Search Results for ତୁଳସୀ ଚଉଁରା

ତୁଳସୀ ଚଉଁରା

ଲେଖା: ଡ. ଜୟଶ୍ରୀ ନନ୍ଦ ~ ତୁଳସୀ ଚଉଁରା ~ ଶ୍ରୀତୁଳସୀ ପ୍ରତିଘରେ ପୂଜା ପାଆନ୍ତି। ସୁଖ ଶାନ୍ତି ପ୍ରଦାୟିନୀ । ଓଡିଆ ଘରରେ ପ୍ରତିଦିନ ପ୍ରଥମ ପୂଜା ଆରମ୍ଭ ମାଆ ବୃନ୍ଦାବତୀଙ୍କ ପାଖରେ ହୁଏ । ଶ୍ରୀଜଗନ୍ନାଥଙ୍କର ଅତିପ୍ରିୟ ତୁଳସୀ । ତୁଳସୀ ପତ୍ର ବିନା ମହାପ୍ରଭୁ ଶ୍ରୀଜଗନ୍ନାଥ/ଶ୍ରୀହରି/ଶ୍ରୀବିଷ୍ଣୁଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ…

ତୁଳସୀ ପୂଜା

ଲେଖା: ଡ. ଜୟଶ୍ରୀ ନନ୍ଦ ~ ତୁଳସୀ ପୂଜା ~ ତୁଳସୀ ପୂଜା ପ୍ରତି ଓଡ଼ିଆ ଘରର ପରମ୍ପରା । ସକାଳର ପୂଜା, ତୁଳସୀ ମୂଳେ ଜଳଦାନ, ଦୀପ ଭୋଗ ନୈବେଦ୍ୟ ଅର୍ପଣ ପ୍ରତିଦିନର ଆଦ୍ୟ ପୂଜା ମାଆ ତୁଳସୀଙ୍କ ପାଖରେ ହୁଏ । ତୁଳସୀ ପତ୍ର ନାରାୟଣଙ୍କୁ ଅର୍ପଣ କରାଯାଏ । ଶ୍ରୀଜଗନ୍ନାଥଙ୍କର ଅତି…

ତୁଳସୀ

ଲେଖା: ଡ. ଜୟଶ୍ରୀ ନନ୍ଦ  ~ ତୁଳସୀ~ “କହନ୍ତି ପ୍ରଭୁ ଲକ୍ଷ୍ମୀପତି ଏମନ୍ତ ତିନି ବନସ୍ପତି ଅଏଁଳା ତୁଳସୀ ମାଳତୀ ଏ ତିନି ମୋହ ପ୍ରିୟବତୀ ସେ ବୃନ୍ଦାବତୀ ତିନିଗୁଣେ ତ୍ରିପୁରା ଆଜ୍ଞା ପରିମାଣେ। ବିଶେଷ ତୁଳସୀ ପ୍ରଧାନ ସଂସାରେ ମୋହରି ସମାନ । କହନ୍ତି ପ୍ରଭୁ ନାରାୟଣ ମୋ ଠାରୁ ଶ୍ରେଷ୍ଠ ବୋଲି ଜାଣ।…

ମୁଆଁ

~ ମୁଆଁ ~ ଲେଖା: ଅମୃତେଶ ଖଟୁଆ ଶ୍ରୀକ୍ଷେତ୍ର ପୁରୀରେ ଏକଦା ପହଞ୍ଚିଛନ୍ତି ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର । ନିଜ କର୍ମଭୂମି ନୟାଗଡ଼ରେ ତାଙ୍କ ବିଦ୍‍ବତ୍ତା ଓ ପ୍ରତ୍ୟୁତ୍ପନ୍ନମତିତାର ଯଶ ବିସ୍ତାର ହେଇ ସାରିଥିଲା । ନୟାଗଡ଼ ରାଜା ବିନାୟକ ସିଂହ ମାନଧାତାଙ୍କ ରାଜ ଉଆସରେ ରାଜକବିଙ୍କ ଅଦ୍ୱିତୀୟ ଅଧିକାର ଲାଭ କରିଥିବା ଉତ୍କଳଘଣ୍ଟ ନିଜ…

