Physical Address
Sai Samarpanam, Satya Vihar, Bhubaneswar

ଗବେଷଣା ଓ ଲେଖା: ଶିଶିର ମନୋଜ ସାହୁ ~ ଗହ୍ମାପୂର୍ଣ୍ଣିମାରେ ବଳଦେଵଙ୍କ ଜନ୍ମ ଉତ୍ସଵ ଓ ରକ୍ଷାବନ୍ଧନ ପରମ୍ପରା ~ ଓଡ଼ିଶା ସମେତ ପୂର୍ଵଭାରତର ଵିଭିନ୍ନ ସ୍ଥାନରେ ଶ୍ରାଵଣ ମାସର ପୂର୍ଣ୍ଣିମା ତିଥିକୁ ଗହ୍ମାପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଶ୍ରାଵଣ ପୂର୍ଣ୍ଣିମା ଦିନ କୃଷ୍ଣଙ୍କର ବଡ଼ ଭାଇ ବଳରାମଙ୍କ ଜନ୍ମ ହୋଇଥିଲା ବୋଲି ପୁରାଣରେ…

ଲେଖା: ଅକ୍ଷୟ ଓଝା ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନଙ୍କର ପର୍ବ ରୂପେ ବିବେଚନା କରାଯାଏ । ଏହି ଦିନ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି । ଏହା ସହ ସେମାନେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା…

~ ବଳରାମ ଦାସ କୃତ ‘ଲକ୍ଷ୍ମୀ ପୁରାଣ’ର ସାଂସ୍କୃତିକ ଭୂମିକା ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରନ୍ତି, ଯାହା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାର୍ଗଶିର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ । ଚାଷୀ ତା’ ର ଖଳାକୁ ଧାନହଳା ଆଣିଥାଏ…

ଲେଖା: ଡ. ଜୟଶ୍ରୀ ନନ୍ଦ ~ ତୁଳସୀ ଚଉଁରା ~ ଶ୍ରୀତୁଳସୀ ପ୍ରତିଘରେ ପୂଜା ପାଆନ୍ତି। ସୁଖ ଶାନ୍ତି ପ୍ରଦାୟିନୀ । ଓଡିଆ ଘରରେ ପ୍ରତିଦିନ ପ୍ରଥମ ପୂଜା ଆରମ୍ଭ ମାଆ ବୃନ୍ଦାବତୀଙ୍କ ପାଖରେ ହୁଏ । ଶ୍ରୀଜଗନ୍ନାଥଙ୍କର ଅତିପ୍ରିୟ ତୁଳସୀ । ତୁଳସୀ ପତ୍ର ବିନା ମହାପ୍ରଭୁ ଶ୍ରୀଜଗନ୍ନାଥ/ଶ୍ରୀହରି/ଶ୍ରୀବିଷ୍ଣୁଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ…

ଲେଖା: ଆୟୁଷ୍ମାନ ଆର୍ଯ୍ୟ ~ ପ୍ରେମଭକ୍ତିର ଅନନ୍ୟ ପୀଠ କୁଞ୍ଜକାନ୍ତ ~ ସହର ମଧ୍ୟକୁ ପ୍ରବେଶ କରୁକରୁ ପାଣିଓହଳl ପାହାଡ଼ର ନୈସର୍ଗିକ ସୁଷମା ମନକୁ ଆଲ୍ଲାଦିତ କରିଥାଏ l ଏକ ଛୋଟ ପାହାଡ଼ ଉପରେ ଏକ ସୁନ୍ଦର ମନ୍ଦିର ପରିଦୃଷ୍ଟ ହୋଇଥାଏ l ମନ୍ଦିରର ମୁଖ୍ୟ ଦ୍ଵାରକୁ ଦେଖିଲେ ଏକ ରାଜପ୍ରସାଦର ଭ୍ରମ ମନରେ ଉଦ୍ରେକ…

ଲେଖା: ଶିଶିର ସାହୁ ମନୋଜ ~ ମା’ ମଙ୍ଗଳା: ଓଡ଼ିଶାର ତଥା ନୌଯାତ୍ରାର ଅଧିଷ୍ଠାତ୍ରୀ ଦେଵୀ ~ ଆମ କଳିଙ୍ଗୋଡ୍ରତ୍କଳରେ ନୌଵାଣିଜ୍ୟ ପରମ୍ପରାର ଅଧିଷ୍ଠାତ୍ରୀ ମା’ ମଙ୍ଗଳା । କଳିଙ୍ଗ ଦେଶର ସାଧଵମାନେ ବୋଇତ ଦେଇ ଯାତ୍ରା ଆରମ୍ଭ କରିଵା ସମୟରେ ମା’ ମଙ୍ଗଳାକୁ ସ୍ମରଣ କରୁଥିଲେ ତାଙ୍କର ଆରାଧନା କରୁଥିଲେ । ଗୋପୀନାଥ ଦାସ…

