Physical Address
Sai Samarpanam, Satya Vihar, Bhubaneswar

ଲେଖା: ନିରଞ୍ଜନ ସାହୁ “ବାଧିଲା ଜାଣି କ୍ଷମା କର ନୋହିଲେ ରମାରମଣ ଦଣ୍ଡେ ଦିଅ ଟାଳି। ତୁମ୍ଭକୁ ଜଗନ୍ନାଥ ଆଜ ମୋ ମନୋରଥ ଭରତି କରି ଦେବି ଗାଳି, ହେ କୃପାନିଧି।” ଭଗବାନଙ୍କ ପକ୍ଷପାତିତା ବିରୁଦ୍ଧରେ ଏକ ଭକ୍ତିପ୍ରାଣ ହୃଦୟରେ ଉଦବେଳନ ! ଜଗନ୍ନାଥଙ୍କୁ ଗାଳି ଦେଇ ନିଜ ମନୋରଥ ଭରତି କରିଥିବା ଭକ୍ତକବି ଜଣେ…

ଲେଖା: ଅମ୍ବିକା ପଟ୍ଟନାୟକ ~ କବିସୂର୍ଯ୍ୟ ବଳଦେବ ରଥ ରାୟଗୁରୁ ମହାପାତ୍ର ~ 1. ସରସ ଶ୍ରୀହର୍ଷାଦି ମହାକବି ମାନେ ବିହରିଲେ ମହୋନ୍ନତ କବନ ବିମାନେ, ସେ ବିମାନେ ତେଜି ସେ ବିମାନ ଅନାତପ କଲି ଚନ୍ଦ୍ରକଳା ଗ୍ରନ୍ଥାରମ୍ଭ ସଙ୍କଳପ (ନମ୍ରତା ଓ ଶାଳୀନତାର ପରିଚୟ) 2. ରଞ୍ଜି ନାୟକ ରଙ୍ଗେ ଚୋପଦାର ଖଞ୍ଜିଲେ ହେଲେ…

ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର ଲୋକେ ପୂର୍ବେ ଏକ ବାଦ୍ୟଯନ୍ତ୍ରକୁ ବ୍ୟବହାର କରି, ଗୀତ ଗାଇ ଗାଇ, ଗାଁ ଗାଁ ବୁଲି ବୁଲି ଭିକ୍ଷା କରୁଥିଲେ । ଏହି ଘୁଡ଼ୁକି ବଜାଇଲେ ଘୁ.ଡୁ. . . ଘୁଡୁ ଶବ୍ଦ ସୃଷ୍ଟି…

ଲେଖା: ଅମ୍ବରୀଶ ମଙ୍ଗରାଜ ~ ସାରସ୍ୱତ ସ୍ରଷ୍ଟା #ବିଛନ୍ଦଚରଣ_ପଟ୍ଟନାୟକ ~ କୁଳବୃଦ୍ଧ, ଦେଶପ୍ରାଣ, ଜାତୀୟ ଗୌରବ ମଧୁସୂଦନ ଦାସ ଏକଦା ଜଣେ ଉଦୀୟମାନ ଯୁବକଙ୍କୁ କହିଥିଲେ ତୁମେ ହିଁ ମୋର ଯୋଗ୍ୟ ଉତ୍ତରାଧିକାରୀ ହୋଇ ପାରିବ | ସେ ଯୁବକ ଆଉ କେହି ନୁହନ୍ତି ସେ ଥିଲେ ପ୍ରଜ୍ଞାପ୍ରାଣ #ପ୍ରାଚୀ ସମ ପବିତ୍ର ବିଛନ୍ଦଚରଣ ପଟ୍ଟନାୟକ…

ସୌରଭିତ ସୃଷ୍ଟି: କବିସୂର୍ଯ୍ୟ ବଳଦେବ ରଥ ରାଗ ‘ଆଷାଢ଼ ଶୁକ୍ଳ’ ତଥା ‘ଆଦ୍ୟଯମକ’ ଅଳଙ୍କାରରେ ସୌରଭିତ କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ କବିତା ଜଗତେ କେବଳ . . ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ । କଟିଳ କରି ସ୍କନ୍ଧ ରୋମରାଜି, ଶିଖରୀ ଦରୀରେ ମରୁ ଗରଜି କୁଟିଳ କରି ଭ୍ରୁକୁଟିକୁ…

