Physical Address
Sai Samarpanam, Satya Vihar, Bhubaneswar

~ ଭୀମଭୋଇ ଓ ଗୋପବନ୍ଧୁ: ଦୁଇ କବିମନୀଷୀଙ୍କ ଦୃଷ୍ଟି ଓ ଦର୍ଶନ ~ ଲେଖା: ଅଧ୍ୟାପକ ବିଶ୍ଵରଞ୍ଜନ ଓଡ଼ିଶାର ମାଟିରେ ଏଭଳି ଦୁଇ କବି ମନୀଷୀଙ୍କର ଆବିର୍ଭାବ ଘଟିଥିଲା, ଯେଉଁମାନଙ୍କର ବ୍ୟକ୍ତି ଜୀବନ ଉତ୍ତରିତ ହୋଇଥିଲା ବିଶ୍ଵଜୀବନକୁ । ଏହି ଦୁଇ ମହାତ୍ମା ନିଜର ଦୃଷ୍ଟି ଓ ସୃଷ୍ଟି ମାଧ୍ୟମରେ ମାନବିକତାର ଯେଉଁ ମହାମନ୍ତ୍ର ଗାନ କରିଥିଲେ,…

ଲେଖା: ସିଂହାରୀ ଆଲୋକ ଖୁଣ୍ଟିଆ ~ ସ୍ମୃତିରେ ପଣ୍ଡିତ ଗୋପବନ୍ଧୁ ଦାସ ~ “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାନ୍ତୁ ପିଠିରେ, ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଢ଼ ପୁରୁ ତହିଁ ପଡି ମୋ ମାଂସ ହାଡ଼ !” (ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ) ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ…

ଲେଖା: ବୁଦ୍ଧଦେବ ପ୍ରଧାନ ଉଣେଇଶ ଶହ ଅଠେଇଶ ଜୁନ ସତର ତାରିଖ, ତିଥି ଅନୁସାରେ ଆଷାଢ଼ ଅମାବାସ୍ୟା, ନେତ୍ରଉତ୍ସବରେ “ସମାଜ” ସେହିଦିନ ଠାରୁ ଶ୍ରାଦ୍ଧ ପାଳନ କରୁଛି I ଓଡ଼ିଆ ଜାତି ପାଇଁ ସ୍ମୃତି ବହନକାରୀ ସ୍ମୃତିତର୍ପଣ ଦିବସ, ଆତ୍ମସମୀକ୍ଷାର ଦିବସ I ଓଡ଼ିଆ ଜାତିର ଚୀର ନମସ୍ୟ, ଚୀର ପୂଜନୀୟ, ନମସ୍ୟ ଦୂରଦ୍ରଷ୍ଟା ମହାମନୀଷୀ…

ଲେଖା: ଶିବାଶିଷ ମହାପାତ୍ର ଜଣେ ଜମିଦାରଙ୍କ ଘରେ ଜନ୍ମଗ୍ରହଣ କରିଥିଲେ “ଜମି ଉଦାର” ସନ୍ଥ । କଟକର ଏକ ଅନାମଧେୟ ଭଡା ଘରେ (ଆବଶ୍ୟ ପରେ ତାହା ପରିଣତ ହୋଇଥିଲା “ସ୍ବରାଜ ଆଶ୍ରମ” ଭାବରେ) ରହୁଥିଲେ ଅବିଭକ୍ତ କଟକ ତଥା ଏବେକାର ଜଗତସିଂହପୁର ଜିଲ୍ଲାର ଖେରସ ଅଞ୍ଚଳର ଜମିଦାର ଶ୍ରୀଯୁକ୍ତ ଗୋକୁଳାନନ୍ଦ ଚୌଧୁରୀ । ଏହି…