ଲେଖା: ଶିଶିର ମନୋଜ ସାହୁ ~ ଓଡ଼ିଶାର ପିମ୍ପେଇ ଅମାଵାସ୍ୟା ~ କାର୍ତ୍ତିକ ଅମାଵାସ୍ୟାକୁ ଓଡ଼ିଶାରେ ଆଜି ଅଧିକାଂଶ ଦୀପାଵଳି (ଅମାଵାସ୍ୟା), ଦିଆଲି ଓ ଦେଵାଲୀ ବୋଲି ଜାଣିଛନ୍ତି କିନ୍ତୁ ଏହାକୁ ଓଡ଼ିଶାରେ ପୟା ଅମାଵାସ୍ୟା, ପୟାଁ ଅମେଇସା ଓ ବଡ଼ବଡ଼ିଆଡକା ଉଆଁସ ମଧ୍ୟ କୁହାଯାଏ । ଦକ୍ଷିଣ ଓଡ଼ିଶାରେ ଏହାକୁ ଫଟାକି ଉଆଁସ ମଧ୍ୟ…

ସୌରଭିତ ସୃଷ୍ଟି: ଡ. ହରେକୃଷ୍ଣ ମହତାବ ~ ଯୁଗେ ଯୁଗେ ଓଡ଼ିଶା ~ ପ୍ରତିବର୍ଷ ବୈଶାଖ ମାସ ଆରମ୍ଭରେ ପଞ୍ଜିକାର ଯେତେବେଳେ ଏହି ଦେଶର କୌଣସି ଗଜପତି ଗୌଡ଼େଶ୍ଵର କର୍ଣ୍ଣାଟୋତ୍କଳେବର୍ଗେଶ୍ଵର ବୀରାଧିବୀରବର ପ୍ରତାପୀ ରାଜାଙ୍କ ନାମରେ ପ୍ରଚଳିତ ସମ୍ବତ୍ସରର ଶୁଭାଶୁଭ ଫଳ ଶୁଣାଏ, ସେତେବେଳେ ଓଡ଼ିଶାର ଅସଂଖ୍ୟ ଅଧିବାସୀଙ୍କ ମନରେ ସେଇ ହଜି ଯାଇଥିବା ଦିନଗୁଡ଼ିକର…

ଲେଖା: ରବୀନ୍ଦ୍ର କୁମାର ରଣା କେଶରକ୍ଷେତ୍ର ଭାବେ ପରିଚିତ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଚଣ୍ଡେଶ୍ୱର ଗ୍ରାମରେ ଥିବା ଚଣ୍ଡେଶ୍ୱର ମହାଦେବ ମନ୍ଦିର ବା ଚଣ୍ଡିହର ମହାଦେବ ମନ୍ଦିର । ଇତିହାସର ତଥ୍ଯ ଅନୁସାରେ ସୋମବଂଶୀ ରାଜା ଦ୍ଵିତୀୟ ଯଯାତି ଯିଏକି ଚଣ୍ଡିହର ଦେବ ଓ ମହଶିବଗୁପ୍ତ ତୃତୀୟ ନାମରେ ମଧ୍ୟ ପରିଚିତ ତାଙ୍କ ରାଜତ୍ଵ…

ଲେଖା: ଅରବିନ୍ଦ ମହାନ୍ତି କାର୍ତ୍ତିକ ମାସ ଏଭଳି ଏକ ମାସ ଯେଉଁଥିରେ ନିରାକାର ପରମେଶ୍ୱରଙ୍କ ସାକାର ରୂପ ଦର୍ଶନ ମିଳିଥାଏ। କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟହ ସକାଳଧୂପ ଓ ସନ୍ଧ୍ୟାଧୂପ ପରେ ତ୍ରିଭୁବନେଶ୍ୱର ମହାପ୍ରଭୁଙ୍କ ଦୁର୍ଲ୍ଲଭ ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ତ୍ରିଭୁବନମୋହନ ଶ୍ରୀମୁଖ ସାଙ୍ଗକୁ ତ୍ରିନୟନ…