~ ଯଦୁମଣି ମହାପାତ୍ର ~ ଲେଖା: ଅମୃତେଶ ଖଟୁଆ ଉତ୍କଳମାଟିରେ ମହମ୍ମଦ ତକି ଖାଁର ଆକ୍ରମଣ ସମୟରେ ତଦାନୀନ୍ତନ ଗଜପତି ରାମଚନ୍ଦ୍ର ଦେବଙ୍କ ପରିବାର ଓ ଓଡିଶାର ସାର୍ବଭୌମାଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସସମ୍ମାନେ ଆଶ୍ରୟ ଦେଇଥିଲେ ଗଞ୍ଜାମର ଆଠଗଡ଼ ରାଜା । ୧୫୪୦ ମସିହାରେ ମହାରାଜା ପ୍ରତାପରୁଦ୍ରଙ୍କ ନିଧନାନ୍ତେ ତାଙ୍କ ସେନାପତି ବେନୁ କ୍ଷତ୍ରିବର ସିଂହଙ୍କ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓ ସନ୍ତୋଷ ପଟ୍ଟନାୟକ ଢୁମ୍ପା ସଙ୍ଗୀତ ଗଞ୍ଜାମର ପ୍ରସିଦ୍ଧ ଲୋକକଳା । ଢୁମ୍ପା ସଙ୍ଗୀତର ଇତିହାସ ଜାଣିବାକୁ ହେଲେ ଆମକୁ ଅଷ୍ଟାଦଶ ଶତାବ୍ଦୀକୁ ଯିବା ପାଇଁ ପଡିବ। ଗଞ୍ଜାମର ବଡଖେମୁଣ୍ଡିରେ ୧୭୮୯ ମସିହାରେ ଜନ୍ମଗ୍ରହଣ କରିଥିଲେ ବାଣୀ ବରପୁତ୍ର କବିସୂର୍ଯ୍ଯ ବଳଦେବ ରଥ। ୧୮୪୫ ମସିହାରେ ତାଙ୍କର…

ତଥ୍ୟ ଓ ଉପସ୍ଥାପନା: ସନ୍ତୋଷ ପଟ୍ଟନାୟକ ଭାରତଲୀଳା ଗାରିମାମୟ ଗଞ୍ଜାମ ଜିଲ୍ଲାର ଏକ ପ୍ରସିଦ୍ଧ ଲୋକନାଟକ (ଲୀଳାନାଟକ ଶୈଳୀ) । ଏଥିରେ ମହାଭାରତ ଆଧାରିତ ପ୍ରସଙ୍ଗ ଅଭିନୀତ ହେଉଥିବାରୁ ଏହାକୁ ଭାରତଲୀଳା କୁହାଯାଏ । ଦୁଆରୀ ଚରିତ୍ରର ଗୁରୁତ୍ୱକୁ ନେଇ ଏହାକୁ ଦୁଆରୀନାଟ ମଧ୍ୟ କୁହାଯାଏ । ଏହାଛଡ଼ା ବିଷୟବସ୍ତୁ ଦୃଷ୍ଟିରୁ ଏହାକୁ ସୁଭଦ୍ରାହରଣ ନାଟ…

ଲେଖା: ରବୀନ୍ଦ୍ର କୁମାର ରଣା ମଧ୍ୟଯୁଗୀୟ ଓଡ଼ିଶାର ପ୍ରାଚୀନ କଳା ଓ ସଂସ୍କୃତି ସମ୍ପନ୍ନ ଐତିହାସିକ ଗ୍ରାମ ହେଉଛି ଗଞ୍ଜାମର ଆଠଗଡ଼ପାଟଣା । ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀର ୧୫ରୁ ଉର୍ଦ୍ଧ୍ବ ପ୍ରାଚୀନ କିର୍ତ୍ତିରାଜି ଏହି ଗ୍ରାମରେ ଦେଖିବାକୁ ମିଳେ । ଇତିହାସର ତଥ୍ୟାବଳୀ ଅନୁଯାୟୀ ତକି ଖାଁର ଜଗନ୍ନାଥ ମନ୍ଦିର ଆକ୍ରମଣ ସମୟରେ ଏହି…

~ ନିମାଇଁ ଚରଣ ~ ଲେଖା: ଅମୃତେଶ ଖଟୁଆ “ଚକାଡୋଳା କିମ୍ପା ଡକା, କିମ୍ପା ଡକା ନ ଶୁଣ… ଡକାବଜା ପ୍ରଭୁ ଥକା ହୋଇ ବସି ବିକଶିଲ ତୁମ୍ଭେ ଏ କେଉଁ ଗୁଣ।” ସୁରମାଧୁରୀର ପଟାନ୍ତର ଏକ ହିଁ ଜଗନ୍ନାଥ… ବିଦଗ୍ଧକବି ଅଭିମନ୍ୟୁ ମଧ୍ୟ ଏହିପରି ମାନପୂର୍ବକ ଥର କହି ଦେଇଥିଲେ – “ଦୁଃଖୀ ଜଣାଇଲେ…