Search Results for ଚୈତ୍ର ମଙ୍ଗଳବାର

ଚୈତ୍ର ମଙ୍ଗଳବାର

ଲେଖା ଅରବିନ୍ଦ ମହାନ୍ତି ଓଡ଼ିଆ ଘରର ଅନ୍ୟ ଏକ ବୈଶିଷ୍ଟ୍ୟ ଓ ପରିଚୟ ହେଉଛି ଚୈତ୍ର ମଙ୍ଗଳବାର ଓଷା। ମାଣବସା ଭଳି ପ୍ରତ୍ୟେକ ଘରର ଏହା ପର୍ବ। ମା ମଙ୍ଗଳାଙ୍କୁ ସୁମରଣା କରି ଗାଁ ଠାରୁ ସହର ଯାଏ ପ୍ରତି ଓଡ଼ିଆଙ୍କ ଦାଣ୍ଡରେ ଚୈତ୍ର ମଙ୍ଗଳବାରରେ ପନ୍ଥେଇ ପୂଜା ନିଶ୍ଚୟ ଦେଖିବାକୁ ମିଳେ। ପ୍ରତ୍ୟକ ମା’…

ଚୈତ୍ର ପୂର୍ଣ୍ଣିମା

ଲେଖା: ବନ୍ଧନ ଦଳେଇ ଆମେ ଓଡ଼ିଆ ହେଉଛୁ “ବାର ମାସରେ ତେର ଯାତରା”, “ପୁନେଇଁ ପରବ”, “ଯାନିଯାତରା” ପାଳିବାର ଅନନ୍ୟ ସଂସ୍କୃତି ଓ ପରମ୍ପରାରେ ଭୂଷିତ। ଚୈତ୍ର ମାସର ଶେଷଦିନ ଚୈତ୍ର ପୂର୍ଣ୍ଣିମା । ଏହି ଚୈତ୍ର ମାସ ଯାକ ଶକ୍ତିପୀଠମାନ ଚଳଚଞ୍ଚଳ ହୋଇଉଠନ୍ତି। ପଣା, ପାଣି, ଝୁଣା, ଧୁପରେ ମହକି ଉଠେ ମନ୍ଦିର ପ୍ରକୋଷ୍ଠମାନ। ଲାଲିମନ୍ଦାର…

ମା’ ମଙ୍ଗଳା

ଲେଖା: ଦେଵ ତ୍ରିପାଠୀ “ମହୋଦଧି ତଟେ ଦେବୀ ହରଚଣ୍ଡୀ ମହୋତ୍କଟା, ମହାନଦୀ ତଟେ ତଦ୍ଦତ୍ ଚର୍ଚ୍ଚିକା ଚଣ୍ଡରୂପିଣୀ ଭଟ୍ଟାରିକା ମହାମାୟା ମହାପର୍ବତ ବାସିନୀ ମଙ୍ଗଳା ସର୍ବଶୁଭଦା ପ୍ରାଚୀନଦୀ ତଟେସ୍ଥିତା, ଋଷିକୁଲ୍ୟା ତୀରେ ଦେବୀ ତାରିଣୀଂ ଭୟହାରିଣୀ ବାଣନଗ୍ରେ ଭଗବତୀ ଚୋଗ୍ରାଚୈତ୍ର ତଥୈବଂ ଚ ଚନ୍ଦ୍ରଭାଗା ତଟେ ସାକ୍ଷାତ ରାମଚଣ୍ଡୀ ଶୁଭାନାନା ଭାବନ୍ୟଷ୍ଟ ମହାକାଳୀ ରୂପିଣୀ କ୍ଷେତ୍ରପାଳିକା”…

ତାରାତାରିଣୀ

ଲେଖା: ଜଗନ୍ନାଥ ଦୋରା ଐତିହ୍ୟ, କଳା, ସଂସ୍କୃତି ଓ ଧର୍ମସ୍ଥଳୀରେ ଭରା ଗରିମାମୟ ଗଞ୍ଜାମ ଜିଲ୍ଲାର ଅନନ୍ୟ ଏକ ଶକ୍ତିପୀଠ ହେଉଛି “ମା’ ତାରାତାରିଣୀ ମନ୍ଦିର” l ଏହି ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଠାରୁ ମାତ୍ର ୭ କିଲୋମିଟର ଏବଂ ଗଞ୍ଜାମର ପେଣ୍ଠସ୍ଥଳୀ ବ୍ରହ୍ମପୁର ସହର ଠାରୁ ୩୦ କିଲୋମିଟର ଦୂରରେ…

