Search Results for ଚିତ୍ତରଞ୍ଜନ ଦାସ

ଚିତ୍ତରଞ୍ଜନ ଦାସ

ଲେଖା: ଦେଵ ତ୍ରିପାଠୀ ସେ ଓଡ଼ିଆ ସାହିତ୍ୟର ‘ବିଶ୍ୱକୁ ଗବାକ୍ଷ’, ‘ଶିଳା ଓ ଶାଳଗ୍ରାମ’ର ମଣିଷ ପ୍ରଫେସର ଚିତ୍ତରଞ୍ଜନ ଦାସ । ଜ୍ଞାନ ଓ ଗାରିମାର ମହାକାଶ। ବିଦ୍ୱାନ ଓ ଦାର୍ଶନିକ । ଦୂରରୁ ଦେଖିଲେ ମନେ ହୁଅନ୍ତି ଜଣେ ତପସ୍ୱୀ । କେବେ କେବେ ଝୀନ ଆଲୋକ ରେଖାରେ ଉଦ୍ଭାସିତ ଜଣେ ଚିନ୍ତାନାୟକ ।…

ବୈକୁଣ୍ଠନାଥ ରଥ 

ସାରା ଜୀବନ ଶିକ୍ଷାଦାନକୁ ବ୍ରତ ଭାବେ ଗ୍ରହଣ କରିଥିଲେ ବି ନିଜକୁ ଛାତ୍ର ଭାବେ ବିଚାର କରୁଥିଲେ ସର୍ବଦା। ଓଡ଼ିଶାର ଶିକ୍ଷକ ସଂଘର ନେତା ଭାବେ ଶିକ୍ଷା ବ୍ୟବସ୍ଥାର ସଂସ୍କାର ଦିଗରେ ତାଙ୍କର ଦାନ ସ୍ମରଣୀୟ। ତାଙ୍କର କର୍ମକ୍ଷେତ୍ର ଥିଲା ବ୍ୟାପକ। ଓଡ଼ିଆ ସାହିତ୍ୟର ବିଶିଷ୍ଟ ସାହିତ୍ୟରଥୀ, ଦାର୍ଶନିକ ଶ୍ରୀ ଚିତ୍ତରଞ୍ଜନ ଦାସଙ୍କ ଭାଷାରେ 'ବୈକୁଣ୍ଠ ନାଥ ରଥ ଜଣେ ସ୍ଵନିର୍ବାଚିତ ଶିକ୍ଷକ' . .

ଭୀମଭୋଇ ଓ ଗୋପବନ୍ଧୁ

~ ଭୀମଭୋଇ ଓ ଗୋପବନ୍ଧୁ: ଦୁଇ କବିମନୀଷୀଙ୍କ ଦୃଷ୍ଟି ଓ ଦର୍ଶନ ~ ଲେଖା: ଅଧ୍ୟାପକ ବିଶ୍ଵରଞ୍ଜନ ଓଡ଼ିଶାର ମାଟିରେ ଏଭଳି ଦୁଇ କବି ମନୀଷୀଙ୍କର ଆବିର୍ଭାବ ଘଟିଥିଲା, ଯେଉଁମାନଙ୍କର ବ୍ୟକ୍ତି ଜୀବନ ଉତ୍ତରିତ ହୋଇଥିଲା ବିଶ୍ଵଜୀବନକୁ । ଏହି ଦୁଇ ମହାତ୍ମା ନିଜର ଦୃଷ୍ଟି ଓ ସୃଷ୍ଟି ମାଧ୍ୟମରେ ମାନବିକତାର ଯେଉଁ ମହାମନ୍ତ୍ର ଗାନ କରିଥିଲେ,…

ପଣ୍ଡିତ ହରିହର ମିଶ୍ର

ଲେଖା: ନିରଞ୍ଜନ ସାହୁ ଓଡିଶା ସ୍ଵତନ୍ତ୍ର ପ୍ରଦେଶ ଗଠନ ଦିଗରେ କୁଳବୃଦ୍ଧ ପଣ୍ଡିତ ହରିହର ମିଶ୍ର ନାମଟି ଓଡିଶାବାସୀଙ୍କ ହୃଦୟରେ ଚିର ସ୍ମରଣୀୟ ହୋଇ ରହିବ । ତାଙ୍କର ବହୁମୁଖୀ ପ୍ରତିଭା ଓ ସ୍ବଦେଶପ୍ରୀତି ଓଡିଶାର ଜାତୀୟ ଜୀବନରେ ଏକ ଅମୂଲ୍ୟ ସମ୍ପଦ । ମହାନ ଦେଶପ୍ରେମୀ ପଣ୍ଡିତ ହରିହର ମିଶ୍ର ୨୪ ଫେବୃଆରୀ ୧୮୮୭…

ଓଡି଼ଆ ପର୍ଯ୍ୟଟନ ସାହିତ୍ୟ

ଉପସ୍ଥାପନା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ଶେଷବେଳକୁ ଭାରତରେ ନବଯୁଗର ପ୍ରବର୍ତ୍ତନ ହେଲା କହିଲେ ଅତ୍ୟୁକ୍ତି ହେବନାହିଁ । ଶିକ୍ଷାର ପ୍ରସାର, ଗମନାଗମନର ସୁବିଧା, ଡାକବ୍ୟବସ୍ଥାର ଉନ୍ନତି, ମୁଦ୍ରଣଯନ୍ତ୍ରର ସ୍ଥାପନ ହେତୁ ବିଭିନ୍ନ ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ମାନସିକ ନୈକଟ୍ୟ ସ୍ଥାପିତ ହେଲା । ସାମାଜିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ସଞ୍ଚାରିତ ହେବା ସହ ଜାତିଗତ ବନ୍ଧନ,…

ଆନନ୍ଦ ଚନ୍ଦ୍ର ଜେନା

ଲେଖା: ନିରଞ୍ଜନ ସାହୁ “ପଡ଼ିବ ଯଦି ଦରକାର, ଲେଖିବି ସବୁ ଅତ୍ୟାଚାର । ହାକିମ ଚିଡ଼ିଲେ ଚିଡ଼ନ୍ତୁ, ରାଇଜ ଭିତରୁ ତଡ଼ନ୍ତୁ । ତନୁରୁ ମାଉଁସ ଝାଡ଼ନ୍ତୁ, ଅଥବା ମସ୍ତକ ମୋଡ଼ନ୍ତୁ । ଜୀବନ ପଛେ ଗଲେ ଯାଉ, କଥନେ ନ ଡ଼ରିବି ଆଉ । ମରଣ ପଛେ ମୋତେ ହେଉ, କାହାରି ବିପଦ ନ…