Search Results for ନାଗନାଥେଶ୍ଵର

ନାଗନାଥେଶ୍ଵର ମନ୍ଦିର

ଲେଖା: ରବୀନ୍ଦ୍ର କୁମାର ରଣା ଢ଼େଙ୍କାନାଳ ସହର ଠାରୁ ୨୫ କି.ମି. ଦୂର ବ୍ରାହ୍ମଣୀ ନଦୀ କୂଳରେ ନାଗନା ଗ୍ରାମରେ ଶ୍ରୀ ଶ୍ରୀ ନାଗନଥେଶ୍ଵର ମହାଦେବ ମନ୍ଦିର ଅବସ୍ଥିତ। କେଶରୀ ବଂଶୀୟ ରାଜାମାନଙ୍କ ଦ୍ଵାରା ନିର୍ମିତ ଏହି ପ୍ରାଚୀନ ନାଗନାଥେଶ୍ଵର ମନ୍ଦିର ଅତୀବ ସୁନ୍ଦର ପରିବେଶରେ ଅବସ୍ଥିତ । ବର୍ତ୍ତମାନର ମନ୍ଦିରଟି ଗଙ୍ଗବଂଶୀ ରାଜା ଅନଙ୍ଗଭୀମ…

ଢେଙ୍କାନାଳର କଥା

ଗବେଷଣା ଓ ଲେଖା: ଶିଶିର ମନୋଜ ସାହୁ ~ ଢେଙ୍କାନାଳର କଥା – ୧ ~ ଢେଙ୍କାନାଳର “ଢେଙ୍କାନାଳ ସଦର” ବ୍ଲକରେ କେତେକ ପ୍ରାଚୀନ ଗ୍ରାମ ରହିଛି ତନ୍ମଧ୍ୟରୁ ନାଗେନା ଗ୍ରାମ ଅନ୍ୟତମ । ଆଜି ନାଗେନା ନାମଯୁକ୍ତ ଚାରୋଟି ଗ୍ରାମ ଢେଙ୍କାନାଳ ସଦରରେ ଥିଵା ଦେଖାଯାଏ । ଯଥା – ବଡ଼ନାଗେନା, ସାନନାଗେନା, ନାଗେନା ରୟତି…