Search Results for କାଳିନ୍ଦୀ ଚରଣ ପାଣିଗ୍ରାହୀ

କାଳିନ୍ଦୀଚରଣ ପାଣିଗ୍ରାହୀ

ଲେଖା: ନିରଞ୍ଜନ ସାହୁ ଯଶସ୍ଵୀ ଓ ସଫଳ ସ୍ରଷ୍ଟା ପଦ୍ମଭୂଷଣ ଡ. କାଳିନ୍ଦୀଚରଣ ପାଣିଗ୍ରାହୀ । ପ୍ରଥମ ବିଶ୍ୱଯୁଦ୍ଧ (୧୯୧୪-୧୮) ଓ ଦ୍ଵିତୀୟ ବିଶ୍ଵଯୁଦ୍ଧ (୧୯୩୯-୪୫)ର ମଧ୍ୟବର୍ତ୍ତୀ କାଳ । ଅତି ନିର୍ଦ୍ଦୟ ଭାବରେ ପୃଥିବୀକୁ କ୍ଷତବିକ୍ଷତ କରିଥିଲା ଏହି ଦୁଇ ମହାଯୁଦ୍ଧ। ଫଳତଃ ସମଗ୍ର ବିଶ୍ଵ ସମୁଦାୟରେ ମୁକ୍ତି ପାଇଁ ଆତୁରତା ଓ ଶାନ୍ତି…

ଭଗବତୀ ଚରଣ ପାଣିଗ୍ରାହୀ

ଲେଖା: ନିରଞ୍ଜନ ସାହୁ ~ ଭଗବତୀ ଚରଣ ପାଣିଗ୍ରାହୀ ~ ୧୯୧୭ ମସିହା ପରେ ପରେ ଅର୍ଥାତ୍ ସୋଭିଏତ ଋଷର ଅକ୍ଟୋବର ବିପ୍ଳବର ପୃଷ୍ଠଭୂମି ଉପରେ ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟର ସୂତ୍ରପାତ ହୁଏ ସମଗ୍ର ବିଶ୍ଵରେ । ବିଶ୍ୱବାସୀଙ୍କ ମନରେ ସୃଷ୍ଟି କରାଏ ନୂତନ ପ୍ରତ୍ୟୟ, ଆଶା ଓ ଆଶ୍ଵାସନା । ମୁକ୍ତି, ସ୍ଵାଧୀନତା ଓ…

କିଶୋରୀ ଚରଣ ଦାସ

~ କିଶୋରୀ ଚରଣ ଦାସ ~ ଲେଖା: ଅମୃତେଶ ଖଟୁଆ “କଥା, ଲୁହ ଓ ହସର ଭାଷା ତଳେ ଯେଉଁ ଅଦୃଶ୍ୟ ଚେତନ ଗୋବର ଗଦା ରହିଛି ତା’ର ସନ୍ଧାନ ପାଇଛ ? ସେଥିରୁ କେତେବେଳେ କେତେ ରକମର ବାଷ୍ପ ବାହାରେ ତା’ର ହିସାବ ରଖିଛ ? ପାରିବ ନାହିଁ। ତୁମ ଗୋବର ଗଦା ତା’…

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି ଗୁଡ଼ିକ ସହିତ ହିଁ ତାହାର । ସମ୍ବନ୍ଧ ରହିଥାଏ ଓ ଯାବତୀୟ ଲୋକନ ଏବଂ ଅବଲୋକନ ସହ ସମାଜକୁ ଆୟତନ ରୂପେ ଗ୍ରହଣ କରି ଆପଣାକୁ ସମ୍ଭବ କରାଇବାରେ ଲାଗିଥାଏ। ଆମ ଓଡ଼ିଆ ସାହିତ୍ୟକୁ…

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ ଦଣ୍ଡବତ ପ୍ରଣାମର ବହୁ ଉର୍ଦ୍ଧ୍ଵରେ ! ସଂଗ୍ରାମୀ ଅଭିବାଦନ ଜଣାଉଛି। ଏ ଅଭିବାଦନ କେବଳ ମୋ’ର ନୁହେଁ, ସମଗ୍ର ଭାରତବର୍ଷର ! ତମେ ଯେ ଏ ଦେଶର ସର୍ବକନିଷ୍ଠ ଶହୀଦ ! ବାଜି, ତମକୁ…

