Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶ୍ରୀକାନ୍ତ ସିଂହ ~ ଝଙ୍କଡ଼େଶ୍ୱର ମହାଦେବ ମନ୍ଦିର ~ ଗ୍ରାମ ଝଙ୍କେଶ୍ୱର, ବିରିତୋଳ ଗ୍ରାମପଞ୍ଚାୟତ, ବ୍ଲକ ତିର୍ତ୍ତୋଲ, ଜିଲ୍ଲା ଜଗତସିଂହପୁର, ଓଡ଼ିଶା l ଅଷ୍ଟମ ଶତାବ୍ଦୀରୁ ପ୍ରତିଷ୍ଠିତ ଝଙ୍କଡ଼ ପ୍ରଗଣାର ଭଗବତୀ, ଦେବୀ ଶାରଳା ଠାକୁରାଣୀଙ୍କ ପୀଠଟି ତତ୍କାଳୀନ ଓଡ଼ିଶା କାହିଁକି ସାରା ଭାରତରେ ଏକ ପ୍ରମୁଖ ତନ୍ତ୍ର ପୀଠ ରୂପେ ପରିଚିତ ଥିଲା…

ଘଣ୍ଟପାଟୁଆ ଲେଖା: ଅମୃତେଶ ଖଟୁଆ “ବରଗଛ ଘାଉଁ ଘାଉଁ, ଗାଉଣି ଭାଇକି ପଚାରୁ ଅଛି ଘଟ ଜନମିଲା କାହୁଁ । ଘଟ ଜନମିଲା ଈଶ୍ଵରଙ୍କ ଠାରୁ . . .” ଓଲଟ କଳସରେ ଚିତ୍ରିତ ଦେବୀଙ୍କ ପଞ୍ଚମୁଖୀ ଚଳନ୍ତି ଘଟ ସହ ସେଥିରେ ପବିତ୍ର ନଦୀ ଘାଟରୁ ପାଣି ତୋଳି ସୂର୍ଯ୍ୟ ଦେବତାଙ୍କର ଉପସ୍ଥିତିରେ ରାଉଳ…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ତେନ୍ତୁଳିପଦାର ବିଲ ଶାରଳା ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଜିମିନି ମାଆ, ନିମ ଶାରଳା, ଚାମୁଣ୍ଡା ଏବଂ ତାରା ଦେବୀ ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି,…

ଲେଖା: ଅମ୍ବିକା ପଟ୍ଟନାୟକ ~ ମାଟିର ମହାକବି ଆଦିକବି ଶୁଦ୍ରମୁନି ସାରଳା ଦାସ ~ ୧. ଦୁର୍ଗତିନାଶିନୀ ମା’ ଦୁର୍ଗା ମହିଷାସୁର ସହ ଯୁଦ୍ଧରେ ବ୍ୟାପ୍ରୁତା l ଭୟଙ୍କର ସମର ଚାଲିଛି l ଦେବୀଙ୍କ ସମସ୍ତ କଳ କୌଶଳ ବ୍ୟର୍ଥ l ମହିଷାସୁର ତଥାପି ଅପରାଜିତ l ଦେବୀ ଦୁର୍ଗା ଉପାୟ ଚିନ୍ତା କରୁଛନ୍ତି l…

ଲେଖା: ଶ୍ରୀକାନ୍ତ ସିଂହ ~ ଇଶାଣେଶ୍ୱର ମହାଦେବ ମନ୍ଦିର ~ ଅଷ୍ଟମ ଶତାବ୍ଦୀରୁ ପ୍ରତିଷ୍ଠିତ ଝଙ୍କଡ଼ ପ୍ରଗଣାର ଦେବୀ ଶାରଳା ଠାକୁରାଣୀଙ୍କ ପୀଠଟି ତତ୍କାଳୀନ ଓଡ଼ିଶା କାହିଁକି ସାରା ଭାରତରେ ଏକ ପ୍ରମୁଖ ତନ୍ତ୍ର ପୀଠ ରୂପେ ପରିଚିତ ଥିଲା ଏବଂ ଭଗବତୀ ଶାରଳାଙ୍କୁ ତନ୍ତ୍ର ଦେବୀ ରୂପେ ପୂଜା କରାଯାଉଥିଲା l ମାତ୍ର ପରବର୍ତ୍ତୀ…

