Search Results for ଅନଙ୍ଗଭୀମ ଦେଵ

ଢେଙ୍କାନାଳର କଥା

ଗବେଷଣା ଓ ଲେଖା: ଶିଶିର ମନୋଜ ସାହୁ ~ ଢେଙ୍କାନାଳର କଥା – ୧ ~ ଢେଙ୍କାନାଳର “ଢେଙ୍କାନାଳ ସଦର” ବ୍ଲକରେ କେତେକ ପ୍ରାଚୀନ ଗ୍ରାମ ରହିଛି ତନ୍ମଧ୍ୟରୁ ନାଗେନା ଗ୍ରାମ ଅନ୍ୟତମ । ଆଜି ନାଗେନା ନାମଯୁକ୍ତ ଚାରୋଟି ଗ୍ରାମ ଢେଙ୍କାନାଳ ସଦରରେ ଥିଵା ଦେଖାଯାଏ । ଯଥା – ବଡ଼ନାଗେନା, ସାନନାଗେନା, ନାଗେନା ରୟତି…

ଗଡଗଡେଶ୍ୱର ମନ୍ଦିର

ଲେଖା: ଦେଵ ତ୍ରିପାଠୀ ୧୧୮୦ ଖ୍ରୀଷ୍ଟାବ୍ଦ ପାଖାପାଖି କୌଣସି ସମୟ ।  ମହାରାଜା ଦ୍ଵିତୀୟ ଅନଙ୍ଗଭୀମ ଦେଵ ଚଉଦ୍ଵାର ରାଜବାଟୀରୁ ମହାନଦୀ ପାର ହୋଇ ଆସି ପହଞ୍ଚିଲେ ସେଠାରେ । ସେ ସ୍ଥାନଟିର କି ଅଜଣା ଆକର୍ଷଣ ଓ ମାହାତ୍ମ୍ୟ ସେ ଅନୁଭବ କଲେ, କ୍ଷଣିକେ ଯୋଜନା କରିଥିଲେ ସେଠାରେ ଗଡ଼ଟିଏ ପ୍ରତିଷ୍ଠା କରିବା ପାଇଁ…

ବଟେଶ୍ୱର ମନ୍ଦିର

ଲେଖା: ଦେଵ ତ୍ରିପାଠୀ ~ ବଟେଶ୍ୱର ମନ୍ଦିର ~ ଦିନେ ସାରା ଶ୍ୟାମଳ ଭୂଇଁରେ ଥିଲା ସୃଷ୍ଟିର ଉଦ୍ଦାମତା ! ତରୁଲତାରେ ମଣ୍ଡିତ ଥିଲା ନବପତ୍ର, ପେନ୍ଥା ପେନ୍ଥା ଫୁଲରେ ମହୁର ଫୁଆରା ! ଶସ୍ୟ ଅମଳ ପରେ ପୁଣି ଏକ ସୃଜନ ପ୍ରକ୍ରିୟାର ପ୍ରସ୍ତୁତିରେ ଗାଁ ମାନ ଥିଲେ ଉତ୍ସବ ମୁଖରିତ ! ନୂତନ…

ବାରବାଟୀ

ଲେଖା: ଦେଵ ତ୍ରିପାଠୀ ୧୮୦୩ ମସିହା, ସେପ୍ଟେମ୍ବର ୮ ତାରିଖ । ଗଞ୍ଜାମ ମାଟିରୁ ଏକ ବିଶାଳ ସୈନ୍ୟବାହିନୀ ପ୍ରସ୍ତୁତ ହେଉଥିଲେ ଏକ ବହୁପ୍ରତୀକ୍ଷିତ ଯୁଦ୍ଧାଭିଯାନ ପାଇଁ ! ବ୍ରିଟିଶ ସେନାର #କର୍ଣ୍ଣେଲ_ହାରକୋଟ୍ ଙ୍କ ନେତୃତ୍ବରେ !  ଆଜି କର୍ଣ୍ଣେଲଙ୍କ ମନ ଉଚ୍ଚାଟ ! ଦୀର୍ଘ ଦିନର ଇପ୍ସିତ ଏ ଯାତ୍ରା ! ଏ ଅଭିଯାନ…

ଶୋଭନେଶ୍ୱର

ଲେଖା: ଶ୍ରୀକାନ୍ତ ସିଂହ ପବିତ୍ର ପ୍ରାଚୀନଦୀ, ଓଡ଼ିଶାର ଗଙ୍ଗା କୁହା ଯାଇପାରେ ବା ସରସ୍ବତୀ; ମହାନଦୀର ଏହି ପବିତ୍ର ଶାଖାନଦୀର ଅବବାହିକାରେ ଅନେକ ପ୍ରାଚୀନ ମନ୍ଦିର ତଥା ଐତିହାସିକ କୀର୍ତ୍ତିରାଜି ଗଢ଼ି ଉଠିଥିଲା l ସମୟର ସ୍ରୋତ ଓ କାଳର କଷାଘାତରେ ସେଥି ମଧ୍ୟରୁ ଅନେକ ଆଜି ନିଶ୍ଚିହ୍ନ ଓ ବିବର୍ଣ୍ଣ ଆଉ ଯେଉଁ କେତୋଟି…

ମା’ ଧାମରାଈ ପୀଠ

ଲେଖା: ଦେଵ ତ୍ରିପାଠୀ ତ୍ରୟୋଦଶ ଶତାବ୍ଦୀର କଥା । ବଙ୍ଗର ନବାବ ଗିୟାସୁଦ୍ଦିନ୍ ଖିଲିଜିକୁ ଦମନ କରିବା ଲକ୍ଷ୍ୟ ନେଇ ସୈନ୍ୟବଳ ସହ ଆଗେଇଲେ ଓଡ଼ିଶାର ବୀରାଧିବୀରବର ବୀରଶ୍ରୀ ଗଜପତି ତୃତୀୟ ଅନଙ୍ଗଭୀମ ଦେବ ! ଜଳପଥରେ ଆଗେଇବା ପୂର୍ବରୁ ଠାକୁରାଣୀଙ୍କ ଆଶୀର୍ବାଦ ନେବାକୁ ଭୁଲି ନଥିଲେ ଗଜପତି ! ସେଇ ଐତିହାସିକ ବିଜୟ ଯେ…