ମାସାନ୍ତ

ଲେଖା: ଅରବିନ୍ଦ ମହାନ୍ତି

ସୂର୍ଯ୍ୟ ମାସର ଶେଷ ଦିନକୁ ମାସାନ୍ତ କୁହାଯାଏ। ଏହାର ଅର୍ଥ ହେଉଛି ମାସର ଅନ୍ତ – ମାସାନ୍ତ

ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗମନ କରିବା ଯୋଗୁଁ ସୂର୍ଯ୍ୟଙ୍କର ସଂକ୍ରମଣ କ୍ରିୟା ବା ସଂକ୍ରାନ୍ତି ହୁଏ । ତେଣୁ ସୂର୍ଯ୍ୟଙ୍କ ଅୟନ କ୍ରମେ ସେହି ସଂକ୍ରାନ୍ତିଗୁଡିକ ନାମିତ ହୋଇଥାନ୍ତି ।

Leave a Comment

Your email address will not be published. Required fields are marked *

Scroll to Top