Search Results for ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

ଲେଖା: ଦେଵ ତ୍ରିପାଠୀ ଯେଉଁ ପବିତ୍ର ମାଟିରେ ଜନମି ଲୀଳାଖେଳା କରିବା ପାଇଁ ଭଗବାନ ମଧ୍ୟ ସୈାଭାଗ୍ୟ ମଣନ୍ତି ସେଇ ପବିତ୍ର ମାଟିକୁ ପୂଜା ଆରାଧନା କରି ଓଡ଼ିଆ ଚଷାପୁଅ ପ୍ରସ୍ତୁତ ହୁଏ ଚାଷକାମ ପାଇଁ । ସେଇ ସ୍ବର୍ଗାଦପି ଗରୀୟସୀ ମାଟି ମା’ ଆମକୁ ଯୋଗାଇଥାଏ ଖାଦ୍ୟ, ବାସ ଓ ବସ୍ତ୍ର । ଜନନୀସ୍ବରୂପା…

ଅକ୍ଷି ତୃତୀୟା

ଉପସ୍ଥାପନା: #ଶ୍ରୀକ୍ଷେତ୍ର_ଇତିହାସ ଅକ୍ଷୟ ପୁଣ୍ୟଯୁକ୍ତ ତୃତୀୟା, ଯେଉଁ ତୃତୀୟାରେ ଅନୁଷ୍ଠିତ ଧର୍ମର ଫଳ ଅସରନ୍ତି ଅଟେ । ବୈଶାଖ ଶୁକ୍ଳ ତୃତୀୟା, ଅକ୍ଷି ତୃତୀୟା । ସତ୍ୟଯୁଗ ଏ ଦିନ ଆରମ୍ଭ ହୋଇଥିଲା ବୋଲି ପୁରାଣରେ ବର୍ଣ୍ଣିତ । ଚାଷୀମାନେ ଏ ଅକ୍ଷି ତୃତୀୟା ଜମିରେ ପ୍ରଥମେ ଧାନ ବୁଣନ୍ତି । ଏହି ଦିନ ଶ୍ରୀ…

ଅଲାଗିପାଳି

~ ‘ଅଲାଗିପାଳି’ ଓ ମାଣବସା ଗୁରୁବାରର ‘ଧାନମାଣିକା’ ମାହାତ୍ମ୍ୟ ~ ଲେଖା: ଅମୃତେଶ ଖଟୁଆ ଉଜ୍ଜ୍ବଳ ସୁବର୍ଣ୍ଣମୟ ସୂର୍ଯ୍ୟାସ୍ତ ସହ ମାର୍ଗଶିର ମାସର ହେମନ୍ତ ଆକାଶ ସୁସଜ୍ଜିତ ହୋଇ ରହିଥାଏ ନବଶସ୍ୟର ଅମଳ ନିମନ୍ତେ । ରବି ଶସ୍ୟର ସବୁଜିମା କ୍ଷେତଗୁଡ଼ିକୁ ନିଆରା ରଙ୍ଗ ତୂଳୀରେ ବର୍ଣ୍ଣିଳ କରିସାରିଛି । ଏଥିରେ ଲକ୍ଷ୍ମୀ ଦେବୀଙ୍କର ସ୍ବର୍ଗୀୟ…

ଚିତୋଉ ପିଠା

~ ଚିତୋଉ ପିଠା ~ ଲେଖା: ଅମୃତେଶ ଖଟୁଆ ସିନ୍ଦୂରା ଫାଟିବା ସହିତ ଫୁଟି ଉଠିବ ଶୂନ୍ୟ ତରା । ନବ ଊଷସୀର ଦେଦୀପ୍ୟ ଆଲୁଅ ପସରା ଦିଗବିଦିଗ ବିଛୁରି ଯିବ । ସତେ ଅବା ସେ ବିପୁଳ ରଶ୍ମିରାଶିରେ ନୁଆଁଣିଆ ଆକାଶରେ କେତେ ପୁଲକ, କେତେ ଉତ୍ସାହ । ସେହି ଆଲୁଅରେ ଆଲୋକିତ ଆଜି…

ଚନ୍ଦନ ହଜୁରୀ

~ ଓଡିଆ ବୀର ଚନ୍ଦନ ହଜୁରୀ ବା ଚାଖି ଖୁଣ୍ଟିଆ ~ ଲେଖା: ଅମୃତେଶ ଖଟୁଆ ଭାରତୀୟ ସ୍ଵତନ୍ତ୍ରତା ସେନାନୀମାନଙ୍କ ମଧ୍ୟରେ ଯେଉଁ ଉଦାତ୍ତ ଲୋକଶକ୍ତିର ଉଦୟଲଗ୍ନ ଘଟିଥାଏ, ତହିଁ ମଧ୍ୟରେ ଫିରିଙ୍ଗି ସମଷ୍ଟିକୁ ପ୍ରତିହତ କରିବା ପାଇଁ ଯେଉଁ ସ୍ଵାଧୀନଧର୍ମା ମାନେ ଆଗେଇ ଆସିଥିଲେ, ସେମାନଙ୍କ ମଧ୍ୟରେ ଉତ୍କଳୀୟ ମାନଙ୍କ ଭୂମିକା ମଧ୍ୟ ଗୁରୁସ୍ଥାନୀୟ…

