Physical Address
Sai Samarpanam, Satya Vihar, Bhubaneswar

~ ସାରଦା ପ୍ରସନ୍ନ ନାୟକ ~ ଲେଖା: ଅମୃତେଶ ଖଟୁଆ “ସଞ୍ଜ ସକାଳେ ତୁମ ଛବି ଖୋଜେ ନୀରଭିଜା ନୟନରେ, ଜଗତର ନାଥ ଆହେ ଜଗନ୍ନାଥ ଆକୁଳ ଅନ୍ତରେ ଖୋଜେ . .” “ମନେ ଭରି ଅଭିମାନ ଯାଏ ଛାଡି ବୃନ୍ଦାବନ ରୁଷିଛି ରାଇ ପରାଣ ଝୁରେ ପାଷାଣ . .” “ଆଉ ଚାନ୍ଦ ଲାଗି…

ଲେଖା: ସିନ୍ଧୁଜ୍ୟୋତି ତ୍ରିପାଠୀ ୧୯୭୬ରେ ମୁକ୍ତିଲାଭ କରିଥିଲା ‘ଶେଷ ଶ୍ରାବଣ’। ପ୍ରଶାନ୍ତ ନନ୍ଦଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମଟି ଜାତୀୟ ପୁରସ୍କାର ଲାଭକରିଥିଲା। ଏଥିରେ ପ୍ରଶାନ୍ତଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହେମନ୍ତ ଦାସ, ମହାଶ୍ବେତା ରାୟ, ବନଜା ମହାନ୍ତି, ଦୁଃଖିରାମ ସ୍ବାଇଁ ଓ ଧୀର ବିଶ୍ବାଳ ଆଦି କଳାକାର। ‘ମକରା’ ଭୂମିକାରେ ହେମନ୍ତଙ୍କ…

~ ଗୋବିନ୍ଦ ତେଜ ~ ଲେଖା: ଅମୃତେଶ ଖଟୁଆ “ଗୋଟିଏ ଓଡିଆ ଚଳଚ୍ଚିତ୍ର କେବଳ ଯେ ଓଡିଆ ଭାଷା ପାଇଁ ହେଉଛି, ତାହା ନୁହେଁ। ଆଉ ମୁଁ ମଧ୍ୟ ଚଳଚ୍ଚିତ୍ର କରିବାର ଏକମାତ୍ର ଅଭିପ୍ରାୟ ରଖି ଚଳଚ୍ଚିତ୍ର କରେନାହିଁ। ଚଳଚ୍ଚିତ୍ରର ଚେର ସବୁବେଳେ ଗୋଟିଏ ମାଟିର ସଂସ୍କୃତି ସହ ଜଡିତ ରହିବା ଦରକାର। ରାଜସ୍ଵ ବର୍ଦ୍ଧନ…

ଲେଖା: ଦେଵ ତ୍ରିପାଠୀ କଳାର ଚିରନ୍ତନ ପୂଜାରୀ ସାଧୁ ମେହେର । ସ୍କୁଲରେ ପଢିବାବେଳେ ସେ ଅଭିନୟ କ’ଣ ଜାଣି ନ ଥିଲେ, ମାତ୍ର ମନ ଭିତରେ ଥିଲା ପ୍ରଚଣ୍ଡ ଆଗ୍ରହ । ତେବେ ସେ ରାସ୍ତାରେ ଆଗକୁ ଯିବା ପାଇଁ ନା ଥିଲା ପିତାମାତାଙ୍କର କ୍ଷମତା ନା ତାଙ୍କର କେହି ଥିଲେ ଗୁରୁ ଅବା…

ଲେଖା: ଦେଵ ତ୍ରିପାଠୀ ତାଙ୍କ ସଙ୍ଗୀତରେ ଭାବ ଓ ଭାଷା ଥାଏ ଲାଳିତ୍ୟପୁର୍ଣ୍ଣ, ମଧୁର । ତାଙ୍କ ସୁର ଶୁଣି ଆତ୍ମବିଭୋର ହୁଏ ଶ୍ରୋତା । ତାଙ୍କ କଣ୍ଠରେ ଭାବ, ଭାଷା ଓ ଧ୍ୱନିର ଥାଏ ଏକ ସୁନ୍ଦର ସମନ୍ୱୟ, ସେଥିପାଇଁ ତାଙ୍କ ଗୀତସବୁ ହୋଇଯାଏ ଅପାସୋରା, ତନୁମନ ଶିହରାଇଦିଏ, ଲିପିବଦ୍ଧ ହୋଇଯାଏ ଶୃତିରେ, ସ୍ମୃତିରେ…