ଖଇ

ଲେଖା: ଡ. ଜୟଶ୍ରୀ ନନ୍ଦ ~ ଆମ ପାରମ୍ପରିକ ଖାଦ୍ୟ ଖଇ ~ କୋଟି ଓଡ଼ିଆଙ୍କ ମଉଡମଣି ଶ୍ରୀଜଗନ୍ନାଥ ହେଉଛନ୍ତି ଭୋଜନ ପ୍ରିୟ। ଆମ ମହାପ୍ରଭୁ ଯେମିତି ଭୋଜନ ପ୍ରିୟ ଆମେ ଓଡ଼ିଆ ଲୋକମାନେ ସେମିତି ଭୋଜନ ପ୍ରିୟ । ଆମର ସବୁ ପାରମ୍ପରିକ ଖାଦ୍ୟ ସୁଷମ ଓ ସ୍ବାସ୍ଥ୍ୟକର । କେଉଁ ଯୁଗ ଯୁଗରୁ…

ଆମ ଗ୍ରାମୀଣ ସଂସ୍କୃତି

ଲେଖା: ଅକ୍ଷୟ ଓଝା ସେ ସମୟର କଥା । ଘରେ ପୁଅ କିମ୍ବା ଝିଅ ଟିଏ ହେଲେ ଛ’ ଦିନରେ ଷଷ୍ଠୀ ଦେବୀ ପୂଜା ଓ ଏକୋଇଶି ଦିନରେ ସତ୍ୟନାରାୟଣ ପୁଜା କରି ନବାଗତ ସନ୍ତାନର ଜନ୍ମ ମହୋତ୍ସବ ପାଳନ କରାଯାଉ ଥିଲା । ମାମୁଁଘରୁ ଭିନ୍ନ ଭିନ୍ନ ପ୍ରକାର ପୁଜା ଉପକରଣ, ନୂଆ କପଡ଼ା,…

ଖାନନଗର

ଲେଖା: ଓଁ ଅଭିଜ୍ଞାନ ସାହୁ ବାଉନୁ ବଜ଼ାର ତେପନ ଗଳିର ସହର ହେଲା ଏଇ କଟକ । ଆଗରେ କ ପଛରେ କ । ଯିଏ ଏହାର ଭେଦ ପାଇଛି ସେ ବର୍ତ୍ତିଯାଇଛି । ଆଜିବି ବେଶି  ଇଂଲିଶ ଝାଡୁଥିବା ଲୋକଙ୍କୁ ରାସ୍ତାରେ ଦେଖିଲେ ଲୋକେ ଥଟ୍ଟାରେ କହନ୍ତି ସ୍ୱାଧୀନତା ପୂର୍ବରୁ ଏ ଇଂରେଜ କଟକ…

ଯଦୁମଣି ମହାପାତ୍ର

~ ଯଦୁମଣି ମହାପାତ୍ର ~ ଲେଖା: ଅମୃତେଶ ଖଟୁଆ ଉତ୍କଳମାଟିରେ ମହମ୍ମଦ ତକି ଖାଁର ଆକ୍ରମଣ ସମୟରେ ତଦାନୀନ୍ତନ ଗଜପତି ରାମଚନ୍ଦ୍ର ଦେବଙ୍କ ପରିବାର ଓ ଓଡିଶାର ସାର୍ବଭୌମାଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସସମ୍ମାନେ ଆଶ୍ରୟ ଦେଇଥିଲେ ଗଞ୍ଜାମର ଆଠଗଡ଼ ରାଜା । ୧୫୪୦ ମସିହାରେ ମହାରାଜା ପ୍ରତାପରୁଦ୍ରଙ୍କ ନିଧନାନ୍ତେ ତାଙ୍କ ସେନାପତି ବେନୁ କ୍ଷତ୍ରିବର ସିଂହଙ୍କ…

ଭକ୍ତ ଦାସିଆ ପୀଠ

ଲେଖା: ରବୀନ୍ଦ୍ର କୁମାର ରଣା ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ତେଇଶିପୁର ଗ୍ରାମ ଛକରୁ ୪ କି.ମି. ଡାହାଣକୁ ଏକ ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ବାଲିଗାଁର ଭକ୍ତ ଦାସିଆ ପୀଠ । ରାସ୍ତାର ଦୁଇକଡରେ ଧାଡି଼ ଧାଡ଼ି ନଡ଼ିଆଗଛ। ରତ୍ନଚିରା କେନାଲ ବନ୍ଧ ନିକଟରେ ଅବସ୍ଥିତ ଏହି ପୁଣ୍ୟ ଭକ୍ତ ଦାସିଆ ପୀଠ ହେଉଛି…