Search Results for ଝୁଲଣଯାତ୍ରା

ଝୁଲଣଯାତ୍ରା (Jhulana Jatra)

ଲେଖା: ବନ୍ଧନ ଦଳାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣ ରୂପରେ ସମ୍ବୋଧିତ। ଶ୍ରୀଚୈତନ୍ୟଙ୍କ ଦୃଷ୍ଟିରେ ମହାପ୍ରଭୁ ହେଉଛନ୍ତି ଶ୍ରୀରାଧା ଶ୍ରୀକୃଷ୍ଣଙ୍କର ମିଳିତ ବିଗ୍ରହ ପ୍ରେମ ପୁରୁଷ ଶ୍ରୀକୃଷ୍ଣ ଏବଂ ପ୍ରକୃତି ସ୍ୱରୁପା ଶ୍ରୀରାଧାଙ୍କର ନିତ୍ୟରାସକାଳୀନ ଯୁଗନଦ୍ଧ ରୂପ ହିଁ ରତ୍ନ ସିଂହାସନାରୂଢ ଶ୍ରୀଜଗନ୍ନାଥ। ‘ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ଘେନି ସିଂହାସନ ପରେ, ବିଜୟ କରିଅଛନ୍ତି ଚତୁର୍ଦ୍ଧା…

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ ଅସୁର ରାଜା ବାଣଶୂରର ରାଜ୍ୟ ଥିଲା ବାଣପୁର, ଯାହାର ଐତିହାସିକ ନାମ ଥିଲା ବଙ୍କାଡ଼ଗଡ଼। ବ୍ରଜବନ୍ଧୁ ଦାଶଙ୍କ ବାଣପୁର ଇତିହାସ ଏବଂ ଡାକ୍ତର ଦିବ୍ୟସିଂହ ମିଶ୍ରଙ୍କ ବାଣପୁର ଇତିକଥା ପୁସ୍ତକର ତଥ୍ୟ ଓ ଓଡିଶା…

ଝୁଲଣ ଯାତ୍ରା

~ ଝୁଲଣ ଯାତ୍ରା ~ ଉପସ୍ଥାପକ: ଦୁର୍ଗାମାଧବ ମହାନ୍ତି ଚଳିତ ବର୍ଷ ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଝୁଲଣ ଯାତ୍ରା ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ଭାଦ୍ରବ କୃଷ୍ଣ ପ୍ରତିପଦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଅଛି। “ଆଷାଢେ ଗୁଣ୍ଡିଚା ଯାତ୍ରା ଶ୍ରାବଣେ କୁଞ୍ଜମନ୍ଦିରମ୍।” ତ୍ରୟୋଦଶ ଯାତ୍ରା ମଧ୍ୟରେ ଝୁଲଣ ଯାତ୍ରା ଅନ୍ତର୍ଭୁକ୍ତ ନ ହେଲେ ମଧ୍ୟ ଉପଯାତ୍ରାମାନଙ୍କ…

ମା’ ମଙ୍ଗଳା

ଲେଖା: ଦେଵ ତ୍ରିପାଠୀ “ମହୋଦଧି ତଟେ ଦେବୀ ହରଚଣ୍ଡୀ ମହୋତ୍କଟା, ମହାନଦୀ ତଟେ ତଦ୍ଦତ୍ ଚର୍ଚ୍ଚିକା ଚଣ୍ଡରୂପିଣୀ ଭଟ୍ଟାରିକା ମହାମାୟା ମହାପର୍ବତ ବାସିନୀ ମଙ୍ଗଳା ସର୍ବଶୁଭଦା ପ୍ରାଚୀନଦୀ ତଟେସ୍ଥିତା, ଋଷିକୁଲ୍ୟା ତୀରେ ଦେବୀ ତାରିଣୀଂ ଭୟହାରିଣୀ ବାଣନଗ୍ରେ ଭଗବତୀ ଚୋଗ୍ରାଚୈତ୍ର ତଥୈବଂ ଚ ଚନ୍ଦ୍ରଭାଗା ତଟେ ସାକ୍ଷାତ ରାମଚଣ୍ଡୀ ଶୁଭାନାନା ଭାବନ୍ୟଷ୍ଟ ମହାକାଳୀ ରୂପିଣୀ କ୍ଷେତ୍ରପାଳିକା”…

ଶ୍ରାଵଣମାସର ପର୍ଵପର୍ଵାଣୀ

ଆଲେଖ୍ୟ: ଶିଶିର ମନୋଜ ସାହୁ ଆଗେ ଶ୍ରାଵଣ ମାସରେ ଲୋକେ ଅନେକ ପର୍ଵ ପାଳୁଥିଲେ କିନ୍ତୁ ଯୋଉ ଦିନଠୁଁ ଉତ୍ତର ଭାରତର କାଉଡି ଯାତ୍ରାର ଧାରା ପଶିଆସିଛି ସେବେଠାରୁ ଶ୍ରାଵଣମାସର ପର୍ଵପର୍ଵାଣୀ ପାଳନ ଅନେକାଂଶରେ କମିଯାଇଛି ।ଶ୍ରାଵଣମାସର ପର୍ଵପର୍ଵାଣୀ ଗୁଡ଼ିକର ନାମୋଲ୍ଲେଖ କରାଗଲା । ୧. ଅନ୍ନଦାନ ଏକାଦଶୀ: ଶ୍ରାଵଣ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଦରିଦ୍ର…

ଲଡୁବାବା

ଉପସ୍ଥାପନା: ଆଫ଼ତାବ ହୋସେନ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠମାନଙ୍କ ମଧ୍ୟରେ ଲଡୁବାବା ଅନ୍ୟତମ। ଏହିଠାରେ ଭଗବାନ ଶିବ ଲଡୁକେଶ୍ବର ନାମରେ ପୂଜା ପାଆନ୍ତି। ଏହି ମନ୍ଦିର ନୟାଗଡ଼ ଜିଲ୍ଲା ଶରଣକୁଳଠାରେ ଅବସ୍ଥିତ। ଏହି ମନ୍ଦିରର ଭାସ୍କର୍ଯ୍ଯକଳା ଉଭୟ କଳିଙ୍ଗ ଓ ଦ୍ରାବିଡ଼ ଶୈଳୀର ସମିଶ୍ରଣ । ଶିବରାତ୍ରିରେ  ଦୂରଦୂରାନ୍ତରୁ ଭକ୍ତ ଏଠାକୁ ଦର୍ଶନ ପାଇଁ ଆସିଥାନ୍ତି। ଲଡ଼ୁକେଶ୍ବର…

ଲଙ୍ଗଳଧୁଆ ପୁନେଇଁ

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ   ଲଙ୍ଗଳଧୁଆ ପୁନେଇଁ ଅବା ଗହ୍ମାପୂର୍ଣ୍ଣମୀ ଆମ ଓଡିଶାର ଏକ ପ୍ରାଚୀନ ପର୍ବ। ଏବେ ଜାଣିବା ଦକ୍ଷିଣ ଓଡିଶାର ପୁଣ୍ୟପୀଠ ପାରଳା ସହରର କିଛି ଦୃଶ୍ୟ। ଏହି ଦିନରେ ମହାପ୍ରଭୁ ବଳଭଦ୍ର ଜନ୍ମଗ୍ରହଣ କରିଥିଲେ। ଏହି ଦିନଟି ଭାରତ ବର୍ଷରେ ରକ୍ଷାବନ୍ଧନ ରୁପେ ପରିଚିତ। ତେବେ ଏହି ଦିନ…