Physical Address
Sai Samarpanam, Satya Vihar, Bhubaneswar

ଲେଖା: ସିଂହାରୀ ଆଲୋକ ଖୁଣ୍ଟିଆ ~ ସ୍ମୃତିରେ ପଣ୍ଡିତ ଗୋପବନ୍ଧୁ ଦାସ ~ “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାନ୍ତୁ ପିଠିରେ, ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଢ଼ ପୁରୁ ତହିଁ ପଡି ମୋ ମାଂସ ହାଡ଼ !” (ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ) ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ…

~ ଭୀମଭୋଇ ଓ ଗୋପବନ୍ଧୁ: ଦୁଇ କବିମନୀଷୀଙ୍କ ଦୃଷ୍ଟି ଓ ଦର୍ଶନ ~ ଲେଖା: ଅଧ୍ୟାପକ ବିଶ୍ଵରଞ୍ଜନ ଓଡ଼ିଶାର ମାଟିରେ ଏଭଳି ଦୁଇ କବି ମନୀଷୀଙ୍କର ଆବିର୍ଭାବ ଘଟିଥିଲା, ଯେଉଁମାନଙ୍କର ବ୍ୟକ୍ତି ଜୀବନ ଉତ୍ତରିତ ହୋଇଥିଲା ବିଶ୍ଵଜୀବନକୁ । ଏହି ଦୁଇ ମହାତ୍ମା ନିଜର ଦୃଷ୍ଟି ଓ ସୃଷ୍ଟି ମାଧ୍ୟମରେ ମାନବିକତାର ଯେଉଁ ମହାମନ୍ତ୍ର ଗାନ କରିଥିଲେ,…

~ ମାଟିର ମଲାଟ ତଳେ ସାଧନା: ପ୍ରଫୁଲ୍ଲ ଦାସ ~ ଲେଖା: ଅମୃତେଶ ଖଟୁଆ “ସେମାନଙ୍କ (ହରିଜନ) ସହ ନିଜେ ନବକୃଷ୍ଣ ତାଳପତ୍ର ଟୋପର ମୁଣ୍ଡରେ ଦେଇ ପାଇକଛା ଭିଡି କୋଡି ଧରି ମାଟି ହାଣିଲେ ଓ ମାଳତୀ ମଧ୍ୟ ଶାଢି କାନିକୁ ଅଣ୍ଟାରେ ଭିଡି ତାଙ୍କ ପଛେ ପଛେ ଘାସ ବାଛି ଚାଲନ୍ତି ।…

ଲେଖା: ବୁଦ୍ଧଦେବ ପ୍ରଧାନ ଉଣେଇଶ ଶହ ଅଠେଇଶ ଜୁନ ସତର ତାରିଖ, ତିଥି ଅନୁସାରେ ଆଷାଢ଼ ଅମାବାସ୍ୟା, ନେତ୍ରଉତ୍ସବରେ “ସମାଜ” ସେହିଦିନ ଠାରୁ ଶ୍ରାଦ୍ଧ ପାଳନ କରୁଛି I ଓଡ଼ିଆ ଜାତି ପାଇଁ ସ୍ମୃତି ବହନକାରୀ ସ୍ମୃତିତର୍ପଣ ଦିବସ, ଆତ୍ମସମୀକ୍ଷାର ଦିବସ I ଓଡ଼ିଆ ଜାତିର ଚୀର ନମସ୍ୟ, ଚୀର ପୂଜନୀୟ, ନମସ୍ୟ ଦୂରଦ୍ରଷ୍ଟା ମହାମନୀଷୀ…

~ ମୁକ୍ତ୍ଯାର ରାମଚନ୍ଦ୍ର ଦାସ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ମାଟିରେ ଯେଉଁ ମହାପୁରୁଷଙ୍କ ଆବିର୍ଭାବ ଘଟିଛି, ସେମାନଙ୍କ କୀର୍ତ୍ତିପୂତ ଜୀବନୀ ଆମ ପାଇଁ ସଦା ପାଥେୟ। ତେବେ ସେହିମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଉତ୍କଳମଣି ଗୋପବନ୍ଧୁଙ୍କ ଅନ୍ୟତମ ଆଦର୍ଶ ତଥା ଦିଗଦ୍ରଷ୍ଟା ମୁକ୍ତ୍ଯାର ରାମଚନ୍ଦ୍ର ଦାସ। “ଈପ୍ସିତଂ ତଦବଜ୍ଞାନାଦ୍ଵିଦ୍ଧି ସାର୍ଗଳମାତ୍ମନଃ। ପ୍ରତିବଦ୍ଧ୍ନାତି ହି…