ଲେଖା: ଦେଵ ତ୍ରିପାଠୀ ୧୯୨୦ ସାଲ । ନଇବଢ଼ି ସମୟ । ବନ୍ୟାବିଧ୍ୱସ୍ତ ଜେନାପୁର ଓ ଅନ୍ୟ ଗ୍ରାମଗୁଡିକରେ ବନ୍ୟାପ୍ରପୀଡ଼ିତ ଲୋକଙ୍କ ଅବସ୍ଥା ଦେଖି କାନ୍ଦି ଉଠିଲା ଯାଜପୁରର ତତ୍କାଳୀନ ଡେପୁଟି ମାଜିଷ୍ଟ୍ରେଟଙ୍କ ଦରଦୀ ହୃଦୟ । ସରକାରୀ ସାହାଯ୍ୟକୁ ଅନୁଧ୍ୟାନ କରି ସେତକ ଦେଖି ଯଥେଷ୍ଟ ନୁହେଁ ବୋଲି ଅଧିକ ସାହଯ୍ୟ ନିମନ୍ତେ ଦାବି…

~ ଉତ୍କଳ ସମ୍ମିଳନୀର ୧୨୧ତମ ପୂର୍ତ୍ତିପାଳନ ~ ୩୦ ଡିସେମ୍ବର ୨୦୨୪: ଯାଜପୁର ଜିଲ୍ଲାର ଐତିହାସିକ କଲଣ ଗ୍ରାମରେ ବହୁ ଜାକଜମକରେ ପାଳିତ ହୋଇଯାଇଛି ଓଡ଼ିଆ ଅସ୍ମିତାର ମହାପର୍ବ ! ୧୯୦୩ ମସିହା । ଡିସେମ୍ବର ମାସ ୩୦ ଓ ୩୧ ତାରିଖ । “ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଝରେ…

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (୬ଷ୍ଠ ପର୍ବ) ~ ଆପଣମାନଙ୍କ ସଦିଚ୍ଛା ସ୍ପର୍ଶରେ ସଙ୍ଘାତ ଓ ସଂଘର୍ଷର ଦିନଗୁଡ଼ିକ ଗୋଟିଏ ବୈଶାଖର ଝାଞ୍ଜି ଭଳି ତା ଭିତରେ ଗତି କରି ସାରିବା ପରେ ସୁଦ୍ଧା ବ୍ୟଗ୍ର ଗୋଧୂଳିର ମଧୁର ସଞ୍ଜ ପହରର ମଲ୍ଲୀଫୁଲ ପରି ପୁଣି ଆମ ଉଦ୍ୟମର ସାର୍ଥକ ସୁରଭି ମହକି ଉଠିଛି…

∼ କବି ଲେଖନୀରେ ଜାତି ଐରାବତ ∼ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ ସୂଚୀ । ତଥାପି ତାଙ୍କ କ୍ଷେତ୍ରରେ “ଅବଦାନ” ଏକ କ୍ଷୁଦ୍ର ଅଭିଧା ବୋଲି ପ୍ରତ୍ୟୟ ହୁଏ । #ମଧୁସୂଦନ ଏପରି ଏକ ନାମ ଶୁଣିଲେ ଅବିଭକ୍ତ ଓଡ଼ିଆ ପ୍ରାଣପ୍ରବାହ ମଧ୍ୟରେ ଅମୃତମୟ ସ୍ବାଭିମାନ ସ୍ରୋତ…
ଉପସ୍ଥାପନା: ନିରଞ୍ଜନ ସାହୁ ~ ଢିଙ୍କି ~ ଆଗେ ଏମିତି ଗୋଟିଏ ଗାଁ ନଥିବ ଯେଉଁଠି ସାତ ଆଠଟା ଢିଙ୍କି ଦେଖିବାକୁ ମିଳିବ ନାହିଁ ! ତିନି ଚାରି କୁଟୁମ୍ବର ମଝିରେ ମଝିରେ ଗୋଟିଏ ଢିଙ୍କି ଥିବା ଥୟ, ନହେଲେ ଚାଉଳ ଠୁଁ ଆରମ୍ଭ କରି ଚୂନା ପର୍ଯ୍ୟନ୍ତ ପାଇବେ କିମିତି ? ସଂସାର ଚଳିବ…