Search Results for ଢଗଢ଼ମାଳି

ଆମ ଲୋକସାହିତ୍ୟ

ଲେଖା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ ~ ‘‘ହାତ ଚାଖଣ୍ଡେ ଖୋଳିବ ଗାତ, ପତର ଖଣ୍ଡିକେ ନ ଦେବ ହାତ, ଚାଖଣ୍ଡେ ମାପି ଭାଙ୍ଗିବ ଭଣ୍ଡା, ତେବେ ସେ ଦେଖିବ କଦଳୀ ପେଣ୍ଡା ।” ଏମିତି ଆମ ଗାଁ ଗହଳିରେ କେତେ ବଚନ ଶୁଣୁ ! କଦଳୀ ଚାଷକୁ ନେଇ ଇଏ ଆମ #ଲୋକଗୀତ…

ଆମ ଲୋକସାହିତ୍ୟ

ଲେଖା: ଶୁଭରଞ୍ଜନ ପୃଷ୍ଟି ~ ଆମ ଲୋକସାହିତ୍ୟ ~ (ଭାଗ ୩) “ନଣନ୍ଦ ଗୋରୀ, ଚଉ ପାହାରୀ ବସିଥାଏ ପାଆ ଭାଗେ, ଟିକିନିଖି କରି ଫୋଡ଼ି ଦେଉଥାଏ ଭାଇ ଘଇତାର ଆଗେ !” ଇସ ! କି ଅବାଗିଆ କଥାଗୁଡ଼ା ! ! ସାଧାରଣତଃ ଏଇଭଳି ଘୃଣାଭରା ମନ୍ତବ୍ୟ ମିଳେ ଆମ ଶିକ୍ଷିତ ଓଡ଼ିଆଙ୍କ ଠାରୁ…

ଆମ ଲୋକସାହିତ୍ୟ

ଗବେଷଣା ଓ ଉପସ୍ଥାପନା: ଡ. ସୁରେନ୍ଦ୍ର କୁମାର ମହାରଣା ~ ଆମ ଲୋକସାହିତ୍ୟ ~ (ଭାଗ ୨) ଆମେ ଜାଣୁ ଆମ ଲୋକସାହିତ୍ୟ ଅବା ଲୋକଗୀତର ରଚୟିତା ଜଣେ ନୁହେଁ, ଅଗଣିତ । ପୁଣି ଏହା କୌଣସି ଏକ ନିର୍ଦ୍ଦିଷ୍ଟ ଦଳ ବା ସମ୍ପ୍ରଦାୟର ନୁହେଁ । ଏହା ଅନେକ ଗ୍ରାମ୍ୟ ଅଶିକ୍ଷିତ ଜନତାଙ୍କ ବିଚକ୍ଷଣ…

ଆମ ଲୋକସାହିତ୍ୟ

ଗବେଷଣା ଓ ଲେଖା: ଡ. ସୁରେନ୍ଦ୍ର କୁମାର ମହାରଣା ~ ଆମ ଲୋକସାହିତ୍ୟ ~ ଓଡ଼ିଆ ଭାଷାରେ ବିଧିବଦ୍ଧ ସାହିତ୍ୟ ଲିଖିତ ହେବାର ବହୁପୂର୍ବରୁ #ଢଗଢ଼ମାଳି, ନୀତିବଚନ, #କାନ୍ଦଣା, #କୃଷକଗୀତ, #ଦୋଳିଗୀତି, ନାନା ପ୍ରକାର #ଲୋକକାହାଣୀ ଇତ୍ୟାଦି ଲୋକମୁଖରେ ପ୍ରଚଳିତ ହୋଇ ଆସୁଥିବାରୁ ଏସବୁକୁ ମୌଖିକ ସାହିତ୍ୟ, କଥିତ ସାହିତ୍ୟ ବା #ଲୋକସାହିତ୍ୟ ଭାବରେ ଗ୍ରହଣ…

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ: ଏକ ଦୃଷ୍ଟିପାତ (ଭାଗ ୬)

ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ତତ୍କାଳୀନ ଓଡ଼ିଶାରେ ଏକ ଚହଳ ସୃଷ୍ଟି କରିଥିଲା। ଅପୂର୍ବ ଆଧ୍ୟାତ୍ମିକ ଜାଗରଣ ଓ ନବୀନ ଉନ୍ମାଦନାର ସୂତ୍ରପାତ କରିଥିଲା ଏଇ ଓଡ଼ିଆ ଭାଗବତ। ଦୁର୍ବୋଧ୍ୟ ସଂସ୍କୃତ ଭାଗବତ ପରିବର୍ତ୍ତେ ସାଧାରଣ ଜନସମାଜ ଏହାକୁ ସହଜରେ ଆଦରି ନେଇଥିଲା। ଓଡ଼ିଶାର ପୁରପଲ୍ଲୀରେ ପ୍ରତିଷ୍ଠିତ ହୋଇଥିଲା ଭାଗବତ ଟୁଙ୍ଗୀ . .