Physical Address
Sai Samarpanam, Satya Vihar, Bhubaneswar

~ ପୁରୁଷସିଂହ ମଧୁସୂଦନ ~ ଲେଖକ : ବାଳକୃଷ୍ଣ କର ଦେଶର ପାରିପାର୍ଶ୍ବିକ ଅବସ୍ଥା ଓ ଅନୁକୂଳ ଜଳବାୟୁ ତାହାର ଜନନାୟକ ସୃଷ୍ଟି କରିବାରେ ସହାୟତା କରି ବ୍ୟକ୍ତିବିଶେଷଙ୍କର ସୁପ୍ତ ସମ୍ଭାବନାକୁ ଜାଗ୍ରତ ବାସ୍ତବରେ ପରିଣତ କରେ, ପ୍ରଚ୍ଛନ୍ନ ଶକ୍ତିକୁ ପରିସ୍ଫୁଟ କରେ, ଉଚ୍ଚକୁ ଉଚ୍ଚତର କରେ, ମହୀୟାନକୁ ଆହୁରି ମହୀୟାନ୍ କରେ; ମାତ୍ର, #ପୁରୁଷସିଂହ…

~ ଏକାମ୍ରକ୍ଷେତ୍ର ଓ ଉତ୍କଳଗୌରବ ମଧୁସୂଦନ ~ ଲେଖା: ଅମୃତେଶ ଖଟୁଆ ସମୟର ବାଲୁକାରାଶିରେ ଅଙ୍କିତ ଅଗଣିତ ପଦଚିହ୍ନ– କେତେ ଜଣା, କେତେ ଅଜଣା; କେତେ ପୁଣି ହୋଇଯାଆନ୍ତି ବିସ୍ମୃତ ଓ ବିଲୁପ୍ତ । କିନ୍ତୁ କିଛି ରହିଯାଇଥାନ୍ତି ନିଜ ଏକକ ଅସ୍ତିତ୍ବକୁ ଜାହିର କରିବାର ପଣ ନେଇ, ସମୟରୁ ସମୟାନ୍ତର ଯାଏଁ । ସେହିମାନେ…

ସେ ଥିଲେ ଓଡ଼ିଆ ଜାତୀୟ ଜୀବନର ମନ୍ତ୍ରଦାତା, ଦିଗହରା ଓଡ଼ିଆ ଜନଜୀବନର ମୁକ୍ତିଦାତା। ପ୍ରାତଃସ୍ମରଣୀୟ ତ୍ରାଣକର୍ତ୍ତା । ଅସ୍ମିତା ଓ ସ୍ବାଭିମାନର ସିଂହପୁରୁଷ । ସେ ଥିଲେ ଏ ଜାତି ଓ ମାଟିର ଗୌରବ । ପୁଣି ଆପଣା ମାଟିର ଯଶଗୌରବର ମାର୍ଫତଦାର, ପ୍ରଭାବଶାଳୀ ପ୍ରତିନିଧି । ସେ ଥିଲେ ମାଟିର ସେନାପତି, ଅଦମନୀୟ ଯୋଦ୍ଧା । ଓଡ଼ିଶା ଏବଂ ଓଡ଼ିଆଙ୍କ ସ୍ବାର୍ଥରକ୍ଷା ଥିଲା ତାଙ୍କ ଜୀବନର ବ୍ରତ । ଏହି ଜାତି, ମାଟିର ଉତ୍ଥାନ ପାଇଁ ସେ ନିଜର ସର୍ବସ୍ୱ ସମର୍ପି ଦେଇଥିଲେ । ପ୍ରାପ୍ତି-ଅପ୍ରାପ୍ତିର ହିସାବ କେବେ ରଖିନଥିଲେ । ବ୍ୟକ୍ତିଗତ ପ୍ରାପ୍ତି ତାଙ୍କ ପାଇଁ ମୂଲ୍ୟହୀନ ଥିଲା । ସେ ଉତ୍କଳଗୌରବ, କୁଳବୃଦ୍ଧ ମଧୁବାବୁ I କବି ମାୟାଧର ମାନସିଂହଙ୍କ କଲମ ମୁନରେ ଏ ମାଟିର ଇଷ୍ଟପୁରୁଷ . .
ତାଙ୍କ ଆଖି କେବଳ ଓଡ଼ିଶା ଓ ଓଡ଼ିଆଙ୍କ ଉନ୍ନତିର ସ୍ୱପ୍ନ ଦେଖୁଥିଲା । ତାଙ୍କ କାନ ଶୁଣୁଥିଲା ଓଡ଼ିଶାର ଅତୀତ ଗୌରବ ଗାଥା ।

~ ଉତ୍କଳ ସମ୍ମିଳନୀର ୧୨୧ତମ ପୂର୍ତ୍ତିପାଳନ ~ ୩୦ ଡିସେମ୍ବର ୨୦୨୪: ଯାଜପୁର ଜିଲ୍ଲାର ଐତିହାସିକ କଲଣ ଗ୍ରାମରେ ବହୁ ଜାକଜମକରେ ପାଳିତ ହୋଇଯାଇଛି ଓଡ଼ିଆ ଅସ୍ମିତାର ମହାପର୍ବ ! ୧୯୦୩ ମସିହା । ଡିସେମ୍ବର ମାସ ୩୦ ଓ ୩୧ ତାରିଖ । “ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଝରେ…

