Search Results for ତାରାତାରିଣୀ

ତାରାତାରିଣୀ

ଉପସ୍ଥାପନା: ଶିଶିର ସାହୁ ମନୋଜ ଅତି ପୁରାକାଳରେ ପୂର୍ବଖଣ୍ଡ ରାଜ୍ୟରେ ମାଣିକେଶ୍ଵର ବୋଲି ଜଣେ ରାଜା ଥିଲେ । ପ୍ରତିଦିନ ଏକ ମାଳାକାର ତାଙ୍କୁ ପୁଷ୍ପମାଳା ପ୍ରଦାନ କରୁଥିଲେ । ଦିନେ ଉକ୍ତ ମାଳାକାର ପ୍ରତ୍ୟୁଷରୁ ଋଷିକୂଲ୍ୟା ନଦୀକୁ ଯାଇ ସ୍ନାନ କରିବା ନିମନ୍ତେ ନଦୀଜଳ ଆଲୋଡନ କରିବା ସମୟରେ ତାରା ଓ ତାରିଣୀ ଦୁଇଗୋଟି…

ତାରାତାରିଣୀ

ଲେଖା: ଜଗନ୍ନାଥ ଦୋରା ଐତିହ୍ୟ, କଳା, ସଂସ୍କୃତି ଓ ଧର୍ମସ୍ଥଳୀରେ ଭରା ଗରିମାମୟ ଗଞ୍ଜାମ ଜିଲ୍ଲାର ଅନନ୍ୟ ଏକ ଶକ୍ତିପୀଠ ହେଉଛି “ମା’ ତାରାତାରିଣୀ ମନ୍ଦିର” l ଏହି ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଠାରୁ ମାତ୍ର ୭ କିଲୋମିଟର ଏବଂ ଗଞ୍ଜାମର ପେଣ୍ଠସ୍ଥଳୀ ବ୍ରହ୍ମପୁର ସହର ଠାରୁ ୩୦ କିଲୋମିଟର ଦୂରରେ…

ତାରାତାରିଣୀ ପୀଠ

ଲେଖା: ଦେଵ ତ୍ରିପାଠୀ ପ୍ରାକୃତିକ ଶୋଭାସମ୍ପଦରେ ପରିପୂର୍ଣ୍ଣ, ସାଂସ୍କୃତିକ ବିଭବରେ ବିମଣ୍ଡିତ ତଥା କଳାସଙ୍ଗୀତ, ସାହିତ୍ୟ, କାରୁକାର୍ଯ୍ୟ ଓ ଧାର୍ମିକ ଚେତନାରେ ଋଦ୍ଧିମନ୍ତ ଆମରି ଗଞ୍ଜାମ ଜିଲ୍ଲା । ଜିଲ୍ଲାର ଗ୍ରାମେ ଗ୍ରାମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଥିଲେ ମଧ୍ୟ ଶୈବ ଓ ଶାକ୍ତମାନେ ଗାଁ ଠାକୁରାଣୀ କିମ୍ବା ଗ୍ରାମଦେବତୀଙ୍କୁ ଆରାଧନା କରିବା ଦେଖାଯାଇଥାଏ ।…

ମୁଆଁ

~ ମୁଆଁ ~ ଲେଖା: ଅମୃତେଶ ଖଟୁଆ ଶ୍ରୀକ୍ଷେତ୍ର ପୁରୀରେ ଏକଦା ପହଞ୍ଚିଛନ୍ତି ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର । ନିଜ କର୍ମଭୂମି ନୟାଗଡ଼ରେ ତାଙ୍କ ବିଦ୍‍ବତ୍ତା ଓ ପ୍ରତ୍ୟୁତ୍ପନ୍ନମତିତାର ଯଶ ବିସ୍ତାର ହେଇ ସାରିଥିଲା । ନୟାଗଡ଼ ରାଜା ବିନାୟକ ସିଂହ ମାନଧାତାଙ୍କ ରାଜ ଉଆସରେ ରାଜକବିଙ୍କ ଅଦ୍ୱିତୀୟ ଅଧିକାର ଲାଭ କରିଥିବା ଉତ୍କଳଘଣ୍ଟ ନିଜ…