ଲେଖା: ନିରଞ୍ଜନ ସାହୁ “ମୁଁ ସାତ ଆଠ ବର୍ଷର ହୋଇଥାଏ । ଧୋବଣୀ ଲୁଗା ନେଇ ଆସିଲା । ମୁଁ ତାକୁ ପଚାରିଲି — ତୁ କି ଜାତି ? ମୋର ଏତିକି କଥା ବାପା ଶୁଣିପାରିଲେ । ସଙ୍ଗେ ସଙ୍ଗେ ମୋ ପାଖକୁ ଚାଲି ଆସି କହିଲେ, “ଶାଶୁଖାଇ ! ଜାତିକଥା କାହାକୁ…

ଲେଖା: ଶିବାଶିଷ ମହାପାତ୍ର ଜଣେ ଜମିଦାରଙ୍କ ଘରେ ଜନ୍ମଗ୍ରହଣ କରିଥିଲେ “ଜମି ଉଦାର” ସନ୍ଥ । କଟକର ଏକ ଅନାମଧେୟ ଭଡା ଘରେ (ଆବଶ୍ୟ ପରେ ତାହା ପରିଣତ ହୋଇଥିଲା “ସ୍ବରାଜ ଆଶ୍ରମ” ଭାବରେ) ରହୁଥିଲେ ଅବିଭକ୍ତ କଟକ ତଥା ଏବେକାର ଜଗତସିଂହପୁର ଜିଲ୍ଲାର ଖେରସ ଅଞ୍ଚଳର ଜମିଦାର ଶ୍ରୀଯୁକ୍ତ ଗୋକୁଳାନନ୍ଦ ଚୌଧୁରୀ । ଏହି…

ହେ ପ୍ରଭୁ, ଭବିଷ୍ୟତରେ ମୋତେ ଆଉ ପୁଅ ଦିଅନା, ନହେଲେ ସଂସାର ବନ୍ଧନରେ ମୁଁ ଦୁନିଆଁ ଭୁଲିଯିବି . . !

~ ବ୍ରଜସୁନ୍ଦର ଦାସ ~ ଲେଖା: ଅମୃତେଶ ଖଟୁଆ “ଅଶରୀରୀ, ସଞ୍ଜ ପବନ ବଂଶଧାରା ନଈ ସେପାରିରୁ ବହି ଆଣୁଛି ତୁମରି ବାଣୀ – ‘ବାବା ସରି ନାହିଁ ତ।’ ନିର୍ଜନ ଏହି ଦି’ ତାଲାର କୋଠରୀ। କାହାର ଏ ସ୍ଵର? ପୁଣି ବାଜୁଛି କାନରେ, ‘ବାବା ସରିନାହିଁ ତ।’ ତୁମେ ତେବେ ଅଛ? କାଲିପରି…
ଉପସ୍ଥାପନା: ନିରଞ୍ଜନ ସାହୁ ~ ଢିଙ୍କି ~ ଆଗେ ଏମିତି ଗୋଟିଏ ଗାଁ ନଥିବ ଯେଉଁଠି ସାତ ଆଠଟା ଢିଙ୍କି ଦେଖିବାକୁ ମିଳିବ ନାହିଁ ! ତିନି ଚାରି କୁଟୁମ୍ବର ମଝିରେ ମଝିରେ ଗୋଟିଏ ଢିଙ୍କି ଥିବା ଥୟ, ନହେଲେ ଚାଉଳ ଠୁଁ ଆରମ୍ଭ କରି ଚୂନା ପର୍ଯ୍ୟନ୍ତ ପାଇବେ କିମିତି ? ସଂସାର ଚଳିବ…