ରାଇବଣିଆ ଦୁର୍ଗର ରଣ ସଙ୍ଗୀତ . . .
“ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି,
ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ,
ମେଘାସନ ତଳ ମନ୍ତ୍ର ନିନାଦ ବାଜେ ଫୁଲଝର ବୁକେ,
ରାଇବଣିଆର ରଣ ସଙ୍ଗୀତ ଗଞ୍ଜାମ ପଥେ ଡାକେ,
ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ଜାଗ ଦୁର୍ବଳ ଆଜି,
ଉଠୁ ଦୃତ ଗୌରବ, ମୃତ ଗୌରବ, ଗତ ଗୌରବ ରାଜି . . “