Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶ୍ରୀକାନ୍ତ ସିଂହ ଗଙ୍ଗବଂଶୀ ଶାସକଙ୍କ ରାଜତ୍ୱ କାଳରେ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଆଉ ଏକ ଶ୍ରେଷ୍ଠ ନିର୍ମାଣ ହେଉଛି ଗଙ୍ଗେଶ୍ୱରୀ ମନ୍ଦିର l ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବାୟାଳିଶବାଟି ଗ୍ରାମରେ ଏହି ମନ୍ଦିରଟି ଦଣ୍ଡାୟମାନ l ଗଙ୍ଗବଂଶୀ ଶାସକ ଚୋଡ଼ଗଙ୍ଗ ଦେବ, ଲାଙ୍ଗୁଳା ନରସିଂହ ଦେବ ଆଦିଙ୍କର ଇଷ୍ଟଦେବୀ ବା…

ଲେଖା: ଦେଵ ତ୍ରିପାଠୀ ଗୋପଠାରୁ ମାତ୍ର ୩କି.ମି ଦୂରର ବୟାଳିଶବାଟି ଗ୍ରାମ । ସେ ଗ୍ରାମରେ ଅବସ୍ଥିତ ମହାର୍ଘ କାରୁକାର୍ଯ୍ୟରେ ଭରା ଏକ ଭବ୍ୟ ଅଥଚ ଅବହେଳିତ, ଅପାଙ୍କ୍ତେୟ ମନ୍ଦିର ! ପ୍ରାଚୀନଦୀ ଅବବାହିକାରେ ଏହି ସୁନ୍ଦର ମନ୍ଦିରଟି ତତ୍କାଳୀନ ଗଙ୍ଗବଂଶୀ ରାଜାମହାରାଜାଙ୍କ (ଚୋଡ଼ଗଙ୍ଗ, ଲାଙ୍ଗୁଳା ନରସିଂହ ଦେବ ଇତ୍ୟାଦି) ଇଷ୍ଟଦେବୀ ମା’ ଗଙ୍ଗେଶ୍ୱରୀଙ୍କ…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ବଣିବକ୍ରେଶ୍ୱର ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ…

ଲେଖା: ଶ୍ରୀକାନ୍ତ ସିଂହ ଶାକ୍ତ ପରମ୍ପରା ଓ ଉପାସନାରେ ସପ୍ତମାତୃକାଙ୍କ ସ୍ୱରୂପ ଚିତ୍ରଣ ଓ ରୂପ କଳ୍ପନା ପରବର୍ତ୍ତୀ ସମୟରେ ତନ୍ତ୍ର ସାଧନାକୁ ଜନ୍ମ ଦେଇଥିଲା l କୁହାଯାଏ ଶୁମ୍ଭ ନିଶୁମ୍ଭକୁ ନିପାତ କଲାବେଳେ ଦେଵୀ ଦୁର୍ଗାଙ୍କ ଶରୀରରୁ ସପ୍ତମାତୃକାଙ୍କ ଉଦ୍ଗମ ହୋଇଥିଲା ବା ଆବିର୍ଭୁତା ହୋଇଥିଲେ l ଦେବତାଙ୍କ ନାରୀଶକ୍ତି ସ୍ୱରୂପ ହେଉଛନ୍ତି ଏହି…

~ କଳିଙ୍ଗ ସ୍ଥାପତ୍ୟରେ ଶ୍ରୀଗଣେଶ ~ ଲେଖା: ଶ୍ରୀକାନ୍ତ ସିଂହ ‘ଯୋଗେଣ ଯୋଗେଶ୍ଵର ସଦାନନ୍ଦର ତନୟେ, ମନ ଚଇତନ ୟେକତ୍ଵ କଲୁ ଅଜପା ଯୋଗ ଲୟେ । ବିସ୍ତାର ଉଦରେ ଯାହାର ଗ୍ୟାନ ସଚ୍ଚା, ପୃଥୁଳ ଶରୀର ନାଥ ଅଭୟେ କାଳ ବଞ୍ଚା । ଶିଖିପୃଚ୍ଛ ମଉଳି ବତିଶ ଗୁଣେ କଳା, ଭର ହରଷ ନାଥ…

ଲେଖା: ଶ୍ରୀକାନ୍ତ ସିଂହ ~ ତା’ ସାଥେ ମୋର ଭାବ ~ ଏଇ ସନ ଦୋଳପୂର୍ଣ୍ଣିମାରେ ମୋର ଐତିହ୍ୟଦର୍ଶନ ବୁଲାରେ ମୁଁ ପିପିଲି ଜଟଣୀ ରାସ୍ତାରେ ଯାଇ ଚୁଡ଼ାଖିଆ ସୋମନାଥ, କାକୁଡ଼ିଆ ଗୋପୀନାଥ ଦେଖିଲା ପରେ ନିମାପଡ଼ା କାକଟପୁର ରାସ୍ତାରେ ଯାଇ ବୟାଳିଶବାଟିରେ ଗଙ୍ଗେଶ୍ୱରୀ ମନ୍ଦିର ବୁଲି ଦେଖିଲି l ସେଠାରୁ ଫେରିବା ବାଟରେ ଗୋପ…

ଲେଖା: ଅରବିନ୍ଦ ମହାନ୍ତି ପ୍ରଥମ ମାତୃକା ବ୍ରହ୍ମାଣୀ ଦେବୀ ଦୁର୍ଗାଙ୍କୁ ମହିଷାସୁର ସହ ଯୁଦ୍ଧେ ସାହାଯ୍ୟ କରିବା ପାଈଁ ବିଭିନ୍ନ ଦେବତାଙ୍କ ଅଙ୍ଗରୁ ତାଙ୍କ ଶକ୍ତି ସ୍ୱରୁପା ଦେବୀ ମାନେ ପ୍ରକଟିତ ହୋଇଥିଲେ। ସେଥି ମଧ୍ୟରୁ ବ୍ରହ୍ମାଣୀ ହେଲେ ଅନ୍ୟତମା। ବ୍ରହ୍ମାଙ୍କ ଶକ୍ତି ସ୍ୱରୁପା ହେଲେ ଦେବୀ ବ୍ରହ୍ମାଣୀ। ଦେବୀଙ୍କୁ ବ୍ରହ୍ମାଶକ୍ତି ସାବିତ୍ରୀ ରୁପେ ମଧ୍ୟ…