୍ଦ୍ର କୁମାର ରଣା ଓଡ଼ିଶାରେ ବୈଷ୍ଣବ ପରମ୍ପରାର ଇତିହାସ ଅତି ପ୍ରାଚୀନ। ପଦ୍ମ ପୁରାଣ ଓ ଭାଗବତ ବର୍ଣ୍ଣିତ ଭଗବାନ ବିଷ୍ଣୁଙ୍କ ୨୪ ନାମ ମଧ୍ୟରେ ମାଧବ ହେଉଛି ଅନ୍ୟତମ। ଇତିହାସର ତଥ୍ଯ ଅନୁସାରେ ୪ର୍ଥ ଶତାବ୍ଦୀ ଅର୍ଥାତ ଓଡ଼ିଶାରେ ଗୁପ୍ତ ରାଜାମାନଙ୍କ ଶାସନ ସମୟରେ ଓଡ଼ିଶାରେ ବୈଷ୍ଣବ ପରମ୍ପରା ଆରମ୍ଭ ହୋଇଛି। ଗୁପ୍ତରାଜା…

ଲେଖା: ମିହିର ପଟ୍ଟନାୟକ ଶାସ୍ତ୍ରୀୟମତେ ଶ୍ରୀ ଜଗନ୍ନାଥଙ୍କ ପ୍ରଥମ ନାମ ହେଉଛି ପୁରୁଷୋତ୍ତମ, ହେଲେ ସାଧାରଣ ଭାବେ ଯଦି ମହାପ୍ରଭୁଙ୍କ ପ୍ରଥମ ନାମ ସମ୍ପର୍କରେ କାହାକୁ ପଚରାଯାଏ ତେବେ ସେ ନିଶ୍ଚିତ କହିବ ନୀଳମାଧବ, ନ ହେଲେ ମାଧବ । ଏହି ନାଁଟି ହିଁ ଶାବରୀୟ ସଭ୍ୟତା ଓ ଆର୍ଯ୍ୟ ସନାତନୀ ସଭ୍ୟତାର ସମନ୍ୱୟ ସେତୁ।…

ଲେଖା: ରବୀନ୍ଦ୍ର କୁମାର ରଣା ପ୍ରାଚୀନଦୀ ସହିତ ଦୀର୍ଘ ୨୦୦୦ ବର୍ଷରୁ ଅଧିକ ସମୟର ଇତିହାସ ଜଡ଼ିତ। ପ୍ରାଚୀନ କଳିଙ୍ଗ ଐତିହ୍ୟର ମୂକସାକ୍ଷୀ ଏଇ ପ୍ରାଚୀ ଉପତ୍ୟକାରେରେ ରହିଛି ଶହ ଶହ ପ୍ରାଚୀନ କିର୍ତ୍ତିରାଜି। ତେବେ ‘ପ୍ରାଚୀ ମାହାତ୍ମ୍ୟ‘ରେ ପ୍ରାଚୀତଟର ଦ୍ଵାଦଶଶମ୍ଭୁ ପୀଠ ଅତି ପ୍ରାଚୀନ। ପୀଠଗୁଡି଼କୁ ଦେଖିଲେ ଜଣାପଡ଼େ, ପ୍ରାୟ ସମସ୍ତ ମନ୍ଦିର କେତେଥର…

ଲେଖା: ନିରଞ୍ଜନ ସାହୁ “କି ହେଲାରେ, କହିତ ନୁହଇ ଭାରତୀରେ କାଲି ଯା ଦୂରରୁ ଦେଖି, କଳନା କଲା ମୋ ଆଖି, କଳା ଇନ୍ଦ୍ରୀବର ଆରତି ରେ “ କାହ୍ନୁରେ . . ଏ ଗୀତ ସିନା ରାଧିକାଙ୍କ ଉକ୍ତି ଥିଲା ଲଳିତାଙ୍କ ପ୍ରତି କବିସୂର୍ଯ୍ୟଙ୍କ ଲେଖନୀରେ, ହେଲେ ମତେ ଲାଗୁଚି ଏ ଯେମିତି ସଭିଙ୍କ…

ରଚନା: ଅମୃତେଶ ଖଟୁଆ ~ ବସନ୍ତ ~ ବସନ୍ତ ଉପରେ ଏକ ଛାନ୍ଦ, ରଚନା କରିଛନ୍ତି ଯୁବକବି ଅମୃତେଶ ଖଟୁଆ । ପାଠକଙ୍କ ଉଦ୍ଦେଶ୍ୟରେ କବିତାର ଟୀକା ନିମ୍ନରେ ପ୍ରଦାନ କରାଯାଇଛି । ଝଳି ବିତାନେ ଅଇଲା ଛୁରିଅନା ଅନା ନୟନ କିଶଳୟେ କେତକୀକଢି କି ଯମଦାଢ ଭାଙ୍ଗି ଭଙ୍ଗୀ ତୋଳୁଛି ଏକଲୟେ ପାଟଳୀ, ବସନ୍ତ…