ସୌରଭିତ ସୃଷ୍ଟି: କବିବର ରାଧାନାଥ ରାୟ

କବିବରଙ୍କ ଏଇ ମହାନ କାଳଜୟୀ ଭାରତ ଗୀତିକା କବିତାଟି ଥିଲା ମଧୁବାବୁଙ୍କର ଅତି ପ୍ରିୟ । ଉତ୍କଳ ସମ୍ମିଳନୀର ଅଧିବେଶନରେ ଗାନ କରାଯାଇଥିଲା ଏଇ ରଚନା ! ଦେଶର ଜାତୀୟ ସଙ୍ଗୀତ ହେବା ନିମନ୍ତେ ସବୁ ଦୃଷ୍ଟିରୁ ଯୋଗ୍ୟ ଥିଲା ଏଇ ଭାରତ ଗୀତିକା !

~ ଭାରତ ଗୀତିକା ~
ସର୍ଵେଷାଂ ନୋ ଜନନୀ ଭାରତ 
                  ଧରଣୀକଳ୍ପଲତେୟଂ,
ଜନନୀ ଵତ୍ସଳ ତନୟଗଣୈସ୍ତତ୍ 
                  ସମ୍ୟକ ଶର୍ମ୍ମ ଵିଧେୟଂ । ଧ୍ରୁବଂ।

ହିମଗିରି – ସୀମନ୍ତିତ – ମସ୍ତକମିଦ 
                  ମମ୍ବୁଧିପରିଗତ ପାର୍ଶ୍ଵମ୍ , 
ଅସ୍ମଜନ୍ମଦମନ୍ନଦମନିଶଂ 
                  ଶ୍ରୌତପୁରାତନମାର୍ଷମ୍ । ୨। 

ଵିଜନିତହର୍ଷଂ ଭାରତବର୍ଷଂ 
                    ଵିଶ୍ୟୋତ୍କର୍ଷନିଦାନମ୍ ,
ଭାରତଶର୍ମ୍ମଣି କୃତମସ୍ମାଭି 
                    ର୍ନଵମିଦମୈକ୍ୟ ଵିଧାନମ୍ ।୩। 

ଉତ୍କଳଗୌଡା଼ନ୍ଧ୍ରୀୟାଃ ସଂସଦି 
                     ଯେ ଵୟମତ୍ର ସମେତାଃ , 
ଏତେ ଚାପରଜନପଦଜା ନନୁ 
                      ଭାରତ-ଵିହିତ-ନିକେତାଃ ।୪।

ଭାରତହିତ ସମ୍ପାଦନମେଵ ହି 
                       କାର୍ଯ୍ୟ ମିଷ୍ଟମଵିପାକମ୍ ,
ଭାରତଵର୍ଜ୍ଜଂ କିମପି ନ କାର୍ଯ୍ୟଂ 
                       ନିଶ୍ଚିତମିତ୍ୟସ୍ମାକମ୍ ।୫। 

ଭାରତପଙ୍କଜଦଳମିଦମୁତ୍କଳ 
                       ମଣ୍ଡଳମିତି ଵିଦିତଂ ଯତ୍ ,
ତସ୍ୟ କୃତେ ଵୟମତ୍ର ସମେତା  
                      ଵିହିତାତ୍ରୋତ୍କଳ – ସଂସତ୍  ।୬। 

ଭାରତମେକା ଗତିରସ୍ମାକଂ 
                        ନାପରାସ୍ତି ଭୁଵି ନାମ , 
ସର୍ଵାଦୌ ପରିଷଦ୍ କର୍ମଣି ତତ୍ 
                         ଭାରତ ମେଵ ନମାମଃ ।୭।  

ଗର୍ଜିତ ଫେନିଳ-ନୀଳ-ନୀର ନିଧି 
                             ସିକତା ସ୍ତୁପ ଵିଚିତ୍ରେ , 
ଇନ୍ଦ୍ରଦ୍ୟୁମ୍ନାଙ୍ଗଭୀମ ନୃପ 
                             ଶାଶ୍ଵତ କୀର୍ତ୍ତି ପଵିତ୍ରେ ।୮।

ଚୈତନ୍ୟାଦିକ ଭକ୍ତଵୃନ୍ଦ ପଦ 
                            ରଜସା ଚିରପରିପୂତେ , 
ପଦ୍ମନାଭ କୃତ ସଦ୍ମତୟା 
                           ତୀର୍ଥାନାଂ ତୀର୍ଥୀଭୂତେ ।୯। 

ନୀଳାଚଳନଗରେ ପରିଗୀତଂ 
                            ଭାରତ ଭକ୍ତି ପରାଣାଂ , 
ଭାରତବନ୍ଦନ ମିଦମସ୍ମାକଂ 
                        ମୁଦମାବହୁତୁ ନରାଣାଂ ।୧୦। 

ଉପସ୍ଥାପନା: ଶିଶିର ସାହୁ ମନୋଜ

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 day ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

6 days ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

3 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago