Search Results for ଅକ୍ଷୟ ମହାନ୍ତି

ସ୍ମୃତିରେ ଅକ୍ଷୟ

ଲେଖା: ଫ୍ରାନସିସ୍ ଶତପଥୀ କଟକକୁ ଭଲପାଉଥିବା, କଟକକୁ ଜୀଇଁଥିବା, କଟକର ନାଁ ରଖିଥିବା ମଣିଷଙ୍କ ନାଁ ଯଦି ନିଆଯାଏ, ତେବେ ଅକ୍ଷୟ ମହାନ୍ତିଙ୍କ ବିନା ସେ ଅପୂର୍ଣ୍ଣ ରହିବ ନିଶ୍ଚୟ। ଯା’ର ଚାଲି କଟକୀ, ବୋଲି କଟକୀ, ପ୍ରେମ କଟକୀ ଆଉ ନଖରାମି ବି କଟକୀ । ଏଇ ଐତିହାସିକ ସହରର ଗଳିକନ୍ଦିକୁ ଅତି ପାଖରୁ…

ଖୋକାଭାଇ

ଲେଖା: ଫ୍ରାନସିସ ଶତପଥୀ ~ ଖୋକାଭାଇ ~ ଭବିଷ୍ୟତରେ ଯଦି ନିରୁତା କଟିକିଆଙ୍କୁ ନେଇ ସଂକଳନଟିଏ ହୁଏ, କିମ୍ବା ନବାଙ୍କୁରିତ କଟକର ଇତିହାସ କେବେ ଲେଖାଯାଏ ତେବେ ଖୋକାଭାଇଙ୍କ ନାଁ ତ ପ୍ରଥମେ ରହିବ ହିଁ ରହିବ। ସଙ୍ଗୀତର ମୁର୍ଚ୍ଛନା ଠାରୁ ଆରମ୍ଭ କରି ସାହିତ୍ୟର ସର୍ଜନା ସବୁଠିଁ ନିଜର ଯାଦୁକରୀ ଦେଖାଇଛନ୍ତି ତଥା ନିଜର…

ନିଜାମ୍

~ ଓଡ଼ିଆ ଚଳଚ୍ଚିତ୍ର ଜଗତର ଗୀତିମୟ ବ୍ୟକ୍ତିତ୍ଵ – ନିଜାମ୍ ~ ଲେଖା: ଅମୃତେଶ ଖଟୁଆ “ସିକ୍ୟୁଏନ୍ସ ଥିଲା ହିରୋଇନ୍ ଆସିନି । ହିରୋଇନ୍ ଅପେକ୍ଷା କରିଛି, ବିରହରେ ସେ ଏହି ଗୀତଟି ଗାଇବ । ସଂଗୀତକାର ଜଲାଲ୍ ଆଦାନୀ ମୋତେ ଅନେକ ସ୍ଵର ଶୁଣାଇଥିଲେ । ମୋତେ ସେ ସ୍ଵର ସବୁ ଭଲ ଲାଗି…

ସାରଦା ପ୍ରସନ୍ନ ନାୟକ

~ ସାରଦା ପ୍ରସନ୍ନ ନାୟକ ~ ଲେଖା: ଅମୃତେଶ ଖଟୁଆ “ସଞ୍ଜ ସକାଳେ ତୁମ ଛବି ଖୋଜେ ନୀରଭିଜା ନୟନରେ, ଜଗତର ନାଥ ଆହେ ଜଗନ୍ନାଥ ଆକୁଳ ଅନ୍ତରେ ଖୋଜେ . .” “ମନେ ଭରି ଅଭିମାନ ଯାଏ ଛାଡି ବୃନ୍ଦାବନ ରୁଷିଛି ରାଇ ପରାଣ ଝୁରେ ପାଷାଣ . .” “ଆଉ ଚାନ୍ଦ ଲାଗି…

କାଞ୍ଜି

ଲେଖା: ଅମ୍ବିକା ପଟ୍ଟନାୟକ “ତହୁଁ କାଞ୍ଜି ଗଲା ଖରେ, ଯାଇ ପଶିଲା ସେ ଗଉଡ଼ ଘରେ ଏଣେ ଗଉଡ଼ୁଣୀ ତେଣେ ଗଉଡ଼ କାଞ୍ଜିକି ଦେଲେ ବାହୁଙ୍ଗି ମାଡ଼ କି ବାହୁଙ୍ଗି ମାଡ଼ l ତହୁଁ କାଞ୍ଜି ଗଲା ଖରେ ଯାଇ ପଶିଲା ସେ କରଣ ଘରେ କରଣ ଘରେ ଦେଖି କଲମ କା.. ଞ୍ଜି.. ର…

