| ସୌରଭିତ ସୃଷ୍ଟି: ସ୍ବଭାବକବି ଗଙ୍ଗାଧର ମେହେରସ୍ଵଭାଵକଵି ଗଙ୍ଗାଧର ମେହେର ତାଙ୍କର ଏହି “ଵର୍ଷାଋତୁ ପ୍ରତି” କଵିତାରେ କୃପଣ ଜନଙ୍କର ଦୋଷ ବଖାଣି ଅଛନ୍ତି । ସାଗର ଭଳି ଅମାପ ଜଳରାଶି ଥାଇ କି ଲାଭ ଯଦି ତାହା ଲୋକଙ୍କ ତୃଷ୍ଣା ନୀଵାରଣ କରିପାରୁନି । ଯେଡେ଼ବଡ଼ ପ୍ରତିଭାଵାନ ହୋଇଥାଉ ଯଦି ତାହାର ପ୍ରତିଭା ସମାଜର ହିତସାଧନ କରୁନାହିଁ ତାହେଲେ ସେ ଓ ତାହାର ସମସ୍ତ ଉନ୍ନତ ଗୁଣ ବୃଥା ! ~ ଵର୍ଷାଋତୁ ପ୍ରତି ~ ଦାନେ କୁଣ୍ଠିତ କାହିଁକି ଵରଷା, ତୁ କି ଏମନ୍ତ ଭାଵିଥାଉ ମନେ, ତାକୁ ନଥିଵ ଜଳର ଅଭାଵ, ବଡ଼ ହେଲେହେଁ ଯେ ନୀଚହୃଦୟ, ମହୀ ମଲେହେଁ ହୋଇ ଶୁଷ୍କକଣ୍ଠ, କ୍ଷୁଦ୍ର ହେଲେହେଁ ମହୀକି ଅଚଳ ମେଘମାନେ ତୋ ଉତ୍ତମ ଚାକର, ମହୀ ଜୀଵନ ରକ୍ଷା ଚିରକାଳ ତୋର ଆଦେଶ ପାଇଵା ମାତରେ କେହି ବୋଲିଵେ ସିନା ସିନ୍ଧୁନୀର ନିଜେ ଵିତରି ନଜାଣେ କୃପଣ, ଖଣ୍ଟ ହେଲେହେଁ ପରକୁ ପ୍ରଦାନ ନିଜେ ତୁ କରିନାହୁଁ ଖଣ୍ଟପଣ, ତୁହି ମହୀକି ଦେବୁ ଯେତେ ଜଳ, ନୀଚହୃଦୟ ସଞ୍ଚି ରଖେ ଧନ, ଫଳ ପ୍ରସୂନ ଵସ୍ତ୍ର ଉପାଦାନ ଉପସ୍ଥାପନା: ଶିଶିର ସାହୁ ମନୋଜ © ଶବ୍ଦଭେଦ
| |
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…
ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…