କହଇ ଦାସ ଜଗନ୍ନାଥ

~ କହଇ ଜଗନ୍ନାଥ ଦାସ ~ ଲେଖା: ଅମୃତେଶ ଖଟୁଆ “ତୋଷ ନୁହଁଇ ମୋର ଚିତ୍ତ, କହଇ ଦାସ ଜଗନ୍ନାଥ” II ଭାରତବର୍ଷର ଉତ୍ତର ଦକ୍ଷିଣ ସଂସ୍କୃତିକୁ ପୂର୍ବ ଏସିଆ ମହାଦେଶର ଅନୁଭାଗ ସହିତ ସାମୁଦ୍ରିକ ସମ୍ପର୍କ ଘେନି ଯୋଡୁଥିବା ଏକ ଭୂମିର ପ୍ରାଚୀନ ଅବତାରଣା ― ସେ ଉତ୍କଳ, ସେ କଳିଙ୍ଗ ଓ ଉଡ୍ର…

ଘଡ଼ିପଥୁଲି

ଲେଖା: ଅଶୋକା ନାୟକ ~ ଘଡ଼ିପଥୁଲି ପୂଜା ~ ଅକ୍ଷୟ ତୃତୀୟା ଦିନ ସକାଳୁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇପଡେ। ସମସ୍ତେ ଜାଣନ୍ତି ବାହାର ଚନ୍ଦନଯାତ୍ରା ଓ ରଥ ଅନୁକୂଳ ଏହି ଦିନ ହୋଇଥାଏ। କିନ୍ତୁ କେବଳ ପୁରୀ ଆଉ ଏହାର ଆଖପାଖର ଲୋକ ଅକ୍ଷୟ ତୃତୀୟା ଦିନ ହେଉଥିବା ଏହି ଘଡ଼ିପଥୁଲି ପୂଜା ସହ ପରିଚିତ…

ମା’ ବିରଜା

ଲେଖା: ବନ୍ଧନ ଦଳେଇ ~ ଯାଜପୁର ବାସିନୀ ମା’ ବିରଜା ~ କରୁଣାର ଝରଣାରୁପେ ସର୍ବଜନଙ୍କଠାରେ କୃପା କରିଛନ୍ତି ମା’ କୃପାମୟୀ। ବିରଞ୍ଚିଙ୍କ ଯଜ୍ଞରୁ ଯାତ ମା’ ବିରଜା (ବିରଞ୍ଚି) ଅର୍ଥାତ୍ ବ୍ରହ୍ମାଙ୍କ (ଯାଗ) ଯଜ୍ଞରୁ ମା’ ବିରଜା ଜନ୍ମ ହୋଇଥିଲେ, ଏବଂ ରଜ, ତମ, ଗୁଣ ନଥାଇ ସତ୍ୱ ଗୁଣକୁ ଧରି ପରମ ବୈଷ୍ଣବୀ ରୁପେ…

ଜଳକ୍ରୀଡ଼ା

ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ୪୨ ଦିନ ବ୍ୟାପୀ ଚନ୍ଦନ ୨ ଭାଗରେ ବିଭକ୍ତ ହୋଇ ପାଳିତ ହୋଇଥାଏ। ପ୍ରଥମ ୨୧ ଦିନ ବାହାର ଚନ୍ଦନ ଓ ତତ୍ପର ୨୧ ଦିନ ଭିତର ଚନ୍ଦନ । ଚନ୍ଦନ ସମୟରେ ଶ୍ରୀଜୀଉମାନଙ୍କ ପାଖେ ଆଲଟ ଲାଗି ହୋଇଥାଏ। ଏହା ଏକ ଗୁପ୍ତସେବା…

ମଣିବିମାନ

ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ ଶ୍ରୀମନ୍ଦିରରେ ପ୍ରଚଳିତ ‘ମଣିବିମାନ’ ଶବ୍ଦ ବହୁ ପ୍ରାଚୀନ । ବିମାନ ଶବ୍ଦର ଅର୍ଥ ଯାନ ବା ଦେବଯାନ। ସାଧାରଣତଃ ମଣିରୂପକ ବୈଦୂର୍ଯ୍ୟଭରା ବିମାନକୁ ମଣିବିମାନ କୁହାଯାଏ । ପଞ୍ଚଦଶ ଶତାବ୍ଦୀରୁ ଅଷ୍ଟ।ଦଶ ଶତାବ୍ଦୀ ମଧ୍ୟରେ ଲେଖା ଯାଇଥିବା ଅନେକ ପଦ୍ୟାବଳୀରୁ ମଣିବିମାନ ଶବ୍ଦ ଦୃଷ୍ଟିଗୋଚର ହୋଇଥାଏ। ସେଥିମଧ୍ୟରୁ ବନମାଳୀଙ୍କ ପଦ୍ୟାବଳୀର…