ଘୁଡ଼ୁକି

ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର ଲୋକେ ପୂର୍ବେ ଏକ ବାଦ୍ୟଯନ୍ତ୍ରକୁ ବ୍ୟବହାର କରି, ଗୀତ ଗାଇ ଗାଇ, ଗାଁ ଗାଁ ବୁଲି ବୁଲି ଭିକ୍ଷା କରୁଥିଲେ । ଏହି ଘୁଡ଼ୁକି ବଜାଇଲେ ଘୁ.ଡୁ. . . ଘୁଡୁ ଶବ୍ଦ ସୃଷ୍ଟି…

ରାଜଗିରି

ଲେଖା: ଶ୍ରୀକାନ୍ତ ସିଂହ ~ ରାଜଗିରି ଜଳପ୍ରପାତ ~ ଅପରୂପା ପ୍ରକୃତି କୋଳରେ କିଛି ସମୟ ଅତିବାହିତ କଲେ, ମଣିଷକୁ ଯେଉଁ ସୁଖ, ଶାନ୍ତି ଓ ଖୁସି ମିଳେ ତାହା ଅବର୍ଣ୍ଣନୀୟ, ଅକଳ୍ପନୀୟ l ଆଉ ସେଇସବୁ ସୁଖ ଚୀରଦିନ ପାଇଁ ହୋଇ ଉଠେ ସ୍ମରଣୀୟ l ଯାତ୍ରାକାଳୀନ ସ୍ୱଳ୍ପ ଅବଧିର ସୁଖଦ ମୁହୂର୍ତ୍ତସବୁ ଆମ…

ମା’ ମଙ୍ଗଳା

ଲେଖା: ଦେଵ ତ୍ରିପାଠୀ “ମହୋଦଧି ତଟେ ଦେବୀ ହରଚଣ୍ଡୀ ମହୋତ୍କଟା, ମହାନଦୀ ତଟେ ତଦ୍ଦତ୍ ଚର୍ଚ୍ଚିକା ଚଣ୍ଡରୂପିଣୀ ଭଟ୍ଟାରିକା ମହାମାୟା ମହାପର୍ବତ ବାସିନୀ ମଙ୍ଗଳା ସର୍ବଶୁଭଦା ପ୍ରାଚୀନଦୀ ତଟେସ୍ଥିତା, ଋଷିକୁଲ୍ୟା ତୀରେ ଦେବୀ ତାରିଣୀଂ ଭୟହାରିଣୀ ବାଣନଗ୍ରେ ଭଗବତୀ ଚୋଗ୍ରାଚୈତ୍ର ତଥୈବଂ ଚ ଚନ୍ଦ୍ରଭାଗା ତଟେ ସାକ୍ଷାତ ରାମଚଣ୍ଡୀ ଶୁଭାନାନା ଭାବନ୍ୟଷ୍ଟ ମହାକାଳୀ ରୂପିଣୀ କ୍ଷେତ୍ରପାଳିକା”…

ଧନୁମୁଆଁ

ଲେଖା: ଦେଵ ତ୍ରିପାଠୀ ପୌଷର ଆକାଶ ଥାଏ ମେଘଶୂନ୍ୟ । ହସଖୁସିରେ ପୁଲକିତ ଚଷାଭାଇର ଧାନ ଅମଳ ଚାଲିଥାଏ । ମେରୀପୂଜା ସମ୍ପାଦିତ ହୁଏ । ଏହି ମହାର୍ଘ ବେଳାରେ ଆସେ ଧନୁସଙ୍କ୍ରାନ୍ତି, ଆଉ ଏହି ପର୍ବର ପୂର୍ବରୁ ଦକ୍ଷିଣ ଓଡ଼ିଶାରେ ମେଲିଯାଏ ଧନୁମୁଆଁର ପସରା । ଅନ୍ୟ ସବୁ ମିଷ୍ଟାନ୍ନ ବିକ୍ରି ଫିକା ପଡିଯାଏ…