Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
~ ପୂଜ୍ୟପୂଜା ବେଦିକା ~
ବିଦ୍ୟାଳୟର କୋମଳମତି ଶିଶୁଙ୍କ ମନପ୍ରାଣରେ ଓଡ଼ିଆ ଜାତୀୟତା ଭାବ ଉଦ୍ରେକ ସହିତ ସେମାନଙ୍କୁ ପୂଜ୍ୟପୂଜା ପ୍ରତି ପ୍ରବର୍ତ୍ତାଇବା ଲକ୍ଷ୍ୟରେ ଶିକ୍ଷାନୁଷ୍ଠାନ ପରିସରରେ ଓଡ଼ିଆ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରିବାର ଅନନ୍ୟ ପଦକ୍ଷେପ ଗ୍ରହଣ କରିଛି ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ, ‘ପୂଜ୍ୟପୂଜା ବେଦିକା’ ନାମରେ। ସେଥିପାଇଁ ୨୦୨୧ ମସିହା ନଭେମ୍ବର ୨୧ ତାରିଖ ପବିତ୍ର #କାର୍ତ୍ତିକ_ପୂର୍ଣ୍ଣିମା ଅବସରରେ ପୁରୀ ଚନ୍ଦନପୁରର #ଉତ୍କଳ_ସ୍ବାଭିମାନ_ମଞ୍ଚ ଏବଂ ନୂଆଦିଲ୍ଲୀର #ଗ୍ରାମୀଣ_ଏକତା_ମଞ୍ଚ ସହଯୋଗରେ ସ୍ଥାପିତ ପାଞ୍ଚଜଣ ମହାପୁରୁଷଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚନ, ଯାଜପୁର ଜିଲ୍ଲା #ଓଡ଼ିଶୋ ଗ୍ରାମର #ସ୍ବପ୍ନେଶ୍ୱର_ବିଦ୍ୟାପୀଠ ପରିସରରେ . .
ବନ୍ଦେ ଉତ୍କଳ ଜନନୀ ।।