Physical Address
Sai Samarpanam, Satya Vihar, Bhubaneswar

ଲେଖା: ଅମ୍ବରୀଶ ମଙ୍ଗରାଜ ~ ସ୍ମୃତିରେ ତଅପୋଇ ~ ସେଦିନ ରବିବାର ଛୁଟି, ତେଣୁ ଜାଣିଶୁଣି ଭାଇ ଓ ମୁଁ ଖଟରେ ପଡି ରହିଥିଲୁ ହେଲେ ବୋଉ ପାଟିକରି ଉଠେଇବାକୁ ଲାଗିଲା – ବାଡ଼ିରେ ଆଉ ଗୋଟେ ଫୁଲ ନାହିଁ ଘର ଦିଅଁ ପୂଜା ହେବେ କେମିତି ?? ତମେ ଦିଟା ବିଲ ବିକି…

~ ଶରତ ~ ସୌରଭିତ ସୃଷ୍ଟି : ପଲ୍ଲୀକବି ନନ୍ଦକିଶୋର ବଳ ଭାଦ୍ରବ ମାସର ପ୍ରଥମ ରବିବାର । ପୂରି ଉଠିଥିଲା ପୁରପଲ୍ଲୀର ପୁଲକିତ ପାଟ ଅଗଣା । ସକାଳ ସିନ୍ଦୂରା ନ ଫାଟୁଣୁ ଆକାଶରେ ପବନ ପହୁଡା ତାଳଗଛ ଟପି ଦିଶିଥିଲା ଭସା ମେଘ । ଝିପିଝିପି ଅଗଣନ ଟୋପାରେ ତିନ୍ତିଥିବା ନିଶବ୍ଦ ପୃଥିବୀରେ…

ଲେଖା: ଅମ୍ବିକା ପଟ୍ଟନାୟକ ~ ବଉଳ: ବିଲୁପ୍ତି ପଥେ ବନ୍ଧୁତ୍ୱର ଅନନ୍ୟ ପରମ୍ପରା ~ “ଆ ବଉଳ ବୋହୁବୋହୁକା ଖେଳ ଖେଳିବା ମିଛି ମିଛିକା ବାଡ଼ୁଅ ସୁତା ସଜ କରିବା l *** *** *** *** *** ତୋ କୁଲେଇ ମୋ କୁଲେଇ ପେଡ଼ିରେ ସାଇତି ଦେବା…

ଲେଖା: ଦେଵ ତ୍ରିପାଠୀ ୧୮୬୬ ମସିହା । କଟକ । ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ କାଳ । ଓଡ଼ିଆ ଲୋକଙ୍କ ପାଇଁ ବଙ୍ଗଦେଶ କିମ୍ବା ଅନ୍ୟାନ୍ୟ ଅଞ୍ଚଳରୁ ଆବଶ୍ୟକୀୟ ପଦାର୍ଥ ଆଣିବା କିମ୍ବା ପଠାଇବା ପାଇଁ ନିର୍ଭର କରିବାକୁ ପଡ଼ୁଥିଲା ଜଳପଥ ଉପରେ । ଓଡ଼ିଶାରେ ଏକ ଅନୁକୂଳ ସାମୁଦ୍ରିକ ବନ୍ଦରର ଆବଶ୍ୟକତା ଅନୁଭବ କରି…

ଲେଖା: ଶିଶିର ସାହୁ ମନୋଜ ପୁତ୍ର ଶବ୍ଦ ସହ ଓଡ଼ିଆ ପୁଅ ଓ ପୋ ଶବ୍ଦ ସମଦ୍ଧୃତ । ସାଧାରଣତଃ ଓଡ଼ିଶାର ପଶ୍ଚିମାଞ୍ଚଳରେ ପୋ ଶବ୍ଦଟି ପୁଅ ଅର୍ଥରେ ଵ୍ଯଵହୃତ ହୋଇଥାଏ, କିନ୍ତୁ ଆଜିକାଲି ବେଟା ଶବ୍ଦ ସ୍ଥାନୀୟ ଲୋକ ବହୁତ ଵ୍ଯଵହାର କଲେଣି । ପୋ ଶବ୍ଦକୁ ନେଇ ଅନେକ ସମ୍ଵଲପୁରୀ ପ୍ରଵଚନ ରହିଛି…

ଲେଖା: ଦେବ ତ୍ରିପାଠୀ “ଘୃଣା, ବିଦ୍ୱେଷ, ଈର୍ଷା ଦେଇ ମୋତେ ସେଇ ଋଣ ପରିଶୋଧ କରିବାକୁ ପଡିଲା ଇନିସପେକ୍ଟର . . !” ବହୁଚର୍ଚ୍ଚିତ ଅଶାନ୍ତଗ୍ରହ ନାଟକର ନାୟକ ପିତୃପରିଚୟ ହୀନ ହେମନ୍ତ ଏପରି ଛାତିଥରା ସଂଳାପ ଅବା ‘ତିମିରତୀର୍ଥ’ରେ କୁମାର ସାହେଵ, ‘ଜନନୀ’ରେ ପାଗଳା ସୁବାସର ପାଗଳାମି ଅବା ‘ଡ଼ାକବଙ୍ଗଳା’ର ବିବେକ ଚରିତ୍ରର ହୃଦୟଛୁଆଁ…

ଲେଖା: ଦେଵ ତ୍ରିପାଠୀ ପ୍ରଥମ ଜମ୍ବୁଦ୍ଵୀପେ ସାର, ବେଢିଛି ଲବଣ ସାଗର । ତହିଁରେ ରାଜା ତାଳଧ୍ୱଜ, ବହୁତ ଆୟତନ ରାଜ୍ୟ । ବହୁତ ସାଧବ ଅଛନ୍ତି, ବୋଇତ ବାଣିଜ୍ୟ କରନ୍ତି । ତହିଁରେ ଏକ ସାଧବର, ତନୟବନ୍ତ ନାମ ତା’ର । ଝିଅର ନାମ ତଅପୋଇ, ସବୁହୁଁ ଦୁଲଣା ଅଟଇ । ୰ ଗୋପୀନାଥ…