~ ମଣିମାଳା ଦେବୀ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଶା ମାଟିରେ ସେତେବେଳେ ରଙ୍ଗମଞ୍ଚ ପାଇଁ ଝିଅମାନଙ୍କୁ ଥାଏ ସମାଜର ବାରଣ। ଏରୁଣ୍ଡିବନ୍ଧ ଡେଇଁ ପଦାକୁ ଆସିବାରେ ପ୍ରୟୋଜନ ନଥିଲା ପ୍ରଥାରେ। ହେଲେ, ବିହଙ୍ଗ ଥରେ ପଞ୍ଜୁରୀ ମଧ୍ୟରୁ ବିମୁକ୍ତ ହୋଇଗଲେ, ନୀଡ଼ ଛାଡି ତ ଆସିପାରିବନି, ସେ ନୀଡାଶ୍ରୟୀ ମୁକ୍ତାକାଶ ମଧ୍ୟରେ ନିଜକୁ ସଞ୍ଚରି…

ଲେଖା: ଦେବ ତ୍ରିପାଠୀ “ଘୃଣା, ବିଦ୍ୱେଷ, ଈର୍ଷା ଦେଇ ମୋତେ ସେଇ ଋଣ ପରିଶୋଧ କରିବାକୁ ପଡିଲା ଇନିସପେକ୍ଟର . . !” ବହୁଚର୍ଚ୍ଚିତ ଅଶାନ୍ତଗ୍ରହ ନାଟକର ନାୟକ ପିତୃପରିଚୟ ହୀନ ହେମନ୍ତ ଏପରି ଛାତିଥରା ସଂଳାପ ଅବା ‘ତିମିରତୀର୍ଥ’ରେ କୁମାର ସାହେଵ, ‘ଜନନୀ’ରେ ପାଗଳା ସୁବାସର ପାଗଳାମି ଅବା ‘ଡ଼ାକବଙ୍ଗଳା’ର ବିବେକ ଚରିତ୍ରର ହୃଦୟଛୁଆଁ…

ଲେଖା: ଦେଵ ତ୍ରିପାଠୀ ନବମ ଶ୍ରେଣୀରେ ପାଠ ପଢୁଥିବା ବାଳକଟି ଛୁଟିରେ ଘରକୁ ଆସିଥାଏ । ହଠାତ୍ ଘରର ଛାତ ଉପରେ ଉଡି ଆସି ବସିଗଲା ପେଚାଟିଏ । ଅନେକ କହିଲେ ଏହା ଅଶୁଭ । କେହି କେହି ତାକୁ ଘଉଡାଇବା ପାଇଁ ପାଟିଗୋଳ କଲେ । ବାଳକଟି ମଧ୍ୟ ଟେକାଟିଏ ମାରିବାକୁ ଉଦ୍ୟତ ହେଲା…

ଲେଖା: ଦେଵ ତ୍ରିପାଠୀ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ରୋମାଣ୍ଟିକ ଚିରସବୁଜ ସୁପରଷ୍ଟାର ଅଭିନେତା, ନିର୍ଦ୍ଦେଶକ, ସମାଲୋଚକ, ଲେଖକ, ଅଧ୍ୟାପକ ଓ ସଂଗଠକ ତଥା ସମ୍ମାନନୀୟ ଜୟଦେବ ପୁରସ୍କାର ସମେତ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ଓ ଉଦ୍ଭାସିତ ଅମର ପ୍ରତିଭା ଶରତ ପୂଜାରୀ ! ନୟାଗଡ଼ ଜିଲ୍ଲା ଖଣ୍ଡପଡାରେ ଜନ୍ମିତ ଏହି…

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (୬ଷ୍ଠ ପର୍ବ) ~ ଆପଣମାନଙ୍କ ସଦିଚ୍ଛା ସ୍ପର୍ଶରେ ସଙ୍ଘାତ ଓ ସଂଘର୍ଷର ଦିନଗୁଡ଼ିକ ଗୋଟିଏ ବୈଶାଖର ଝାଞ୍ଜି ଭଳି ତା ଭିତରେ ଗତି କରି ସାରିବା ପରେ ସୁଦ୍ଧା ବ୍ୟଗ୍ର ଗୋଧୂଳିର ମଧୁର ସଞ୍ଜ ପହରର ମଲ୍ଲୀଫୁଲ ପରି ପୁଣି ଆମ ଉଦ୍ୟମର ସାର୍ଥକ ସୁରଭି ମହକି ଉଠିଛି…