ସୁବର୍ଣ୍ଣପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ଵରୀ

ଉପସ୍ଥାପନା: ଶିବାଶିଷ ମହାପାତ୍ର
ଶଙ୍ଖ ଚକ୍ର ତ୍ରିଶୂଳ ଡମ୍ବରୁ ଖଡ଼ଗ ଖର୍ପର ଧାରିଣୀ
ଧନୁର୍ବାଣ କୁଠାର ମଙ୍କୁଶ ଦାନବ କୁଳ ଛେଦିନୀ
ଜଟାଜୁଟ ସୁଚାରୁ ମଣ୍ଡିତ ରକ୍ତବସ୍ତ୍ର ସୁମେ ଖଳା
ଘୋର ଘର୍ଘର ଘୋର ଗର୍ଜିତଂ ଧୂମ୍ରଲୋଚନୀ ତ୍ରାହିମାଂ ….
ଶୁକ ଗୌତମ ବ୍ରହ୍ମା ନାରଦ ବ୍ୟାସ କଶ୍ୟପ ଧ୍ୟାୟିନୀ
ଇନ୍ଦ୍ର ଚନ୍ଦ୍ର କୁବେର ଦଶଦିଗପାଳ ସେବିତ ଅମ୍ବୀକେ
ମନସୁ ବାଞ୍ଛିତଂ ସିଦ୍ଧି ଦାୟକ ବିବିଧ ସମ୍ପଦ ଦାୟିନୀ
ସେବିତଂ ତବ ଚରଣେ ଶଙ୍କର ସୁମତି ଦାୟିନୀ ତ୍ରାହିମାଂ ….
ରାଜା ଶାସନ ସମୟରେ ଦେବୀ ଥିଲେ ଅତି ପ୍ରତ୍ୟକ୍ଷ । ଲୋକେ ସିଧା ଦେବୀଙ୍କୁ ଦେଖୁ ନଥିଲେ । ଏବେ ମଧ୍ୟ ଅଛି ଏକ ଛୋଟ ଝରକା, ଲୋକମାନେ ସେଇ ଝରକା ଦେଇ ଦର୍ଶନ କରନ୍ତି ।
ଜୟ ମା’ ସୁରେଶ୍ଵରୀ ।।
Spread the love

Leave a Reply

Your email address will not be published. Required fields are marked *