∼ କବି ଲେଖନୀରେ ଜାତି ଐରାବତ ∼ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ ସୂଚୀ । ତଥାପି ତାଙ୍କ କ୍ଷେତ୍ରରେ “ଅବଦାନ” ଏକ କ୍ଷୁଦ୍ର ଅଭିଧା ବୋଲି ପ୍ରତ୍ୟୟ ହୁଏ । #ମଧୁସୂଦନ ଏପରି ଏକ ନାମ ଶୁଣିଲେ ଅବିଭକ୍ତ ଓଡ଼ିଆ ପ୍ରାଣପ୍ରବାହ ମଧ୍ୟରେ ଅମୃତମୟ ସ୍ବାଭିମାନ ସ୍ରୋତ…
ଉପସ୍ଥାପନା: ନିରଞ୍ଜନ ସାହୁ ~ ଢିଙ୍କି ~ ଆଗେ ଏମିତି ଗୋଟିଏ ଗାଁ ନଥିବ ଯେଉଁଠି ସାତ ଆଠଟା ଢିଙ୍କି ଦେଖିବାକୁ ମିଳିବ ନାହିଁ ! ତିନି ଚାରି କୁଟୁମ୍ବର ମଝିରେ ମଝିରେ ଗୋଟିଏ ଢିଙ୍କି ଥିବା ଥୟ, ନହେଲେ ଚାଉଳ ଠୁଁ ଆରମ୍ଭ କରି ଚୂନା ପର୍ଯ୍ୟନ୍ତ ପାଇବେ କିମିତି ? ସଂସାର ଚଳିବ…

~ ବାସୁଦେବ ସୁଢ଼ଳଦେବ ~ ଲେଖା: ନିରଞ୍ଜନ ସାହୁ ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ, କିଏ ଛଳକପଟରେ, ଆଉ କିଏ ବା ବିଧିପ୍ରେରିତ ! ବାମଣ୍ଡା ରାଜା ବ୍ରଜସୁନ୍ଦର ଦେଵ ଥିଲେ ଅପୁତ୍ରିକ। ତେଣୁ ଗ୍ରହଣ କରିନେଲେ ବାସୁଦେବଙ୍କୁ ପୋଷ୍ୟପୁତ୍ର ଭାବରେ ସାନଭାଇ ହରିହର ବଡ଼କୁଅଁରଙ୍କ ଠାରୁ ।…
ଲେଖା: ଅମ୍ବିକା ପଟ୍ଟନାୟକ ~ ଅକାରଣେ ନିନ୍ଦିତ ଗଜପତି ପ୍ରତାପରୁଦ୍ର ଦେବ ~ 1479ର କଥା l ପରମହଂସନାଥ ମହାଦେବଙ୍କ ଦର୍ଶନ ନିମିତ୍ତ ଓଡ଼ିଶା ଗଜପତି ପୁରୁଷୋତ୍ତମ ଦେବ ଆସନ୍ନ ପ୍ରସବା ପଦ୍ମାବତୀ ପାଟ ମହାଦେଈଙ୍କ ସହ ଯାଉଛନ୍ତି l ମନ୍ଦିର ନିକଟରେ ପାଟମହାଦେଈଙ୍କ ପ୍ରସବ ବେଦନା l ପୁତ୍ରବଧୂତୁଲ୍ୟା ପାଟମହାଦେଈଙ୍କ ଉଲଗ୍ନ ଶରୀର ଦେଖିବେ…

~ ଉପକଣ୍ଠର କଟକ: ପୁରୁଷୋତ୍ତମପୁର ~ ଲେଖା: ଅମୃତେଶ ଖଟୁଆ ମେଘସୁନ୍ଦର ଶ୍ରାବଣର ଘନଭୂରୁ ତଳେ ଅଳସ ଭାଙ୍ଗିଲାଣି ଭୋଦୁଅର ସକାଳ । ପ୍ରକୃତିସ୍ଥ ପ୍ରଭାତରେ ସଜାଗ ପ୍ରଶାନ୍ତିକୁ ପାଥେୟ କରି ନିରନ୍ତର ଶାନ୍ତିକାମୀ ମଣିଷ ଓ କଲ୍ୟାଣକାମୀ ଜୀବଜଗତର ଚେତନାରେ ଅଫୁରନ୍ତ ଉଚ୍ଛ୍ଵାସର ଆବାହନ । ସକାଳର ପୂର୍ବସ୍ମୃତିରେ ଗତରାତିରୁ ହିଁ ସେହି ଅପେକ୍ଷାରତ…

ସୌରଭିତ ସୃଷ୍ଟି: ଜାତୀୟଗୌରବ କୁଳବୃଦ୍ଧ ମଧୁସୂଦନ ଦାସ କିଏ କହେ ତାଙ୍କୁ ଶତାବ୍ଦୀର ସୂର୍ଯ୍ୟ, କିଏ କହେ ଜାତିଐରାବତ, କିଏ କହେ ଉତ୍କଳଗୌରବ, କିଏ କହେ ଓଡ଼ିଶାର ମୁକୁଟବିହୀନ ସମ୍ରାଟ, କିଏ କହେ ଏ ଜାତି ଗାଲମାଧବ, କିଏ କେତେ କ’ଣ ଉପାଧି/ନାମରେ ନାମିତ କରାନ୍ତି ସେହି ଉତ୍କଳ ଖଣ୍ଡର ଅଗ୍ର ସାରଥୀଙ୍କୁ ! ତେବେ ଏ ଜାତିର ପ୍ରମୁଖ ଭାଷ୍ୟକାର ଆମର…