Search Results for ଚକୁଳିଆ ପଣ୍ଡା

ଚକୁଳିଆ ପଣ୍ଡା

ସଂଗ୍ରହ ଓ ଉପସ୍ଥାପନା: ଦେଵ ତ୍ରିପାଠୀ ବୈଶାଖର ଉତ୍ତପ୍ତ ଆକାଶ, ସୂର୍ଯ୍ୟରୁ ଝରୁଛି ଅବା ତରଳା ତମ୍ବାର ସୁଅ । ଗାଁ ଦାଣ୍ଡର ଧୂଳି ତତଲା ଡହଡହ । କୁଣ୍ଠିତ ବସନ୍ତରେ କଅଁଳିଥିବା ନବକିଶଳୟ ଅଚାନକ ବାର୍ଦ୍ଧକ୍ୟପ୍ରାପ୍ତି ପରି କୁଞ୍ଚିତ, ମ୍ଳାନ; ଜଳି ଜଳି ଯାଉଛି ପୁଷ୍ପିତ ବିତାନ । କାଉ କି କୋଇଲିର ସୋରଶବ୍ଦ…

ଲକ୍ଷ୍ମୀ ପୁରାଣ

~ ବଳରାମ ଦାସ କୃତ ‘ଲକ୍ଷ୍ମୀ ପୁରାଣ’ର ସାଂସ୍କୃତିକ ଭୂମିକା ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରନ୍ତି, ଯାହା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାର୍ଗଶିର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ । ଚାଷୀ ତା’ ର ଖଳାକୁ ଧାନହଳା ଆଣିଥାଏ…

ଆମ ଲୋକସାହିତ୍ୟ

ଲେଖା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ ~ “ଧର୍ମରୁ ଜୟ କେବଳ ଅଧର୍ମରୁ କ୍ଷୟ ଧର୍ମ ଥିଲା ପ୍ରାଣୀକୁ ନ ପଡେ ଅପ୍ରମେୟ। ଧର୍ମ ହିଁ କାଳେ କାଳେ ପଦାର୍ଥ କେତେ କାଳେ ସର୍ବେସିନା ଚଳିଯିବା ରହି କାଳବଳେ II *** *** *** *** ସତ୍ୟ ଲାଗି ହରିଶ୍ଚନ୍ଦ୍ର ଶ୍ମଶାନ ଜଗିଲେ, ସତ୍ୟ…

ମେଘ ବରଷିଲା ଟପର ଟପର

ସୌରଭିତ ସୃଷ୍ଟି: ପଲ୍ଲୀକବି ନନ୍ଦକିଶୋର ବଳ           (୧) ବିଧାତା ନିଗୁଢ଼-ନିଦେଶେ ଗ୍ରୀଷମ ଯେଉଁ ଧରାଧାମ ଛାଡି଼; ପ୍ରବଳ ବେଗରେ ଘୋର ବୃଷ୍ଟିକାଳ ଆସିଲା ସଂସାରେ ମାଡ଼ି । ଭାବଇ ଦେଖିଣ ମହାପରିବର୍ତ୍ତ ଅଚିରେ ଧରଣୀ ମୁଖ, ଚିରକାଳ ସିନା ଏ ମର ଧାମରେ ଲାଗିଛଇ ଦୁଃଖ ସୁଖ  ।…

ଭାଗବତ ଟୁଙ୍ଗି

ଲେଖା: ଅକ୍ଷୟ ଓଝା ପରମ ଶାସ୍ତ୍ର ଭାଗବତ। ଅଭ୍ୟାସ କରୁଥିବ ନିତ୍ୟ।। ଆଗ କାଳରେ ପ୍ରତ୍ୟେକ ଗାଆଁରେ ଭାଗବତ ଟୁଙ୍ଗି ଥିଲା । ସଞ୍ଜ ନଇଁ ଆସିଲେ ଗାଆଁର ଝିଅ ବୋହୂମାନେ ଦୀପଟିଏ ଜାଳି ଦେଉଥିଲେ ଭାଗବତ ଘରେ । ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିଟିଏ କିମ୍ବା ତ୍ରୀମୂର୍ତ୍ତି ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ମୂର୍ତ୍ତି ପାଖରେ…

କଂସାଥାଳି

ଲେଖା: ସୁଦର୍ଶନ ସାହୁ ~ଆମ ଓଡ଼ିଆ ପରମ୍ପରାରେ କଂସାଥାଳି ~ ଉତ୍କଳୀୟ ପରମ୍ପରାରେ କଂସାଥାଳି ର ବ୍ୟବହାର କାହିଁ କେବେଠୁ ରହିଆସିଛି । ପିଢ଼ା, ପାଣି ଥୋଇବା ପରେ କଂସାଥାଳିରେ ଭାତ ବଢ଼ାଯାଏ #ଓଡ଼ିଆଣୀ ହାତରେ ! ଏହା ଛଡ଼ା ଗ୍ରାମଦେବତୀଙ୍କ ଠାରେ ଉଖୁଡ଼ା ଭୋଗ, ବିଷ୍ଣୁ ମନ୍ଦିରରେ ଶଙ୍ଖୁଡ଼ି (ଖେଚୁଡ଼ି) ଭୋଗ, ଅତିଥି, ଅଭ୍ୟାଗତ,…