ମନମୋହନ ମହାପାତ୍ର

~ ମନମୋହନ ମହାପାତ୍ର ~ ଲେଖା: ଅମୃତେଶ ଖଟୁଆ ଜୀବନ ସ୍ଵତଃ ଚଳମାନ । ଏହାର ପ୍ରଚ୍ଛନ୍ନ ସୃଜନଶିଳ୍ପୀର କଳାତ୍ମକ ନିଦର୍ଶନରେ ବିଧିବଶ ଯେଉଁ ଚିତ୍ରଣର ସମୀଚୀନ ସୂତ୍ରପାତ ପୂର୍ବତଃ ଘଟସୂତ୍ର ହୋଇ ବିହିତ ପ୍ରସଙ୍ଗକ୍ରମେ ଆନୁକୂଲ୍ୟ ଘେନି ରହିଥାଏ, ତାହା ଯେପରି ଏହାକୁ ସାର୍ଥକତା ପ୍ରତି ନିଶ୍ଚିତଭାବ ପ୍ରଦାନ କରିବ । ଓଡ଼ିଆ ଜନମାନସର…

ବାଙ୍କୀରାଣୀ

ଲେଖା: ଶିଶିର ସାହୁ ମନୋଜ ~ ବାଙ୍କୀରାଣୀ ଶୁକଦେଇଙ୍କ ବୀରତ୍ୱ ଗାଥା ~ ବହୁ ବର୍ଷ ତଳର କଥା . . ପୂର୍ବ ଓଡ଼ିଶାର ବାଙ୍କୀ ଓ ଖୋର୍ଦ୍ଧା ପରସ୍ପରର ପଡୋଶୀ ରାଜ୍ୟ । ସୀମାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବହୁକାଳରୁ ବିବାଦ ହେଉଥାଏ । ବାଙ୍କୀ ରାଜ୍ୟଟି ଖୋର୍ଦ୍ଧା ଅପେକ୍ଷା ଆକାରରେ ତଥା…

ଓଡି଼ଆ ପର୍ଯ୍ୟଟନ ସାହିତ୍ୟ

ଉପସ୍ଥାପନା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ଶେଷବେଳକୁ ଭାରତରେ ନବଯୁଗର ପ୍ରବର୍ତ୍ତନ ହେଲା କହିଲେ ଅତ୍ୟୁକ୍ତି ହେବନାହିଁ । ଶିକ୍ଷାର ପ୍ରସାର, ଗମନାଗମନର ସୁବିଧା, ଡାକବ୍ୟବସ୍ଥାର ଉନ୍ନତି, ମୁଦ୍ରଣଯନ୍ତ୍ରର ସ୍ଥାପନ ହେତୁ ବିଭିନ୍ନ ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ମାନସିକ ନୈକଟ୍ୟ ସ୍ଥାପିତ ହେଲା । ସାମାଜିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ସଞ୍ଚାରିତ ହେବା ସହ ଜାତିଗତ ବନ୍ଧନ,…

ବିଦ୍ୟୁତପ୍ରଭା ଦେବୀ

~ ବିଦ୍ୟୁତପ୍ରଭା ଦେବୀ ~ ଲେଖା: ଅମୃତେଶ ଖଟୁଆ “ତୁମେ –      ଆସିଲେ ଅଚିରାତେ,      ଉଗ୍ର ପଦାଘାତେ ବହ୍ନିଶିଖା ଜାଳି ଘୋଟଇ ଘୋର ତ୍ରାସ-              ତୁମରି ପ୍ରତାପରେ,              ବିଶ୍ଵ ଥରହରେ, ନାଚଇ ବାଲୁ-ବୁକେ କୁହୁକ ଜଳାଭାସ। ଯେଦିନ ପୁଣି ଆସ, ଖେଲାଇ ଘନ ରାସ ଧରଣୀ-କାନେ ପଡେ ବରଷା ଗୀତ…

ନିତ୍ୟାନନ୍ଦ ମହାପାତ୍ର

ଲେଖା: ନିରଞ୍ଜନ ସାହୁ ୧୯୩୦ ମସିହା ମାର୍ଚ୍ଚ ମାସ ୨୦ ତାରିଖ। ବାଲେଶ୍ଵର ଜିଲ୍ଲାର ଇଞ୍ଚୁଡିରେ ଲୁଣମରା ଅଭିଯାନ । ଶହ ଶହ ସତ୍ୟାଗ୍ରହୀଙ୍କ ମେଳରେ ଜଣେ ୧୮ ବର୍ଷର ବାଳକ । ଇଂରେଜ ଫଉଜର ସାମନା କରି ଗିରଫ ହୋଇଗଲେ। ଜେଲଦଣ୍ଡ ଭୋଗିଲେ ଏକ ବର୍ଷ ପାଇଁ, କଟକ ଜେଲ୍’ରେ ସହବନ୍ଦୀ ଥିଲେ ହରେକୃଷ୍ଣ…