କାଞ୍ଜି

ଲେଖା: ଶିଶିର ସାହୁ ମନୋଜ କାଞ୍ଜି ସମସ୍ତ ଏସିଆରେ ଲୋକପ୍ରିୟ ହୋଇଥିବା ଏକ ଖାଦ୍ୟଦ୍ରବ୍ୟ । ଏହା ପଖାଳ ଵା ଅନ୍ନର ଵାସିତୋରାଣିରୁ ତିଆରି କରାଯାଇଥାଏ । ବହୁତ ସମ୍ଭବ ଏ ଶବ୍ଦଟି ଦକ୍ଷିଣ ଭାରତୀୟ କିମ୍ବା ପୂର୍ଵଭାରତୀୟ ଦ୍ରାଵିଡ ଭାଷା ପରିଵାରର ଶବ୍ଦ । ଦ୍ରାଵିଡ ଭାଷାପରିବାରର ସବୁଠାରୁ ଶକ୍ତିଶାଳୀ ଭାଷା ତାମିଳରେ କାଞ୍ଜିର…

ଯାଯାବରର ଜୀବନ ସଂଗୀତ

ଲେଖା: ନିହାର ଶତପଥୀ ବଡ ରହସ୍ଯଘନ ସେ ସମୟ . . .ଯୌବନର . . ! ଦରବାରୀ ସାହିତ୍ଯର ପୁରୁଣା ଖୋଳପାରୁ ବାହାରି ଆସି ଓଡ଼ିଆ ସାହିତ୍ଯରେ ରାଜ୍ କରୁଥିଲେ . . . ଉସମାନତାରାର ଚିରନ୍ତନ ପ୍ରେମିକ ! ଆଗାମେନନ୍’ର ବିରାଟ କାନଭାସ ତଳେ ବିତର୍କରେ ବିବ୍ରତ ପାର୍ବତୀ . . .…

ହେମନ୍ତ ଦାସ

ଲେଖା: ସିନ୍ଧୁଜ୍ୟୋତି ତ୍ରିପାଠୀ  ୧୯୭୬ରେ ମୁକ୍ତିଲାଭ କରିଥିଲା ‘ଶେଷ ଶ୍ରାବଣ’। ପ୍ରଶାନ୍ତ ନନ୍ଦଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମଟି ଜାତୀୟ ପୁରସ୍କାର ଲାଭକରିଥିଲା। ଏଥିରେ ପ୍ରଶାନ୍ତଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହେମନ୍ତ ଦାସ, ମହାଶ୍ବେତା ରାୟ, ବନଜା ମହାନ୍ତି, ଦୁଃଖିରାମ ସ୍ବାଇଁ ଓ ଧୀର ବିଶ୍ବାଳ ଆଦି କଳାକାର। ‘ମକରା’ ଭୂମିକାରେ ହେମନ୍ତଙ୍କ…

ସିକନ୍ଦର ଆଲାମ

~ ସିକନ୍ଦର ଆଲାମ ~ ଲେଖା: ଅମୃତେଶ ଖଟୁଆ “ଏ ବନ ଝରଣା ନାଚି ନାଚି ଯାଅନା ଏ ମୋର ମଇନା ଧରା ଦିଅନା।” ‘ମନ ଆକାଶ’ (୧୯୭୪) ଚଳଚ୍ଚିତ୍ରରେ ପ୍ରଥମ କରି କଣ୍ଠଦାନ କରିଥିଲେ ସେତେବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତ ଜେନା। ଏହି ଲୋକପ୍ରିୟ ତଥା ଚିରସବୁଜ ଗୀତ ଆଜି ବି ସମସ୍ତଙ୍କ ପାଇଁ…

ଗୁରୁକୃଷ୍ଣ ଗୋସ୍ଵାମୀ

ଲେଖା: ଦେଵ ତ୍ରିପାଠୀ “ମୁଁ ଜାଣେ ମୋ ସପନ ଦିନେ ସତ ହୋଇବ, ମୋ ମନର ରୂପାଡ଼ାଳେ ସୁନାଫୁଲ ଫୁଟିବ ।” ସପନ ଦେଖିଥିଲା ସେଇ ୨୧ ବର୍ଷର ଯୁବକଟି, ରଙ୍ଗୀନ ଦୁନିଆଁରେ ପାଦ ଥାପିବା ପାଇଁ, ସେଇ ସପନ ହିଁ ତାକୁ ମୟୁରଭଞ୍ଜର ଅଖ୍ୟାତ ନୂଆଗାଁ ମାଟିରୁ ଟାଣି ଆଣିଥିଲା କଟକ ମାଟିକୁ !…