Search Results for ଝାମୁଯାତ୍ରା

ଘଣ୍ଟପାଟୁଆ

ଘଣ୍ଟପାଟୁଆ ଲେଖା: ଅମୃତେଶ ଖଟୁଆ “ବରଗଛ ଘାଉଁ ଘାଉଁ, ଗାଉଣି ଭାଇକି ପଚାରୁ ଅଛି ଘଟ ଜନମିଲା କାହୁଁ । ଘଟ ଜନମିଲା ଈଶ୍ଵରଙ୍କ ଠାରୁ . . .” ଓଲଟ କଳସରେ ଚିତ୍ରିତ ଦେବୀଙ୍କ ପଞ୍ଚମୁଖୀ ଚଳନ୍ତି ଘଟ ସହ ସେଥିରେ ପବିତ୍ର ନଦୀ ଘାଟରୁ ପାଣି ତୋଳି ସୂର୍ଯ୍ୟ ଦେବତାଙ୍କର ଉପସ୍ଥିତିରେ ରାଉଳ…

ଦକ୍ଷିଣଚଣ୍ଡୀ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ମନ୍ଦିରମାଳିନୀ ଆଠଗଡ଼ ଗଡ଼ଜାତର ସଂକ୍ଷିପ୍ତ ଇତିହାସ ଓ ଦକ୍ଷିଣଚଣ୍ଡୀ ମନ୍ଦିର ~ ଓଡ଼ିଶାର ଛବିଶ ଗୋଟି ଗଡ଼ଜାତ ରାଜ୍ୟମାନଙ୍କ ମଧ୍ୟରେ ଆଠଗଡ଼ ଗଡ଼ଜାତ ହେଉଛି ଅନ୍ୟତମ l ଏହାର ସ୍ୱତନ୍ତ୍ରତା ହେଲା ଏହି ଗଡ଼ଜାତ ରାଜ୍ୟର ରାଜବଂଶ ଜାତିରେ କରଣ ଥିଲେ l ଏଣୁ ଆଠଗଡ଼ ରାଜଗାଦିକୁ କରଣ ରାଜଗାଦି…

ଚୈତ୍ର ପୂର୍ଣ୍ଣିମା

ଲେଖା: ବନ୍ଧନ ଦଳେଇ ଆମେ ଓଡ଼ିଆ ହେଉଛୁ “ବାର ମାସରେ ତେର ଯାତରା”, “ପୁନେଇଁ ପରବ”, “ଯାନିଯାତରା” ପାଳିବାର ଅନନ୍ୟ ସଂସ୍କୃତି ଓ ପରମ୍ପରାରେ ଭୂଷିତ। ଚୈତ୍ର ମାସର ଶେଷଦିନ ଚୈତ୍ର ପୂର୍ଣ୍ଣିମା । ଏହି ଚୈତ୍ର ମାସ ଯାକ ଶକ୍ତିପୀଠମାନ ଚଳଚଞ୍ଚଳ ହୋଇଉଠନ୍ତି। ପଣା, ପାଣି, ଝୁଣା, ଧୁପରେ ମହକି ଉଠେ ମନ୍ଦିର ପ୍ରକୋଷ୍ଠମାନ। ଲାଲିମନ୍ଦାର…

ମା’ ମଙ୍ଗଳା

ଲେଖା: ଦେଵ ତ୍ରିପାଠୀ “ମହୋଦଧି ତଟେ ଦେବୀ ହରଚଣ୍ଡୀ ମହୋତ୍କଟା, ମହାନଦୀ ତଟେ ତଦ୍ଦତ୍ ଚର୍ଚ୍ଚିକା ଚଣ୍ଡରୂପିଣୀ ଭଟ୍ଟାରିକା ମହାମାୟା ମହାପର୍ବତ ବାସିନୀ ମଙ୍ଗଳା ସର୍ବଶୁଭଦା ପ୍ରାଚୀନଦୀ ତଟେସ୍ଥିତା, ଋଷିକୁଲ୍ୟା ତୀରେ ଦେବୀ ତାରିଣୀଂ ଭୟହାରିଣୀ ବାଣନଗ୍ରେ ଭଗବତୀ ଚୋଗ୍ରାଚୈତ୍ର ତଥୈବଂ ଚ ଚନ୍ଦ୍ରଭାଗା ତଟେ ସାକ୍ଷାତ ରାମଚଣ୍ଡୀ ଶୁଭାନାନା ଭାବନ୍ୟଷ୍ଟ ମହାକାଳୀ ରୂପିଣୀ କ୍ଷେତ୍ରପାଳିକା”…

ମା’ ଶାରଳା ପୀଠ

ଲେଖା: ଦେଵ ତ୍ରିପାଠୀ ମା’ ଶାରଳା ପୀଠ ! ଏ ପୀଠ ଓଡ଼ିଶା ମାଟିର ପ୍ରଥମ ତନ୍ତ୍ରପୀଠ । ଏ ପୀଠ ମଧ୍ୟ ଭାରତବର୍ଷର ପ୍ରଥମ ବାଗଦେବୀ ପୀଠ, ଏହାର ଅନୁକରଣରେ ଦେଶର ବିଭିନ୍ନ ସ୍ଥାନର ବାଗଦେବୀ ପୀଠ ପ୍ରତିଷ୍ଠା ହୋଇଥିଲା । ତେବେ ଏ ପୀଠରେ ଅଧିଷ୍ଠାତ୍ରୀ ଦେବୀଙ୍କ କୃପାଦୃଷ୍ଟିରୁ ଆମର ଭାଷାଟି ସମୃଦ୍ଧ,…

ଖାନନଗର

ଲେଖା: ଓଁ ଅଭିଜ୍ଞାନ ସାହୁ ବାଉନୁ ବଜ଼ାର ତେପନ ଗଳିର ସହର ହେଲା ଏଇ କଟକ । ଆଗରେ କ ପଛରେ କ । ଯିଏ ଏହାର ଭେଦ ପାଇଛି ସେ ବର୍ତ୍ତିଯାଇଛି । ଆଜିବି ବେଶି  ଇଂଲିଶ ଝାଡୁଥିବା ଲୋକଙ୍କୁ ରାସ୍ତାରେ ଦେଖିଲେ ଲୋକେ ଥଟ୍ଟାରେ କହନ୍ତି ସ୍ୱାଧୀନତା ପୂର୍ବରୁ ଏ ଇଂରେଜ କଟକ…

ମା’ ଚର୍ଚ୍ଚିକା

ଲେଖା: ଦେଵ ତ୍ରିପାଠୀ “ବାଙ୍କୀଗଡେ ମା’ ଚର୍ଚ୍ଚିକା ସିନ୍ଦୂର ମଣ୍ଡିତା, ଅଷ୍ଟଚଣ୍ଡୀ ମଧ୍ୟେ ନାମ ଉତ୍କଳ ବନ୍ଦିତା,  ଭକ୍ତଙ୍କ ହିତ ସାଧନେ ବାଙ୍କୀଗଡ଼େ ଉଭା ଯୁଗେ ଯୁଗେ ମା’ ଚର୍ଚ୍ଚିକା ବିରାଜନ୍ତି ଶୋଭା, ଭକ୍ତଙ୍କୁ କୋଳକୁ ଟାଣି, କପାଳରେ ହାତ ଦେଇ ବରଷନ୍ତି କୃପାଜଳ ଅବିରତ II” ମାତୃଶକ୍ତି ଯୁଗେ ଯୁଗେ ବନ୍ଦନୀୟା । ସେ…