Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ଇଏ ହଜିଲା ଦିନର କଥା । ବର୍ଷାଦିନେ ବଦଳି ଯାଉଥିଲା ଗାଁ ଭୂଇଁର ଭୂଗୋଳ । ପଚା କାଦୁଅର ଗାଁ ଦାଣ୍ଡ, ଚାରିଆଡ଼େ ପାଣିର ପ୍ରାଚୁର୍ଯ୍ୟ, ଫସଲର ଶ୍ୟାମଳ ସଙ୍ଗୀତ, ପିଢ଼ାରେ କଖାରୁଲଟା, ବାଡ଼ିରେ ଜହ୍ନିଫୁଲ, ଗୋବରଖାତ ପାଖରେ ରଙ୍ଗଣି ଓ ହରଗଉରା, ବର୍ଷାପୁଷ୍ଟ ଅଗଣିତ ଲତାକୁଞ୍ଜରେ ଫୁଲର ସମ୍ଭାର ।…

ଲେଖା: ଶିଶିର ସାହୁ ମନୋଜ ~ ମା’ ମଙ୍ଗଳା: ଓଡ଼ିଶାର ତଥା ନୌଯାତ୍ରାର ଅଧିଷ୍ଠାତ୍ରୀ ଦେଵୀ ~ ଆମ କଳିଙ୍ଗୋଡ୍ରତ୍କଳରେ ନୌଵାଣିଜ୍ୟ ପରମ୍ପରାର ଅଧିଷ୍ଠାତ୍ରୀ ମା’ ମଙ୍ଗଳା । କଳିଙ୍ଗ ଦେଶର ସାଧଵମାନେ ବୋଇତ ଦେଇ ଯାତ୍ରା ଆରମ୍ଭ କରିଵା ସମୟରେ ମା’ ମଙ୍ଗଳାକୁ ସ୍ମରଣ କରୁଥିଲେ ତାଙ୍କର ଆରାଧନା କରୁଥିଲେ । ଗୋପୀନାଥ ଦାସ…

ଲେଖା: ଦେଵ ତ୍ରିପାଠୀ “ସିଂହଳ ଦ୍ଵୀପରୁ ଚାରୁ ମଙ୍ଗଳା ମୂରତି, ଅଣାଇ ନିଜ ନଗରେ ନରେନ୍ଦ୍ର ସୁମତି ।।” ସରସ୍ବତୀ ଦାମୋଦର ମିଶ୍ରଙ୍କ #ଭଞ୍ଜକନିକା କାବ୍ୟର ନାୟକ #ନରେନ୍ଦ୍ର_ସାଧବ ଯେ କେବଳ #ସିଂହଳ ଦ୍ଵୀପରୁ ମା’ ମଙ୍ଗଳାଙ୍କ ମୂର୍ତ୍ତି ଆଣି ଉତ୍କଳର ପବିତ୍ର ମାଟିରେ ଥାପନା କରିଥିଲେ ଏବଂ ତାଙ୍କରି ନାମ ଅନୁସାରେ ପ୍ରାଚୀନ ଉତ୍କଳର…

ଲେଖା: ବନ୍ଧନ ଦଳେଇ ଓଡିଆ ନାଟ୍ୟ ସାହିତ୍ୟର ବିକାଶରେ ଲୀଳା, ସୁଆଙ୍ଗ, ଗୀତିନାଟ୍ୟ, ଗୀତାଭିନୟ ନୃତ୍ୟଗୀତ ଉତ୍କଳୀୟ ନାଟ୍ୟକଳାର ଶ୍ରେଷ୍ଠ ନିଦର୍ଶନ ଏଥିରେ ସନ୍ଦେହ ନାହିଁ। ଏସବୁ ଉତ୍କଳୀୟ ନାଟ୍ୟ ପରମ୍ପରାର ଅଗ୍ରଗତି କରାଇବାରେ ଯାହାଙ୍କ ବିଶିଷ୍ଟ ଭୂମିକା ରହିଛି, ସେ ହେଉଛନ୍ତି ଗଣକବି ବୈଷ୍ଣବ ପାଣି। କଟକ ଜିଲ୍ଲା ବିରୂପାନଦୀ କୂଳସ୍ଥ ମାହାଙ୍ଗା ଥାନା…