Physical Address
Sai Samarpanam, Satya Vihar, Bhubaneswar

ଲେଖା: ଡ. ଜୟଶ୍ରୀ ନନ୍ଦ ~ ତୁଳସୀ ପୂଜା ~ ତୁଳସୀ ପୂଜା ପ୍ରତି ଓଡ଼ିଆ ଘରର ପରମ୍ପରା । ସକାଳର ପୂଜା, ତୁଳସୀ ମୂଳେ ଜଳଦାନ, ଦୀପ ଭୋଗ ନୈବେଦ୍ୟ ଅର୍ପଣ ପ୍ରତିଦିନର ଆଦ୍ୟ ପୂଜା ମାଆ ତୁଳସୀଙ୍କ ପାଖରେ ହୁଏ । ତୁଳସୀ ପତ୍ର ନାରାୟଣଙ୍କୁ ଅର୍ପଣ କରାଯାଏ । ଶ୍ରୀଜଗନ୍ନାଥଙ୍କର ଅତି…

ଲେଖା: ଡ. ଜୟଶ୍ରୀ ନନ୍ଦ ~ ତୁଳସୀ~ “କହନ୍ତି ପ୍ରଭୁ ଲକ୍ଷ୍ମୀପତି ଏମନ୍ତ ତିନି ବନସ୍ପତି ଅଏଁଳା ତୁଳସୀ ମାଳତୀ ଏ ତିନି ମୋହ ପ୍ରିୟବତୀ ସେ ବୃନ୍ଦାବତୀ ତିନିଗୁଣେ ତ୍ରିପୁରା ଆଜ୍ଞା ପରିମାଣେ। ବିଶେଷ ତୁଳସୀ ପ୍ରଧାନ ସଂସାରେ ମୋହରି ସମାନ । କହନ୍ତି ପ୍ରଭୁ ନାରାୟଣ ମୋ ଠାରୁ ଶ୍ରେଷ୍ଠ ବୋଲି ଜାଣ।…

ଲେଖା: ଡ. ଜୟଶ୍ରୀ ନନ୍ଦ ~ ତୁଳସୀ ଚଉଁରା ~ ଶ୍ରୀତୁଳସୀ ପ୍ରତିଘରେ ପୂଜା ପାଆନ୍ତି। ସୁଖ ଶାନ୍ତି ପ୍ରଦାୟିନୀ । ଓଡିଆ ଘରରେ ପ୍ରତିଦିନ ପ୍ରଥମ ପୂଜା ଆରମ୍ଭ ମାଆ ବୃନ୍ଦାବତୀଙ୍କ ପାଖରେ ହୁଏ । ଶ୍ରୀଜଗନ୍ନାଥଙ୍କର ଅତିପ୍ରିୟ ତୁଳସୀ । ତୁଳସୀ ପତ୍ର ବିନା ମହାପ୍ରଭୁ ଶ୍ରୀଜଗନ୍ନାଥ/ଶ୍ରୀହରି/ଶ୍ରୀବିଷ୍ଣୁଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ…

~ ତୁଳସୀ ମୁଣ୍ଡା ~ ଲେଖା: ଅମୃତେଶ ଖଟୁଆ ଭାରତବର୍ଷରେ ସାମାଜିକ ବିକାଶର ଧାରାରେ ଓଡ଼ିଆ ମାଟିର ତୁଳସୀ ମୁଣ୍ଡା ! ଆଜିର ସମ୍ଭ୍ରାନ୍ତ ବିଶ୍ଵରେ ସମସ୍ତେ ଯେତେବେଳେ ପ୍ରଗତିଶୀଳତାର ବ୍ୟାଖ୍ୟା କରନ୍ତି, ସେତେବେଳେ ତାଙ୍କ ଚାକ୍ଷୁସ ହୁଏ କେବଳ ଆର୍ଥିକ ମେରୁଦଣ୍ଡର ସିଧାସଳଖ ଚିତ୍ର ତ କେତେବେଳେ ଉଚ୍ଚାଟିତ ନଭଶ୍ଚୁମ୍ଭୀ ଅଟ୍ଟାଳିକାମାନ। ଏଥିରେ ଦେଖନ୍ତି ସେମାନେ…

ଲେଖା: ଶିବାଶିଷ ମହାପାତ୍ର ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଅତିପ୍ରିୟ ତୁଳସୀ । ଆଜିର ଦିନରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ନିକଟସ୍ଥ ବଣଜଙ୍ଗଲ ଘେରା ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ କାଇଁଶିରେ ଭାରତ ସ୍ବାଧୀନ ହେବାର ଗୋଟିଏ ମାସ ପୁର୍ବରୁ ଜନ୍ମ ଗ୍ରହଣ କରିଥିଲେ ସେହି ତୁଳସୀ, ଯାହାଙ୍କୁ ସମସ୍ତେ ଜାଣନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା…

