Search Results for କୁଜଙ୍ଗଗଡ଼

ସଖୀବଟ

ଲେଖା: ପୁଷ୍ପାଞ୍ଜଳି ପଣ୍ଡା ~ ଶ୍ରୀ ସିଦ୍ଧବଳଦେବଜୀଉଙ୍କ ସଖୀବଟ ~ ପୁରୀ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥଙ୍କ ଲାଗି ଶ୍ରେଷ୍ଠକ୍ଷେତ୍ରର ମାନ୍ୟତା ପାଉଥିଲା ପରି ପରି ତୁଳସୀକ୍ଷେତ୍ର କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉଙ୍କ ଲାଗି ପ୍ରସିଦ୍ଧ । ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବ ମଣିବ୍ରହ୍ମ, ଶିଳାବିଗ୍ରହ ଯାହା ଅନ୍ୟତ୍ର ବିରଳ। ଅନେକ ପୌରାଣିକ ତଥ୍ୟାବଳୀ ଓ କିମ୍ବଦନ୍ତୀ ଏ କ୍ଷେତ୍ର କୁ…

କୁଜଙ୍ଗ

ଲେଖା: ଜିତ ରାଉତ ~ କୁଜଙ୍ଗ ଗଡ଼ ~ ଅତୀତରେ ଉପକୂଳ ଓଡିଶାରେ ଖଣ୍ଡାୟତମାନଙ୍କ ଦ୍ୱାରା ଅନେକ ସାମୁଦ୍ରିକ ଗଡ଼ ଗୁଡିକ ନିର୍ମାଣ ହେଇଥିଲା । ଏହା ଦ୍ୱାରା ଶତ୍ରୁର ଆକ୍ରମଣକୁ ପ୍ରତିହିତ କରିବା ସହିତ ନିଜ ଶକ୍ତିଶାଳୀ ନୌବାହିନୀ ସାହାଯ୍ୟରେ ଦକ୍ଷିଣପୂର୍ବ ଏସିଆ ରାଷ୍ଟ୍ରଗୁଡିକ ଉପରେ ଉପନିବେଶ ସ୍ଥାପନା କରିପାରୁଥିଲେ। ଏହି ସାମୁଦ୍ରିକ ଗଡ଼ମାନଙ୍କ…

କନିକା

ଲେଖା: ଦେଵ ତ୍ରିପାଠୀ ଉତ୍କଳ ଗଜପତିଙ୍କ ଶାସନାଧୀନ ଅଞ୍ଚଳ ହେଲେ ହେଁ #କନିକା ଥିଲା ସ୍ବତନ୍ତ୍ର ଗୁରୁତ୍ବର ଅଧିକାରୀ ! ଉତ୍କଳର ସାମରିକ ଇତିହାସରେ କନିକାର ଶହେ ଆହୁଲା ବିଶିଷ୍ଟ ରଣତରି ଯେ କିଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିଲା, ତାହା ବ୍ରିଟିଶ ଐତିହାସିକ #ହାମିଲଟନଙ୍କ ପ୍ରଶଂସମୁଖରିତ ବିବରଣୀରୁ ଜଣାପଡ଼େ ! କନିକା ମାଟିର ବୀରତ୍ବର…