ମହାମନିଷୀଗଣ

ସାର୍ ବାସୁଦେବ ସୁଢଳଦେବ 

ରାଜପ୍ରବୀର, ନବ ଉତ୍କଳରେ ଅଗ୍ରଗଣ୍ୟ ହେବାରେ ସୁରଭାରତୀ ସମୁପାସକ ହେଉଛନ୍ତି ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବ। ଅନ୍ଧାରୀ ଶାସକମାନଙ୍କ ଗଡଜାତ ରାଜ୍ୟମାନଙ୍କ ମଧ୍ୟରେ କବଳିତ ଓ ଅତ୍ୟାଚାରିତ ପ୍ରଜାମାନେ ନିର୍ଯ୍ୟାତନା ସହୁଥିଲେ, ତତ୍କାଳୀନ ରାଜ୍ୟ ବାମଣ୍ଡା ରାଜା ସୁଢଳଦେବ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ, ଯେଉଁ ବିକାଶ ଘଟାଇଲେ, ତାହା ସେ ସମୟରେ ବିରଳ ନିଦର୍ଶନ . .

ମହାମନିଷୀଗଣ

ପ୍ରାଣକୃଷ୍ଣ ପରିଜା

ଲେଖା: ନିରଞ୍ଜନ ସାହୁ ୧୯୧୨ ମସିହାର କଥା । ଗୋଟିଏ ଓଡ଼ିଆ ପିଲା କଲିକତା ବିଶ୍ୱବିଦ୍ୟାଳୟରେ ସମସ୍ତ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ସଂସ୍କୃତ ଭାଷାରେ ପ୍ରଥମ ସ୍ଥାନ ଅଧିକାର

ମହାମନିଷୀଗଣ

ପଣ୍ଡିତ ଗୋବିନ୍ଦ ରଥ

ଲେଖା: ନିରଞ୍ଜନ ସାହୁ ~ ସଂଗ୍ରାମୀ ସାରସ୍ଵତସାଧକ ପୁସ୍ତକ ପ୍ରକାଶକ ଖାଣ୍ଟି ଓଡିଆ ପଣ୍ଡିତ ଗୋବିନ୍ଦ ରଥ ~ ଉନବିଂଶ ଶତାବ୍ଦୀର ଶେଷ ଦଶନ୍ଧି ସମୟରେ ଓଡ଼ିଶାରେ

ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ

ରଜପର୍ବ ଓ ଭୂମାତା (Raja Parba)

ଲେଖା: ଅରବିନ୍ଦ ମହାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ୟତମା ଶକ୍ତି ରୂପେ ଦେବୀ ବସୁଧା ବା ଭୂଦେବୀଙ୍କ ପରିଚୟ। ସମଗ୍ର ସଂସାରକୁ ଧାରଣ କରିଥିବା ହେତୁ ସେ ମଧ୍ୟ

ଅଙ୍ଗେନିଭା କଥା

ମନେପଡେ ଦୋଳଯାତ୍ରା କଥା

ଦାଣ୍ଡ ଲିପା ହୋଇଥିବ ଗୋବରରେ, ଚିତ୍ର ହୋଇଥିବ ନାନାବର୍ଣ୍ଣୀ ମୁରୁଜରେ । ସେଇ ମୁରୁଜଅଙ୍କା ଚିତ୍ର ଉପରେ ବିରାଜମାନ ହେବେ ରାଧାକୃଷ୍ଣ, ବିମାନରେ ବିଜେ କରି । ଘର ଘର ବୁଲି ଭୋଗ ଖାଇ ଯିବେ ପ୍ରଭୁ । ଫଗୁରେ ଚହଟିବ ସଭିଙ୍କ ମସ୍ତକ । ଡାଲାରେ ସଜାଯାଇଥିବ, ଦୁବ, ଅରୁଆ ଚାଉଳ, ଆମ୍ବଡ଼ାଳ, ନଡ଼ିଆ । ପୂର୍ଣ୍ଣକଳସ ବସିଥିବ, ଚଣାଲଡୁର ଭୋଗ ପ୍ରସ୍ତୁତ ହୋଇଥିବ । ପେଡ଼ିରେ ସାଇତା କର୍ପୁର ଦିଆ ସଫାଲୁଗା ପିନ୍ଧି ସଜ ହୋଇଥାନ୍ତି ବୋଉ, ବଡ଼ବୋଉ . .

ଶ୍ରୀଜଗନ୍ନାଥ

ଝୁଲଣଯାତ୍ରା (Jhulana Jatra)

ଲେଖା: ବନ୍ଧନ ଦଳାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣ ରୂପରେ ସମ୍ବୋଧିତ। ଶ୍ରୀଚୈତନ୍ୟଙ୍କ ଦୃଷ୍ଟିରେ ମହାପ୍ରଭୁ ହେଉଛନ୍ତି ଶ୍ରୀରାଧା ଶ୍ରୀକୃଷ୍ଣଙ୍କର ମିଳିତ ବିଗ୍ରହ ପ୍ରେମ ପୁରୁଷ

ଆମ କଥା

କନିଆଁ କାନ୍ଦଣା ଗୀତ

ବାସ୍ତବରେ ପୂର୍ବ ସ୍ମୃତିକୁ ମନେ ପକେଇ ବାହୁନି ବାହୁନି କାନ୍ଦୁଥିବା କନ୍ୟାର କାନ୍ଦଣା ଗୀତର ଗୁଞ୍ଜରଣରେ ଆଖ ପାଖରେ ଏକ ଦୁଃଖର ବାତାବରଣ ସୃଷ୍ଟି ହୋଇ ଥାଏ । ଏହି କାନ୍ଦଣା ଗୀତ ଶୁଣୁଥିବା ଲୋକର ଆଖିରୁ ଆପେ ଆପେ ଲୁହ ଝରି ଯାଇ ଥାଏ । ଏପରି ଲୋକ ଗୀତ ଆଜି ବି କିଛି କିଛି ଗ୍ରାମରେ ବଞ୍ଚିରହିଛି ଏବଂ ବଞ୍ଚେଇ ରଖିଥିବା ଲୋକମାନେ ସତରେ ଅନନ୍ୟ ସମ୍ମାନର ହକଦାର . .

Scroll to Top