Physical Address
Sai Samarpanam, Satya Vihar, Bhubaneswar

ଲେଖା: ଡ. ଜୟଶ୍ରୀ ନନ୍ଦ ~ ଗଇଁଠା ~ କଳାସାଆନ୍ତେ ଆମର ଖାଦ୍ୟପ୍ରିୟ ସଙ୍ଗୀତପ୍ରିୟ ଋତୁପ୍ରିୟ ଫୁଲପ୍ରିୟ। ବିଭିନ୍ନ ଋତୁରେ ମହାପ୍ରଭୁଙ୍କର ବିଭିନ୍ନ ପର୍ବପର୍ବାଣୀ । ଋତୁ ଅନୁସାରେ ଭିନ୍ନ ଭିନ୍ନ ଫଳ ଫୁଲ ପନିପରିବା ଆଦି ଉତ୍ପାଦନ ହୁଏ । ତେଣୁ ଶୀତ ବର୍ଷା ବସନ୍ତ ଶରତ ଭିନ୍ନ ଋତୁରେ ଯେଉଁ ପର୍ବପର୍ବାଣି ପାଳନ…

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ “ପହିଲିଭୋଗ” ଲାଗି ହୁଏ l ଲୋକବିଶ୍ୱାସ ଅନୁସାରେ ଧନୁସଂକ୍ରାନ୍ତି ଠାରୁ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ମାଆ ମହାଲକ୍ଷ୍ମୀ ପିତ୍ରାଳୟକୁ ଗମନ କରିଥାନ୍ତି l ମାଆ ପିତ୍ରାଳୟ ଯାତ୍ରା କରିଥିବାରୁ ସ୍ନେହମୟୀ ମାଆ ଯଶୋଦା କାଉ କା’ ନ…

ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି ପଢୁ ପଢୁ ଆପଣ ଅନୁମାନ କରିସାରିବେଣି ଆଜି ଆମର କେଉଁ ଏକ ପ୍ରଧାନ ପାରମ୍ପରିକ ପିଠା ଉପରେ ଲେଖା ହେବ । ମଣ୍ଡା ପିଠା ଏକ ଓଡ଼ିଆ ପାରମ୍ପରିକ ପିଠା । ଏହା ପ୍ରତ୍ୟେକ…

ଲେଖା: ଅଶୋକା ନାୟକ ~ ବକୁଳ ଅମାବାସ୍ୟା ~ ପୁଷ ମାସର ଅମାବାସ୍ୟାକୁ ବକୁଳ ଅମାବାସ୍ୟା ବୋଲି ପାଳନ କରାଯାଏ। ବକୁଳ ଅମାବାସ୍ୟା ଦିନ ଖୋଜାପଡେ ଟିକିଏ ଆମ୍ବ ବଉଳ। ଯାହାକୁ ମନ୍ଦିର ଓ ଘରେ ପୂଜା ପାଉଥିବା ଠାକୁରଙ୍କୁ ଆମେ ଗଇଁଠା ସହ ଅର୍ପଣ କରୁ। ଯାହା ଘରେ ଓ ଆଖପାଖରେ ଆମ୍ବଗଛ ଅଛି,…

ଲେଖା: ଅରବିନ୍ଦ ମହାନ୍ତି ~ ପ୍ରେମବିରହର ଯାତ୍ରା ~ ବେନି କ୍ଷେତ୍ରରେ ରଥଯାତ୍ରା ସମୟରେ ବେନି ଦେବତାଙ୍କ ଠାକୁରାଣୀ ମାନେ ଆସି ନିଜ ଅଭିମାନ ପ୍ରକଟ କରନ୍ତି ! ରଥଯାତ୍ରା ତ ନୁହେଁ ୟେ ପ୍ରେମବିରହର ଯାତ୍ରା ! ହଁ ମୁଁ କହୁଛି ଶ୍ରୀକ୍ଷେତ୍ର ଆଉ ଏକାମ୍ର କଥା। ଏହି ଦୁଇ କ୍ଷେତ୍ରରେ ଦୁଇ ମୁଖ୍ୟ…

ଲେଖା: ସତ୍ୟଜିତ ପଣ୍ଡା ~ ହେରାପଞ୍ଚମୀ ~ ହେରାପଞ୍ଚମୀ, ହେରା ଅର୍ଥ ଦେଖିବା, ମାଆ ହେରାପଞ୍ଚମୀ ତିଥିରେ ପ୍ରଭୁଙ୍କୁ ଟିକେ ଦେଖିବେ। ଓଡ଼ିଆ ଘରର ପରମ୍ପରା, ସଂସ୍କୃତି। ସ୍ଵାମୀ ଦୁଃଖଦେଲେ ସ୍ତ୍ରୀ ଟିକେ ରାଗିଯାଇ ରାଗ ସୁଜେଇବା ପାଇଁ କଳି କରେ। ଓଡ଼ିଆ ଘରର କଥା ଏଇ ହେରାପଞ୍ଚମୀ। ଆରେ . . ! ଏ…

ଲେଖା: ଦେଵ ତ୍ରିପାଠୀ ଓଡ଼ିଶାରେ ଅସରନ୍ତି ପର୍ବପର୍ବାଣୀ, ଦାରିଦ୍ର୍ୟ ସତ୍ତ୍ଵେ ସେସବୁ ପର୍ବପର୍ବାଣୀକୁ ନିଷ୍ଠା ଓ ପବିତ୍ରତା ସହିତ ପାଳିବାରେ କୁଣ୍ଠା କରେନି ଓଡିଆଣୀ । ଅଧିକାଂଶ ପର୍ବପାଳନ ହୁଏ ପରିବାରର ମା’ମାନଙ୍କ ଦ୍ଵାରା । ପର୍ବାଣୀ ଗୁଡିକରେ ପୂଜାଉପଚାର ଯେପରି ଭିନ୍ନ, ସେହି ଅବକାଶରେ ପ୍ରସ୍ତୁତ ଖାଦ୍ୟସାମଗ୍ରୀ ମଧ୍ୟ ସ୍ବତନ୍ତ୍ର । ଓଡ଼ିଆଙ୍କ ଇଷ୍ଟଦେବ…