ଲେଖା: ଶିବାଶିଷ ମହାପାତ୍ର ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଅତିପ୍ରିୟ ତୁଳସୀ । ଆଜିର ଦିନରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ନିକଟସ୍ଥ ବଣଜଙ୍ଗଲ ଘେରା ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ କାଇଁଶିରେ ଭାରତ ସ୍ବାଧୀନ ହେବାର ଗୋଟିଏ ମାସ ପୁର୍ବରୁ ଜନ୍ମ ଗ୍ରହଣ କରିଥିଲେ ସେହି ତୁଳସୀ, ଯାହାଙ୍କୁ ସମସ୍ତେ ଜାଣନ୍ତି ତୁଳସୀ ମୁଣ୍ଡା ବା…

~ ବୃନ୍ଦାବତୀ ~ ଲେଖା: ଡ. ଜୟଶ୍ରୀ ନନ୍ଦ ହିନ୍ଦୁ ପୁରାଣରେ ବୃନ୍ଦାବତୀ ବା ତୁଳସୀଙ୍କୁ ଦେବୀ ମାନ୍ୟତା ଦିଆଯାଇଛି। ବେଳେବେଳେ ତାଙ୍କୁ ବିଷ୍ଣୁଙ୍କ ପତ୍ନୀ ଆଖ୍ୟା ଦିଆଯାଇଥିବାରୁ ତାଙ୍କୁ ବିଷ୍ଣୁପ୍ରିୟା ବା ବିଷ୍ଣୁଙ୍କ ପ୍ରେୟସୀ ବୋଲି ମଧ୍ୟ କୁହାଯାଏ। ହିନ୍ଦୁ ପୁରାଣ ଅନୁସାରେ ତୁଳସୀ ବୃକ୍ଷ ପୂର୍ବ ସମୟରେ ବୃନ୍ଦାବତୀ ବା ବୃନ୍ଦା (ତୁଳସୀର…

~ ରଘୁନାଥ ମଠ ~ ଲେଖା: ଶ୍ରୀକାନ୍ତ ସିଂହ ମହା ଐତିହ୍ୟକ୍ଷେତ୍ର କଟକ ସହରରେ ଯେଉଁ କେତୋଟି ପ୍ରାଚୀନ ମଠ ରହିଛି ତନ୍ମଧ୍ୟରେ ତୁଳସୀପୁର ମଠସାହିରେ ଥିବା ‘ରଘୁନାଥ ମଠ’ ହେଉଛି ଅନ୍ୟତମ। ଏହି ମଠର ଅବସ୍ଥିତିକୁ ନେଇ ସାହିର ନାମ ମଠସାହି ଏବଂ ସନ୍ଥ ତୁଳସୀଦାସଙ୍କ ଦ୍ୱାରା ମଠଟି ପ୍ରତିଷ୍ଠା ହୋଇ ଥିବାରୁ ଏହି…

~ ମୁଆଁ ~ ଲେଖା: ଅମୃତେଶ ଖଟୁଆ ଶ୍ରୀକ୍ଷେତ୍ର ପୁରୀରେ ଏକଦା ପହଞ୍ଚିଛନ୍ତି ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର । ନିଜ କର୍ମଭୂମି ନୟାଗଡ଼ରେ ତାଙ୍କ ବିଦ୍ବତ୍ତା ଓ ପ୍ରତ୍ୟୁତ୍ପନ୍ନମତିତାର ଯଶ ବିସ୍ତାର ହେଇ ସାରିଥିଲା । ନୟାଗଡ଼ ରାଜା ବିନାୟକ ସିଂହ ମାନଧାତାଙ୍କ ରାଜ ଉଆସରେ ରାଜକବିଙ୍କ ଅଦ୍ୱିତୀୟ ଅଧିକାର ଲାଭ କରିଥିବା ଉତ୍କଳଘଣ୍ଟ ନିଜ…

ବାଇମୁଣ୍ଡି ଲେଖା: ନିରଞ୍ଜନ ସାହୁ ସୋମବଂଶୀ ରାଜା ଜନ୍ମେଜୟ ଚୌଦ୍ଵାର ପର୍ଯ୍ୟନ୍ତ ଅଧିକାର ପୂର୍ବକ ଆଗ୍ରାହାଟ ଠାରେ ଯଜ୍ଞାନୁଷ୍ଠାନ କରିଥିଲେ। ତାଙ୍କ ପରେ ପ୍ରଥମ ଯଯାତି ଓ ଧର୍ମରଥ ମଧ୍ୟ ଏହି ଅଞ୍ଚଳରେ ଶାସନ କରିଥିଲେ। ଚୌଦ୍ଵାରରେ ସୋମବଂଶୀମାନେ ଚାରିଗୋଟି ଦ୍ଵାର ବିଶିଷ୍ଟ ରାଜଧାନୀ ସ୍ଥାପନ କରିଥିବାରୁ ଏହି ସ୍ଥାନର ନାମ ଚୌଦ୍ଵାର ହୋଇଥିଲା। ସୂଚନାଯୋଗ୍ୟ…