ଘଣ୍ଟପାଟୁଆ

ଘଣ୍ଟପାଟୁଆ ଲେଖା: ଅମୃତେଶ ଖଟୁଆ “ବରଗଛ ଘାଉଁ ଘାଉଁ, ଗାଉଣି ଭାଇକି ପଚାରୁ ଅଛି ଘଟ ଜନମିଲା କାହୁଁ । ଘଟ ଜନମିଲା ଈଶ୍ଵରଙ୍କ ଠାରୁ . . .” ଓଲଟ କଳସରେ ଚିତ୍ରିତ ଦେବୀଙ୍କ ପଞ୍ଚମୁଖୀ ଚଳନ୍ତି ଘଟ ସହ ସେଥିରେ ପବିତ୍ର ନଦୀ ଘାଟରୁ ପାଣି ତୋଳି ସୂର୍ଯ୍ୟ ଦେବତାଙ୍କର ଉପସ୍ଥିତିରେ ରାଉଳ…

ଘଣ୍ଟପାଟୁକା

ଲେଖା: ଅରବିନ୍ଦ ମହାନ୍ତି ଚୈତ୍ର ମାସ। କେବଳ ମାସ ନୁହେଁ ଦେବୀ ଉପାସନାର ପ୍ରକୃଷ୍ଟ ସମୟ। ମହାମାୟୀଙ୍କୁ ଆବହନ କରି ସମସ୍ତ ଆପଦବିପଦରୁ ମୁକ୍ତି ପାଇଁ ସମସ୍ତେ ଚେଷ୍ଟିତ ହୋଇଥାନ୍ତି। ଦେବୀ ଉପାସନା ନିମନ୍ତେ ପ୍ରତେକ ବାର ବିଶେଷ କରି ମଙ୍ଗଳବାର ଦିନ ଦେବୀପୀଠ ମାନ ଲୋକରଣ୍ଯ ହୋଇଉଠେ। ମାନସିକଧାରୀମାନେ ନାନା ଉପାୟରେ ନାନା କାମନା…

ମା’ କଟକଚଣ୍ଡୀ

ଲେଖା: ବନ୍ଧନ ଦଳାଇ ଅଢେଇ ହଜାର ବର୍ଷର ପୁରୁଣା ସହର କଟକ । ଓଡ଼ିଶାର ପୁରୁଣା ରାଜଧାନୀ। କଳା ଓ ସଂସ୍କୃତିର ପ୍ରାଣକେନ୍ଦ୍ର କଟକ ସହର। ଉତ୍ତରରେ ମହାନଦୀ ଦକ୍ଷିଣରେ କାଠଯୋଡି ନଦୀ ପ୍ରବାହିତ ହୋଇ କଟକ ସହରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ। ସେଇ ଐତିହାସିକ କଟକ ମହାନଗରୀର ଅଧିଷ୍ଠାତ୍ରୀ ଦେବୀରୂପେ ଖ୍ୟାତ ମା’ କଟକଚଣ୍ଡୀ।…

ସୋନପୁର ଜିଲ୍ଲାର ମେଟା ଲୁହୁରା ଓ ପଣତ କାନିର ଦେବୀ ମା’ ମେଟାକାନି 

ଲେଖା: ଶିବାଶିଷ ମହାପାତ୍ର ଉତ୍କଳ ଏପରି ଏକ ପ୍ରଦେଶ ଯାହା ନିଜର କଳା, ସଂସ୍କୃତି, ପରମ୍ପରା ତଥା ସ୍ଥାପତ୍ୟ ପାଇଁ ପରିଚିତ। ଓଡ଼ିଶାର କୋଣ ଅନୁକୋଣରେ ଏପରି ଲୋକକଥା ତଥା ପରମ୍ପରା ସବୁ ଦେଖିବାକୁ ମିଳେ ଯାହାର କେବେହେଲେ ପୁନରାବୃତ୍ତି ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ । ଓଡ଼ିଶା ପ୍ରଦେଶର ଏକ ଛୋଟ…

ତାରାତାରିଣୀ ପୀଠ

ଲେଖା: ଦେଵ ତ୍ରିପାଠୀ ପ୍ରାକୃତିକ ଶୋଭାସମ୍ପଦରେ ପରିପୂର୍ଣ୍ଣ, ସାଂସ୍କୃତିକ ବିଭବରେ ବିମଣ୍ଡିତ ତଥା କଳାସଙ୍ଗୀତ, ସାହିତ୍ୟ, କାରୁକାର୍ଯ୍ୟ ଓ ଧାର୍ମିକ ଚେତନାରେ ଋଦ୍ଧିମନ୍ତ ଆମରି ଗଞ୍ଜାମ ଜିଲ୍ଲା । ଜିଲ୍ଲାର ଗ୍ରାମେ ଗ୍ରାମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଥିଲେ ମଧ୍ୟ ଶୈବ ଓ ଶାକ୍ତମାନେ ଗାଁ ଠାକୁରାଣୀ କିମ୍ବା ଗ୍ରାମଦେବତୀଙ୍କୁ ଆରାଧନା କରିବା ଦେଖାଯାଇଥାଏ ।…