Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶ୍ରୀକାନ୍ତ ସିଂହ ~ ନାଗନାଥେଶ୍ୱର ମନ୍ଦିର ~ ଅସୁମାରୀ କିର୍ତ୍ତୀରାଜି ଓ କଳା ଭାସ୍କର୍ଯ୍ୟରେ ସମୃଦ୍ଧ ଆମ ଏ ରାଜ୍ୟ ଓଡ୍ରଦେଶ ଓଡ଼ିଶା l ଉତ୍କୃଷ୍ଟ କଳାର ଦେଶ କଳିଙ୍ଗୋତ୍କଳ l କୋଣାନୁକୋଣରେ ତାର ଅଜସ୍ର ମଠ ଓ ମନ୍ଦିର l ପ୍ରାଗ ଐତିହାସିକ ଯୁଗରେ ପାହାଡ଼ ଖୋଲରେ ଥିବା ଆଦି ମାନବର ଚିତ୍ରଲେଖ,…

ଲେଖା: ରବୀନ୍ଦ୍ର କୁମାର ରଣା ଢ଼େଙ୍କାନାଳ ସହର ଠାରୁ ୨୫ କି.ମି. ଦୂର ବ୍ରାହ୍ମଣୀ ନଦୀ କୂଳରେ ନାଗନା ଗ୍ରାମରେ ଶ୍ରୀ ଶ୍ରୀ ନାଗନଥେଶ୍ଵର ମହାଦେବ ମନ୍ଦିର ଅବସ୍ଥିତ। କେଶରୀ ବଂଶୀୟ ରାଜାମାନଙ୍କ ଦ୍ଵାରା ନିର୍ମିତ ଏହି ପ୍ରାଚୀନ ନାଗନାଥେଶ୍ଵର ମନ୍ଦିର ଅତୀବ ସୁନ୍ଦର ପରିବେଶରେ ଅବସ୍ଥିତ । ବର୍ତ୍ତମାନର ମନ୍ଦିରଟି ଗଙ୍ଗବଂଶୀ ରାଜା ଅନଙ୍ଗଭୀମ…

ଲେଖା: ସତ୍ୟବ୍ରତ ହାତୀ ଆମ ରାଜ୍ୟର ବହୁ ଅଜଣା ଇତିହାସକୁ ଲୋକଲୋଚନକୁ ଆଣିଥିବା ଜଣେ ବ୍ରିଟିଶ ଗବେଷକଙ୍କ ମତରେ ଭାରତର ପଶ୍ଚିମରେ ସୋମନାଥ, ହିମାଳୟ ପର୍ବତରେ କେଦାରନାଥ, ମଗଧଦେଶରେ ବୈଦ୍ୟନାଥ, ଦକ୍ଷିଣରେ ରାବଣର ଲଙ୍କାପୁରୀ ନିକଟରେ ରାମନାଥଙ୍କ ସମୟରେ ଓଡ଼ିଶା ମାଟିରେ ମଧ୍ୟ ପୂଜିତ ଥିଲେ ଶ୍ରୀ ଶ୍ରୀ ନାଗନାଥ ଅବା ନାଗନାଥେଶ୍ୱର ! ସେକାଳରେ…

~ କଳିଙ୍ଗ ସ୍ଥାପତ୍ୟରେ ଶ୍ରୀଗଣେଶ ~ ଲେଖା: ଶ୍ରୀକାନ୍ତ ସିଂହ ‘ଯୋଗେଣ ଯୋଗେଶ୍ଵର ସଦାନନ୍ଦର ତନୟେ, ମନ ଚଇତନ ୟେକତ୍ଵ କଲୁ ଅଜପା ଯୋଗ ଲୟେ । ବିସ୍ତାର ଉଦରେ ଯାହାର ଗ୍ୟାନ ସଚ୍ଚା, ପୃଥୁଳ ଶରୀର ନାଥ ଅଭୟେ କାଳ ବଞ୍ଚା । ଶିଖିପୃଚ୍ଛ ମଉଳି ବତିଶ ଗୁଣେ କଳା, ଭର ହରଷ ନାଥ…

ଗବେଷଣା ଓ ଲେଖା: ଶିଶିର ମନୋଜ ସାହୁ ~ ଢେଙ୍କାନାଳର କଥା – ୧ ~ ଢେଙ୍କାନାଳର “ଢେଙ୍କାନାଳ ସଦର” ବ୍ଲକରେ କେତେକ ପ୍ରାଚୀନ ଗ୍ରାମ ରହିଛି ତନ୍ମଧ୍ୟରୁ ନାଗେନା ଗ୍ରାମ ଅନ୍ୟତମ । ଆଜି ନାଗେନା ନାମଯୁକ୍ତ ଚାରୋଟି ଗ୍ରାମ ଢେଙ୍କାନାଳ ସଦରରେ ଥିଵା ଦେଖାଯାଏ । ଯଥା – ବଡ଼ନାଗେନା, ସାନନାଗେନା, ନାଗେନା ରୟତି…

ସୌରଭିତ ସୃଷ୍ଟି: ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ~ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡିଶା ~ ପ୍ରାଚୀନ ଯୁଗରୁ ଓଡ଼ିଶା ଭୂଖଣ୍ଡ ଓଡ୍ର, ଓଡ୍ରବିଷୟ, ଉଡ୍ର, କଳିଙ୍ଗ, ଉତ୍କଳିଙ୍ଗ, ତୋଷଳ, ଓଡ଼ିଶା ପ୍ରଭୃତି ବହୁ ନାମରେ ପରିଚିତ ଥିଲା। ଉତ୍ତରରେ ପୁଣ୍ୟତୋୟା ଗଙ୍ଗା, ଦକ୍ଷିଣରେ ପାପନାଶିନୀ ଗୋଦାଵରୀ, ପୂର୍ଵରେ ମହାତୀର୍ଥ ମହୋଦଧି ଏବଂ ପଶ୍ଚିମରେ ଗିରିତୀର୍ଥ ଅମରକଣ୍ଟକ…

ଲେଖା: ଶ୍ରୀକାନ୍ତ ସିଂହ ~ ଲତାଦେଇପୁରର ଶ୍ରୀ ଉନ୍ନକୋଟୀଶ୍ୱର ମନ୍ଦିର ~ ଘଞ୍ଚ ଜଙ୍ଗଲ, ନଦୀ, ନାଳ, ଝରଣା ଓ ଅନେକ ଜୈବ ବିବିଧତା, ସବୁଜିମା ପାଇଁ ବିଶେଷ କରି ଗଜରାଜ ହାତୀଙ୍କ ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରସିଦ୍ଧ l ଠିକ୍ ସେହିପରି କପିଳାସର ଶ୍ରୀ ଚନ୍ଦ୍ରଶେଖର ମହାଦେବ, ନାଗେନାର ଶତାବ୍ଦୀ ପୁରାତନ ନାଗନାଥେଶ୍ୱର ମନ୍ଦିର,…