Search Results for ଧବଳେଶ୍ଵର

ପାବନକ୍ଷେତ୍ର ଧବଳେଶ୍ଵର ପୀଠ (Dhabaleswar)

ଲେଖା: ବନ୍ଧନ ଦଳାଇ ଶୈବଧର୍ମ ଓ ଶୈବ ସଂସ୍କୃତି ହେଉଛି ଉତ୍କଳ ଭୂଖଣ୍ଡର ଏକ ଆଧ୍ୟାତ୍ମିକ ଧାରା। ଭଗବାନ୍ ଶିବ ହେଉଛନ୍ତି ସତ୍, ଚିତ୍ ଓ ଆନନ୍ଦର ପ୍ରତୀକ ଓ ସକଳ କାର୍ଯ୍ୟର ମଙ୍ଗଳମୟ ଦେବତା । ମହାରୁଦ୍ରଙ୍କ ସର୍ବ ବ୍ୟାପକତା ଓ ମଙ୍ଗଳମୟ ଲୀଳା ସମ୍ପର୍କରେ ସପ୍ତର୍ଷି କୁହନ୍ତି ,’ସେ ଅନନ୍ତ, ଅବ୍ୟକ୍ତ ଓ…

ହଁ ମୁଁ କଟକ କହୁଛି

ଲେଖା: ଈଶ୍ୱର ଗୁରୁ ମୁଁ ଓଡ଼ିଶାର ଗର୍ବ ! ମୋରି ଛାତିରେ ଲେଖାଯାଇଛି ଓଡ଼ିଶାର ଇତିହାସ, ମୁଁ ହିଁ ତିଆରିଛି ଓଡ଼ିଶାର ଭବିଷ୍ୟତ ! ମୋରି ବୁକୁରେ ପାଦ ଥାପି ଓଡ଼ିଆ ପୁଅ ଲଙ୍ଘିବାର ଯୋଜନା କରିଛି ସାତ ସମୁଦ୍ର ତେର ନଈ ! ମୋରି ମାଟିକୁ ମଥାରେ ମାରି ଓଡ଼ିଆ ବୀର ଜିଣିଛି ଗଙ୍ଗାରୁ…

ଶଶୀଭୂଷଣ ରାୟ

ଲେଖା: ନିରଞ୍ଜନ ସାହୁ ୧୯୩୦ ମସିହାର କଥା । କଟକରେ ଆୟୋଜିତ ହୋଇଥାଏ କବିସମ୍ରାଟଙ୍କ ଉପରେ ଏକ ଆଲୋଚନା ଚକ୍ର । ସଂଯୋଜକ ଭଞ୍ଜ ଭଗୀରଥ ବିଛନ୍ଦ ପଟ୍ଟନାୟକ, ଅଧ୍ୟକ୍ଷତା ଉତ୍କଳ ସାହିତ୍ୟର ପ୍ରାତଃ ସ୍ମରଣୀୟ ବାଗ୍ମୀ ଗୋପାଳ ପ୍ରହରାଜ, ଆଲୋଚକ ଭାବେ ଯୋଗ ଦେଇଥାନ୍ତି ବହୁ ପ୍ରାବନ୍ଧିକ, ବକ୍ତା । ବିଦଗ୍ଧ ଶ୍ରୋତା ମଣ୍ଡଳୀରେ…

କେନ୍ଦୁଝର

ଉପସ୍ଥାପନା: ଦେଵ ତ୍ରିପାଠୀ ରତ୍ନଗର୍ଭା କେନ୍ଦୁଝର ଜିଲ୍ଲା ! ଓଡ଼ିଶା ମାଟିରେ ପ୍ରଗତିର ବାଟ ଦେଖାଇଛି ଏଇ ଜିଲ୍ଲା ! ଅସୁମାରୀ ପ୍ରାକୃତିକ ସମ୍ପଦରେ ମଣ୍ଡିତ ଏ ଜିଲ୍ଲା ପରିପୁଷ୍ଟ ଦୁର୍ଲ୍ଲଭ କୀର୍ତ୍ତିରାଜି, ଅପୂର୍ବ ପର୍ଯ୍ୟଟନ ସ୍ଥଳୀ, ଆଦିମ ଜନଜାତି ସଂସ୍କୃତି,  ପାବନକ୍ଷେତ୍ର, ବର୍ଣ୍ଣମୟ ସାଂସ୍କୃତିକ ବିଭବରେ ! ଅନନ୍ୟ କେନ୍ଦୁଝର ଜିଲ୍ଲା ଓଡ଼ିଶା ଆଉ…

ଧବଳେଶ୍ୱର

ଲେଖା: ଦେଵ ତ୍ରିପାଠୀ “ତଟିନୀବଳୟିତ ତରୁକୁଳପୁଲକିତ ବାଳ ମହୀଧରବାସିନ୍, ଜୟ ଜୟ ଶଙ୍କର ସର୍ବଶୁଭଙ୍କର ଭକ୍ତ ବିପତ୍ତିବିନାଶିନ୍ II” (କବିବର ରାଧାନାଥ ରାୟ) ମା’ କଟକଚଣ୍ଡୀ, ଗଡଚଣ୍ଡୀ ପରି ପ୍ରାଚୀନ ଶକ୍ତିପୀଠ ପାଇଁ କଟକ ମହାନଗର ଶକ୍ତିପୀଠ ଭାବେ ଖ୍ୟାତିମାନ ହୋଇଥିଲେ ମଧ୍ୟ ନଗର ମଧ୍ୟରେ ପ୍ରତିଷ୍ଠିତ ଅମରେଶ୍ୱର ମନ୍ଦିର ତଥା ମହାନଗର ସୀମାସଂଲଗ୍ନ ଭାବରେ…

ରାଜ୍ୟର ପ୍ରାଚୀନ ଗଣପତିପୀଠ

ଲେଖା: ଦେଵ ତ୍ରିପାଠୀ ଚଣ୍ଡୀମାତା, ଧବଳେଶ୍ଵର, ସିଦ୍ଧେଶ୍ୱର, ସର୍ପେଶ୍ୱର, ଅମରେଶ୍ୱର, ଗଡ଼ଗଡେଶ୍ୱର ପରି ବହୁବିଦିତ ପ୍ରାଚୀନ ମନ୍ଦିରଗୁଡିକ ପାଇଁ ଖ୍ୟାତିମାନ୍ ମହାନଗର କଟକରେ ମଧ୍ୟ ରହିଛି କେତୋଟି ପ୍ରାଚୀନ ଗଣେଶ ମନ୍ଦିର, ତନ୍ମଧ୍ୟରୁ କେଉଁଟି ମୋଗଲ ଓ ମରହଟ୍ଟା ସମୟର, ତ କେଉଁଟି କଳାମୁଗୁନି ପଥରର, ଆଉ କେଉଁଟି ଶଙ୍ଖମର୍ମର, ପୁଣି କେଉଁଟି ଅତ୍ୟନ୍ତ ବିରଳ…