ଉପସ୍ଥାପନା: ତ୍ରିଲୋଚନ ସ୍ୱାଇଁ ~ ବାରଙ୍ଗ ଗୋସାଇଁ ~ ଓଡ଼ିଶା ସିଦ୍ଧ ସାଧୁସନ୍ଥଙ୍କର ଭୂଇଁ – ଅନାଦି କାଳରୁ ଶ୍ରୀଜଗନ୍ନାଥ ଓଡ଼ିଶା ଓ #ଜଗତର_ଦେବତା ରୂପେ ପୂଜା ପାଇ ଆସୁଛନ୍ତି । ତାଙ୍କୁ ଆଶ୍ରୟ କରି ବିଭିନ୍ନ ସମୟରେ ବହୁ ସିଦ୍ଧ ସାଧକ ଓ ଭକ୍ତ ତାଙ୍କର ମହିମା ଗାନ କରି ଯାଇଛନ୍ତି । ସେମାନଙ୍କର…

ଲେଖା: ତ୍ରିଲୋଚନ ସ୍ୱାଇଁ ~ କୁଣ୍ଡେଶ୍ୱରର ଶ୍ରୀ ତ୍ରିଲୋଚନେଶ୍ୱର ମନ୍ଦିର ~ ଝଙ୍କଡ଼ର ଶାରଳା ଓ ଗୋରଖନାଥଙ୍କ ପୀଠ ବ୍ୟତୀତ ଜଗତସିଂହପୁର ଜିଲ୍ଲାରେ ଆଉ କେତୋଟି ପ୍ରାଚୀନ ପୀଠ ରହିଛି l ସେଥିମଧ୍ୟରୁ ବାଲିଆ ଗୋପୀନାଥପୁରର ଭଗବତୀ ପୀଠ ବା ଭୁବନେଶ୍ୱର ମହାଦେବ ମନ୍ଦିର ଏବଂ ବାଲିକୁଦା ବ୍ଲକ୍ ଅନ୍ତର୍ଗତ କୁନ୍ଦଗ୍ରାମ ବା କୁଣ୍ଡେଶ୍ୱରର ଶ୍ରୀ…

ଲେଖା: ଦେଵ ତ୍ରିପାଠୀ ମା’ ଶାରଳା ପୀଠ ! ଏ ପୀଠ ଓଡ଼ିଶା ମାଟିର ପ୍ରଥମ ତନ୍ତ୍ରପୀଠ । ଏ ପୀଠ ମଧ୍ୟ ଭାରତବର୍ଷର ପ୍ରଥମ ବାଗଦେବୀ ପୀଠ, ଏହାର ଅନୁକରଣରେ ଦେଶର ବିଭିନ୍ନ ସ୍ଥାନର ବାଗଦେବୀ ପୀଠ ପ୍ରତିଷ୍ଠା ହୋଇଥିଲା । ତେବେ ଏ ପୀଠରେ ଅଧିଷ୍ଠାତ୍ରୀ ଦେବୀଙ୍କ କୃପାଦୃଷ୍ଟିରୁ ଆମର ଭାଷାଟି ସମୃଦ୍ଧ,…

ଉତ୍କଳୀୟ ସାଂସ୍କୃତିକ ପରମ୍ପରା ସୁପ୍ରାଚୀନ ନିର୍ଦିଷ୍ଟ ଶୃଙ୍ଖଳାବୋଧ ସମନ୍ୱିତ ଚେତନା ସହିତ ଉଡ୍ର ସଂସ୍କୃତିର ମୌଳିକତା, ବୈଦିକ ସଂସ୍କୃତିର ଗାମ୍ଭୀର୍ଯ୍ୟ, ବୈଷ୍ଣବ ପରମ୍ପରାର ଆତ୍ମୀୟତା ତଥା ଚୈତନ୍ୟ ପରମ୍ପରାର ସତ୍ତ୍ୱପ୍ରେମର ଅପୂର୍ବ ସମନ୍ୱୟରେ ଉନ୍ମେଷିତ ଓ ବିକଶିତ ହୋଇ ମହାର୍ଘ ପରିବେଶ ମଧ୍ୟରେ ଗୌରବାନ୍ୱିତ ହୋଇଛି ପ୍ରାଚୀନ ଉକ୍ରଳୀୟ ପର୍ବର୍ବାଣିସବୁ . .