Physical Address
Sai Samarpanam, Satya Vihar, Bhubaneswar

ଲେଖା: ଫ୍ରାନସିସ ଶତପଥୀ ~ ଖୋକାଭାଇ ~ ଭବିଷ୍ୟତରେ ଯଦି ନିରୁତା କଟିକିଆଙ୍କୁ ନେଇ ସଂକଳନଟିଏ ହୁଏ, କିମ୍ବା ନବାଙ୍କୁରିତ କଟକର ଇତିହାସ କେବେ ଲେଖାଯାଏ ତେବେ ଖୋକାଭାଇଙ୍କ ନାଁ ତ ପ୍ରଥମେ ରହିବ ହିଁ ରହିବ। ସଙ୍ଗୀତର ମୁର୍ଚ୍ଛନା ଠାରୁ ଆରମ୍ଭ କରି ସାହିତ୍ୟର ସର୍ଜନା ସବୁଠିଁ ନିଜର ଯାଦୁକରୀ ଦେଖାଇଛନ୍ତି ତଥା ନିଜର…

ଲେଖା: ଅମ୍ବିକା ପଟ୍ଟନାୟକ “ତହୁଁ କାଞ୍ଜି ଗଲା ଖରେ, ଯାଇ ପଶିଲା ସେ ଗଉଡ଼ ଘରେ ଏଣେ ଗଉଡ଼ୁଣୀ ତେଣେ ଗଉଡ଼ କାଞ୍ଜିକି ଦେଲେ ବାହୁଙ୍ଗି ମାଡ଼ କି ବାହୁଙ୍ଗି ମାଡ଼ l ତହୁଁ କାଞ୍ଜି ଗଲା ଖରେ ଯାଇ ପଶିଲା ସେ କରଣ ଘରେ କରଣ ଘରେ ଦେଖି କଲମ କା.. ଞ୍ଜି.. ର…

ଲେଖା: ମାମାପ୍ରବା ଉଗିଷୁ କଟିକିଆଙ୍କୁ ଚିହ୍ନିବ କିପରି ? ଦହିବରା ଆଳୁଦମ୍ କହେ: ଚିହ୍ନିବାର ସରଳ ଉପାୟ ହେଲା: ସ୍ପେନ୍ ଷଣ୍ଢକୁ ନାଲି କପଡା ଦେଖଉଥିବା ଲୋକଗୁଡାକ ହିଁ କଟିକିଆ ! ସେ ନେତାଜୀ ହୁଅନ୍ତୁ ବା ଖୋକା ଭାଇ, ନିଜ ନିଜ କ୍ଷେତ୍ରରେ ସେମାନେ ନିଜ ନିଜର ଛାପ ଛାଡି ଯାଇଛନ୍ତି ! ଯାହା…

ଲେଖା: ଫ୍ରାନସିସ୍ ଶତପଥୀ କଟକକୁ ଭଲପାଉଥିବା, କଟକକୁ ଜୀଇଁଥିବା, କଟକର ନାଁ ରଖିଥିବା ମଣିଷଙ୍କ ନାଁ ଯଦି ନିଆଯାଏ, ତେବେ ଅକ୍ଷୟ ମହାନ୍ତିଙ୍କ ବିନା ସେ ଅପୂର୍ଣ୍ଣ ରହିବ ନିଶ୍ଚୟ। ଯା’ର ଚାଲି କଟକୀ, ବୋଲି କଟକୀ, ପ୍ରେମ କଟକୀ ଆଉ ନଖରାମି ବି କଟକୀ । ଏଇ ଐତିହାସିକ ସହରର ଗଳିକନ୍ଦିକୁ ଅତି ପାଖରୁ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ କଟକ ଶବ୍ଦର ବ୍ୟାଖ୍ୟା: କଟ=ବେଷ୍ଟନ କରିବା+କର୍ତ୍ତୃ. ଅକ ଏ ଶବ୍ଦର ସଂସ୍କୃତ ବିଶେଷ୍ୟ ହିସାବରେ ଯେଉଁ ଅର୍ଥ ସବୁ ଭାଷାକୋଷରେ ଅଛି ତାହା ଏଠାରେ ଦିଆଗଲା …. ୧●ସାନୁ; ପର୍ବତର ମଧ୍ୟଦେଶ★ ୨● ବଳୟ; ହାତଖଡ଼ୁ ୩●ଗୋଡ଼ଖଡ଼ୁ ୪●ଚକ୍ର ★ ୫● ନଗର; ରାଜଧାନୀ★ ୬●ସୈନ୍ୟ★ ୭●…

ଲେଖା: ଦେଵ ତ୍ରିପାଠୀ “ମୁଁ ଜାଣେ ମୋ ସପନ ଦିନେ ସତ ହୋଇବ, ମୋ ମନର ରୂପାଡ଼ାଳେ ସୁନାଫୁଲ ଫୁଟିବ ।” ସପନ ଦେଖିଥିଲା ସେଇ ୨୧ ବର୍ଷର ଯୁବକଟି, ରଙ୍ଗୀନ ଦୁନିଆଁରେ ପାଦ ଥାପିବା ପାଇଁ, ସେଇ ସପନ ହିଁ ତାକୁ ମୟୁରଭଞ୍ଜର ଅଖ୍ୟାତ ନୂଆଗାଁ ମାଟିରୁ ଟାଣି ଆଣିଥିଲା କଟକ ମାଟିକୁ !…

ଲେଖା: ଦେଵ ତ୍ରିପାଠୀ ଥିଲେ ଜଣେ ମହାନ ନାଟ୍ୟକାର । ଜଣେ ସରଳ ଗ୍ରାମ୍ୟ ବାଳିକାର ଏକ ଜଟିଳ ଭବିତବ୍ୟ ଭିତରେ ବଡ ହୋଇ ଉଠିବାର ଏକ ବହୁକୋଣୀୟ ଅଭିଜ୍ଞତାକୁ ନେଇ ସେ ରଚିଥିଲେ ‘ନଷ୍ଟଉର୍ବଶୀ’ ନାଟକ । ସେଇ ଉପଜୀବ୍ୟ କାହାଣୀର କଥାବସ୍ତୁ ଯେତିକି ଗ୍ରାମ ଆଉ ସହର ସହିତ ସଂପୃକ୍ତ ସେତିକି ପ୍ରେମ…

ଲେଖା: ଦେଵ ତ୍ରିପାଠୀ ଆକାଶବାଣୀ । ଖବର ପଢୁଛନ୍ତି ଯତୀନ୍ ଦାସ୍ । ଅଶୀ ଦଶକର କଥା । ଗୌରୀଶଙ୍କର ପାର୍କ ପଢିହାରୀ ପାଠାଗାର ଛାତରେ ସ୍ଥାପିତ ମାଇକ୍’ରୁ ଭାସିଆସେ ସାନ୍ଧ୍ୟକାଳୀନ ସମ୍ବାଦ, ଏକ ଗୁରୁଗମ୍ଭୀର ସମ୍ଭ୍ରାନ୍ତ ସ୍ବରରେ . . “ଆକାଶବାଣୀ କଟକ ! ଖବର ପଢୁଛନ୍ତି ଉପେନ୍ଦ୍ର କୁମାର ପାହାଡ଼ସିଂ . .…