ଲେଖା: ଡାକ୍ତର କିଶୋର ବିଶ୍ବଜିତ୍ ଜେନା
ଗଙ୍ଗବଂଶୀୟ ଶାସକ, ଉତ୍କଳୀୟ ନରପତି ଲାଙ୍ଗୁଳା ନରସିଂହଦେବ ବାହାମଣିର ଶାସକ ହୁମାୟୁନ ଶାହାଙ୍କ ବିରୁଦ୍ଧରେ ଯୁଦ୍ଧ କରି ସେଥିରେ ଜିତିବା ପରେ ଓଡ଼ିଶା ଫେରିବା ବାଟରେ ଓଡ଼ିଶା ଓ ବଙ୍ଗର ସୀମାନ୍ତ ଥିବା ହୁଗୁଳି ନଦୀ ନିକଟରେ ମୁସଲିମ ଶକ୍ତି ପ୍ରବେଶକୁ ରୋକିବା ନିମନ୍ତେ ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ନିକଟରେ ଏକ ଦୁର୍ଗ ନିର୍ମାଣ କରିଥିଲେ ଯାହାର ନାମ ରାଇବଣିଆ_ଦୁର୍ଗ, ଯାହାର ଉଲ୍ଲେଖ ଆଇନ୍_ଇ_ଆକବରୀରେ ଉଲ୍ଲେଖ ମିଳେ !
ରାଇବଣିଆ ଦୁର୍ଗର ରଣ ସଙ୍ଗୀତ . . .
“ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି,
ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ,
ମେଘାସନ ତଳ ମନ୍ତ୍ର ନିନାଦ ବାଜେ ଫୁଲଝର ବୁକେ,
ରାଇବଣିଆର ରଣ ସଙ୍ଗୀତ ଗଞ୍ଜାମ ପଥେ ଡାକେ,
ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ଜାଗ ଦୁର୍ବଳ ଆଜି,
ଉଠୁ ଦୃତ ଗୌରବ, ମୃତ ଗୌରବ, ଗତ ଗୌରବ ରାଜି . . “
ଉତ୍ତର ବାଲେଶ୍ଵରର ସ୍ବାଧୀନତା ସଂଗ୍ରାମର ସମୃଦ୍ଧ ଇତିହାସର ମାର୍ମୀକ ଗାଥାର ମୁକସାଖୀ ରାଇବଣିଆ ଦୁର୍ଗ, ଆଜି ଅସହାୟ, ଅବହେଳିତ, ଭଙ୍ଗୁରଶୀଳ ଦାନ୍ତ ନିକୁଟାଇ ହସି ହସି ଚିତ୍କାର କରି କହୁଛି ହାଇରେ ଓଡ଼ିଆ ଜାତି, ହାଇରେ ଓଡ଼ିଶାର ତତ୍ବାବଧାନରେ ଦକ୍ଷ ପ୍ରଶାସକ, ସୁଶାସକ ବାବୁ, ମୋର ସମାଧି କେତେ ଦୂର . . . ? ? ?
ବନ୍ଦେ ଉତ୍କଳ ଜନନୀ
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago